ଜୋରିମାନା ଦେବେ BCCI ସଭାପତି ଗାଙ୍ଗୁଲି । ଜାଣନ୍ତୁ କାରଣ କଣ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ବିସିସିଆଇ ଅ-ଧ୍ୟ-କ୍ଷ ସୌରଭ ଗାଙ୍ଗୁଲି ଙ୍କୁ ଦେବାକୁ ହେବ ଫାଇନ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଙ୍କ ଉପରେ ଲାଗିଛି ଜୋରିମାନା । ଗାଙ୍ଗୁଲି ଙ୍କ ଉପରେ ଜୋରିମାନା ଲଗାଇ ଛନ୍ତି କୋଲକାତା ହାଇକୋର୍ଟ ।ଭାରତୀୟ କ୍ରିକେଟ ବୋର୍ଡ ର ଅ-ଧ୍ୟ-କ୍ଷ ସୌରଭ ଗାଙ୍ଗୁଲି ଏବେ ଜୋରିମାନା ଦେବେ । ଏକ ଜମି ର ଆବଣ୍ଟନ ମା-ମ-ଲା ରେ କୋଲକାତା ହାଇ କୋର୍ଟ ସୋରଂଭ ଙ୍କ ଉପରେ ଏହି ଜୋରିମାନା ର ଆଦେଶ ଦେଇ ଛନ୍ତି । ସେହି ମାମଲା ରେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏବଂ ଗୃହ ନିଗମ HIDCO  ଉପରେ ଜୋରିମାନା ଲଗାଇ ଛନ୍ତି । ମା-ମ-ଲା ର ଶୁଣାଣି କରିବା ପରେ ହାଇ କୋର୍ଟ ଏହା କହିଛି ଜେ ଦେଶ ସବୁବେଳେ ଖେଳାଳି ଙ୍କ ସାଥି ରେ ରହିଛି।  

ଏହା ସତ ଯେ ସୌରଭ ଗାଙ୍ଗୁଲି ଦେଶ ପାଇଁ ବହୁତ୍ ଗୌରବ ଆଣି ଛନ୍ତି ଏବଂ ଆମ ଦେଶ ପାଇଁ  କ୍ରିକେଟ ରେ ତାଙ୍କର ବହୁ ମୂଲ୍ୟ ଭୂମିକା ରହିଥିଲା । କିନ୍ତୁ ଆ-ଇ-ନ କିମ୍ବା ନିୟମ କଥା କୁ ଦୃଷ୍ଟି ରେ ରଖିଲେ ସମ୍ବିଧାନ ଆଗରେ ସମସ୍ତେ ସମାନ, କେହିବି ଆ-ଇ-ନ ଉପରେ ନୁହନ୍ତି। 

ପ୍ରାୟ ୧୦ ବର୍ଷ ତଳେ କୋଲକାତା ରେ ଏକ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ପଶ୍ଚିମବଙ୍ଗ ସରକାର ସୋରଭ ଗାଙ୍ଗୁଲି ଦେଇଥିବା ଏକ ଜମି କୁ ନେଇ ଏହି ମାମଲା ଟି ହାଇକୋର୍ଟ ରେ ପହଞ୍ଚି ଥିଲା । ବିନା ଟେ-ଣ୍ଡ-ର ଏପରି ନେଇ ଆ-ଇ-ନ ର ଉ-ଲଂ-ଘ-ନ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ବି-ବା-ଦ ବଢ଼ି ବାରୁ ଗାଙ୍ଗୁଲି ସେହି ଜମି କୁ ସରକାର ଙ୍କୁ ଫେରାଇ ଦେଇଥିଲେ ।

ଏହା ର ଶୁଣାଣି କରି କୋଲକାତା ହାଇ କୋ-ର୍ଟ ଏହା କହିଛନ୍ତି ଯେ ,ଉଭୟ ସୌରଭ ଗାଙ୍ଗୁଲି ଏବଂ ପଶ୍ଚିମବଙ୍ଗ ଆବାସ ନିଗମ ଠୁ ଜୋରିମାନା ଆଦାୟ କରିବା ପାଇଁ। ସୌରଭ ଗାଙ୍ଗୁଲି ଙ୍କ ଉପରେ ୧୦ ହଜାର ଟଙ୍କା ର ଜୋରିମାନା ଲାଗିଥିବା ବେଳେ ପଶ୍ଚିମବଙ୍ଗ ଆବାସ ନିଗମ ଙ୍କ ଉପରେ  ୫୦ ହଜାର ଟଙ୍କା ର ଜୋରିମାନା ଲାଗିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *