ପୁଅ ଚାଲିଯିବା ପରେ ପରେ ପରଲୋକ ରେ ଏବେ ଏହି କିମ୍ବଦନ୍ତୀ ଅଭିନେତା -ଫୁଣି ବଲିଉଡ ରେ ବହିଲା ଲୁହର ନଦୀ | ଜାଣନ୍ତୁ କିଏ ସେହି କିମ୍ବଦନ୍ତୀ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସିନେମା ଜଗତର କେଉଁ କଳାକାର ଙ୍କ ପରଲୋକ ହୋଇଛି ,ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟ ରେ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ସିନେମା ଜଗତ ର ଜଣେ ଜଣାଶୁଣା ଅଭିନେତା ତଥା ସ୍କ୍ରିନ ରାଇଟର ଆଉ ନାହାନ୍ତି । ତାଙ୍କ ପରଲୋକ ରେ ଅନେକ ଲୋକ ମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତ ରେ ଶୋକ ର ଲହରି ଖେଳି ଯାଇଛି ।ସ୍କ୍ରିନ ରାଇଟର ତଥା ଜଣେ ବର୍ଷିୟାନ ଅଭିନେତା ଶିବ କୁମାର ସୁବ୍ରମଣ୍ୟମ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି ।

 

 ଅଭିନେତା ଶିବ କୁମାର ଙ୍କ ଦେ-ହା-ନ୍ତ ହୋଇଥିବା ଖବର ଆଜି ସକାଳୁ ଜଣା ପଡ଼ିଥିଲା । ତେବେ ତାଙ୍କର ଦେହାନ୍ତ ଙ୍କୁ ତାଙ୍କର ଫ୍ୟାନ୍ସ ମାନେ ସହଜ ରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ତାଙ୍କର ମୃ-ତ୍ୟୁ ର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଦୁଃଖଦ ଖବର ଶୁଣିବା ପରେ ସିନେମା ଜଗତ ରେ ଶୋକ ର ଛାୟା ଖେଳିଯାଇଛି ।

 

ଶିବ କୁମାର ସୁବ୍ରମଣ୍ୟମ ଗତବର୍ଷ ଏକ ସିନେମା ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ । ସେହି ସିନେମା ରେ ସାନିଆ ମଲହୋତ୍ରା ତାଙ୍କ ସହ ମୁଖ୍ୟ ଭୂମିକା ରେ ନଜର ଆସିଥିଲେ ।ତେବେ ନିକଟରେ ଶିବ ତାଙ୍କର ୧୬ ବର୍ଷର ପୁଅକୁ ହରାଇଥିଲେ । ଆଉ ଏବେ ଶିବ ଙ୍କ ଦେହାନ୍ତରେ ଶୋକ ର ଛାୟା ଖେଳିଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.