ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସିଶି ଟିଭି କ୍ୟାମେରା ରେ କଏଦ ହେଲା ପଶୁପକ୍ଷୀ ଙ୍କ ଏଭଳି ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।
ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଅନେକ ପଶୁ ପକ୍ଷୀ ଙ୍କ ଭିଡିଓ ମଧ୍ୟ ଆସିଥାଏ ଯେଉଁ ମାନେ କୌଣସି କାରଣରୁ କଷ୍ଟ ପାଇଥାନ୍ତି,ଆଉ ତାକୁ ଲୋକମାନେ ବଞ୍ଚାଇ ଥାନ୍ତି।
ତେବେ ପ୍ରଥମ ଭିଡିଓରେ ଗୋଟିଏ କୁକୁର ବେକରେ ଚା କପ ଟି ପଶି ଯାଇଛି, ତା ମାଲିକ ସେହି କପ୍ କୁ ହାତୁଡ଼ି ସାହାଯ୍ୟରେ ଭାଙ୍ଗି କୁକୁର ବେକରୁ ବାହାର କରୁଛି।ଆଉ ଏକ ଭିଡ଼ିଓ ରେ ଗୋଟିଏ ଗାଈ ଏକ ଖାଲରେ ପଡ଼ି ଯାଇଥିବାର ଦେଖା ଯାଉଚି,ଲୋକଟି ଗାଈ କୁ ବାହାର କରିବା ପାଇଁ ନିଜେ ସେ ଖାଲ ରେ ପଶି ଗାଈକୁ ବାହାର କରୁଛି।ଗୋଟିଏ କୁକୁର ଟି ରାସ୍ତା କଡ଼ରେ ଆହତ ହେଇ ପଡ଼ିଥିବା ବେଳେ ଲୋକଟି ତାକୁ ଆଣି ତାକୁ ଭଲ କରିବାରେ ଲାଗିଛନ୍ତି ।
ସେହିପରି ଆଉ ଏକ ଭିଡ଼ିଓ ରେ ଏକ କଇଁଛ ସମୁଦ୍ର ରୁ ଆସି ବାଲି ରେ ପଡ଼ିଥିବା ର ଦେଖା ଯାଉଚି ।ମାତ୍ର ଜଣେ ଲୋକ ତାକୁ ଠେଲିକରି ସମୁଦ୍ର କୁ ପଠାଇ ଦେଇଛନ୍ତି। ସେହିପରି ଆଉ ଏକ ବିଲୁଆ ଏକ ଘର ଭିତରେ ପଡ଼ି ଯାଇଚି,ମାତ୍ର ବାହାରକୁ ଆସି ପାରୁନାହିଁ।ଜଣେ ଲୋକ ଏକ ଦଉଡ଼ି ସାହାଯ୍ୟରେ ବିଲୁଆ କୁ ବାହାରକୁ ବାହାର କରୁଥିବାର ଭିଡ଼ିଓ ଶିଶି ଟିଭି ରେ କାଏଦ ହୋଇଛି। ଆଉ ଏକ ଭିଡ଼ିଓ ରେ ଏକ ଗାଈଟିର ବେକ ଏକ ଗଛ ଭିତରେ ପଶି ଯାଇଛି,ଆଉ ଗାଈ ଟି ବହୁତ୍ କଷ୍ଟ ପାଉଛି। ଜଣେ ଲୋକଟି ଗଛଟିକୁ କାଟି ଗାଈ ର ଜୀବନ ବଞ୍ଚାଇଛନ୍ତି।