ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୀବନରେ ଏହି 3 ଟି କଥା ଯିଏ ଜାଣିଛି ସବୁବେଳେ ସଫଳତା ତା ପାଦତଳେ ରହିଛି | ଆପଣ ବି ସେହି 3 ଟି କଥା ଜାଣିରଖନ୍ତୁ। ଫଳରେ ପାଇବେ ସଫଳତା । ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ଅବିସ୍ମରଣୀୟ କଥା ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ କିଏ ବା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ବିଷୟରେ ନ ଜାଣିଛି । ଏକ ଗରିବ ମୁସଲିମ ପରିବାରରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ । କଲାମ ମିସାଇଲ ମ୍ୟାନ ଭାବେ ପୂରା ଦେଶରେ ଜଣାଶୁଣା । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇବାରେ କଲାମଙ୍କ ଅବଦାନ ଅତୁଳନୀୟ । ୨୦୦୨ରୁ ୨୦୦୭ ପର୍ୟ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ କଲାମ । ରାଷ୍ଟ୍ରପତି ଭାବେ କଲାମ ଯେତେବେଳ ରାଷ୍ଟ୍ରପତି ଭବନ ଯାଇଥିଲେ ସେତେବେଳେ ସାଙ୍ଗରେ ଥିଲା ତାଙ୍କର ମାତ୍ର ଦୁଇଟି ସୁଟକେସ ।
ଆଉ କାଯ୍ୟକାଳ ସରିବା ପରେ ଯେତେବେଳ ରାଷ୍ଟ୍ରପତି ଭବନରୁ ଫେରିଥିଲେ ସେତେବେଳେ ମଧ୍ୟ ତାଙ୍କ ସହ ଥିଲା ସେଇ ଦୁଇଟି ସୁଟକେସ । ତେବେ ୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ ୮୩ ବର୍ଷ ବୟସରେ କାଲାମଙ୍କ ନିଧନ ହୋଇଥିଲା । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ଗଢି ତୋଳିଥିଲା । ସେ କହିଯାଇଥିବା କିଛି ଅମୃତ କଥା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ମନରେ ଏକ ନୂଆ ଶକ୍ତି ସଂଚାର କରେ । କେବଳ ସେତିକି ନୁହେଁ ରାଷ୍ଟ୍ରପତି ହୋଇ ତାଙ୍କର ସାଧାରଣ ଜୀବନଶୈଳୀ ସେ ସମୟରେ ତାଙ୍କୁ ଏକ ବିଶାଳ ହୃଦୟର ପରିଚୟ ଦେଇଥିଲା ।
ଏପିଜେ ଅବଦୁଲ କଲାମ, ଯାହାଙ୍କ ନାମ ହିଁ ସତ୍ୟ ଓ ନିଷ୍ଠା ପରାକାଷ୍ଠାର ଏକ ଏକ ଅନନ୍ୟ ପ୍ରତୀକ । ଯିଏ କି ଜଣେ ଏଭଳି ବ୍ୟକ୍ତି ଯାହାଙ୍କୁ ଯେଉଁ ସମୟରେ ଯେଉଁ ଗୁରୁ ଦାୟିତ୍ୱ ମିଳିଛି ତାହାକୁ ସେ ସୂଚନାର ରୂପେ ସଂପାଦନା କରିଛନ୍ତି । ସେଥିପାଇଁ ସେ ଆଜି ଭାରତୀୟଙ୍କ ପାଇଁ ଏକ ଉଦାହରଣ । ସେ ଏକାଧାରାରେ ଥିଲେ ଜଣେ ସାହିତ୍ୟକ, ଜଣେ ମହାନ ବିଚାରକ, ବୈଜ୍ଞାନିକ, ରାଜନୀତିଜ୍ଞ । ଭାରତରେ ଅନେକ ରାଷ୍ଟ୍ରପତି ଆସିଛନ୍ତି ମାତ୍ର ଆଜି ବି ଏପିଜେ ଅବଦୁଲ କଲାମ ଏକ ଚର୍ଚ୍ଚିତ ନାମ ହୋଇ ରହି ଯାଇଛି ।
ଯିଏକି ରାଷ୍ଟ୍ରପତି ହେଲା ପରେ ମଧ୍ୟ ଆଡମ୍ବର ଜୀବନ ଯାପନ ଠାରୁ ଦୂରେଇ ସରଳ ଜୀବନ ଯାପନ କରିଥିଲେ । ସେଥିପାଇଁ ସେ ସବୁବେଳେ ଗୋଟିଏ କଥା କହିଥାନ୍ତି “ସ୍ୱପ୍ନ ତାହା ନୁହେଁ ଯାହା ଶୋଇକି ଦେଖାଯାଏ । ସ୍ୱପ୍ନ ତାହା ଯାହା ଶୋଇବାକୁ ଦିଏନି । କଲାମଙ୍କ ଏହି ଉକ୍ତି ଆଜି ବି ପ୍ରତ୍ୟକ ଭାରତୀୟଙ୍କ ମନରେ ଅଦମ୍ୟ ଇଚ୍ଛା ଶକ୍ତିକୁ ଯାଗ୍ରତ କରାଇଥାଏ । ଅବଦୁଲ କାଲାମ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ଚୀର ଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଯାଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।