ଭାଇ ଦେଲା ନିଜ ଭଉଣୀ ମୁଣ୍ଡ ରେ ସିନ୍ଦୂର ; କାରଣ ଜାଣିଲେ ଆପଣ ବି ଛି ଛି କହିବେ – ଦେଖନ୍ତୁ ଭିଡ଼ିଓ ।

 

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏପରି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଘଟଣା ଟି ହେଉଛି ଉତ୍ତରପ୍ରଦେଶର ଫିରୋଜାବାଦ ଅଞ୍ଚଳର । ତେବେ ସେହି ସ୍ଥାନ ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସେଠାରେ ଜଣେ ଭାଇ ନିଜର ଭଉଣୀଙ୍କ ସହିତ ବିବାହ କରିବା ପାଇଁ ବେଦିରେ ବସି ଯାଇଥିଲେ।

 

ବନ୍ଧୁଗଣ ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ ଟି କିଛି ଅଲଗା । ମିଳିଥିବା ସୂଚନା ଅନୁସାରେ , ସେହି ସ୍ଥାନ ରେ ସରକାରଙ୍କ ପକ୍ଷରୁ ସାମୁହିକ ବିବାହ ଯୋଜନା ଆରମ୍ଭ କରା ଯାଇଥିଲା। ତେବେ  ସେହି ସ୍ଥାନ ରେ ଯେଉଁ ମାନେ ସାମୁହିକ ବିବାହ କରି ଥାଆନ୍ତି ,ସରକାରଙ୍କ ତରଫ ରୁ ସେମାନଙ୍କୁ କିଛି ଅର୍ଥ ସହାୟତା ଆକାରରେ ପ୍ରଦାନ କରା ଯାଇଥାଏ।

 

ତେବେ ସହାୟତା ଆକାରରେ ପ୍ରାୟ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ସେହି ଅଞ୍ଚଳ ର ସରକାର ଏପରି ଏକ ନିୟମ କରିଛନ୍ତି ,ଯାହା ଫଳରେ ଲୋକ ମାନେ ବିବାହ କରିବା ପାଇଁ ଇଚ୍ଛା କରିବେ । ତେବେ ଏହି ଟଙ୍କା ଲୋଭ ରେ ଭାଇ ଓ ଭଉଣୀ ସେଠାରେ ବିବାହ କରିବା ପାଇଁ ବସି ଯାଇଥିଲେ।

 

କେବଳ ଅର୍ଥ ପାଇବା ପାଇଁ ସେମାନେ ଏପରି କରିଛନ୍ତି । ତେବେ ସେମାନେ ବିବାହ ବେଦୀ ରେ ବସିବା ସମୟ ରେ ଗାଁ ଲୋକ ମାନେ ଜାଣି ପାରି ସେମାନଙ୍କ ବିବାହ କୁ ରୋକି ଦେଇଥିଲେ । ଏହାପରେ ସେମାନଙ୍କ ଯାଞ୍ଚ ରୁ ଏହା ଜଣା ପଡ଼ିଥିଲା ଯେ ,ସେ ଦୁହେଁ ଭାଇ ଓ ଭଉଣୀ । ତେବେ ଏହାପରେ ସେହି ଯୁବକ ଗି-ର-ଫ ହୋଇଥିଲେ ।

 

ତେବେ ସେମାନେ କେବଳ ଅର୍ଥ ଲୋଭ ରେ ଏପରି କରିଥିବାର ଜଣା ପଡ଼ିଛି । ୫୫ ହଜାର ଟଙ୍କା ପାଇବା ଆଶାରେ ମିଥ୍ୟା ବିବାହ କରିଥିଲେ ବୋଲି ଜଣା ପଡ଼ୁଛି। ତେବେ ବର୍ତ୍ତମାନ ସେମାନଙ୍କୁ ପଚରା ଉଚରା କରାଯାଉଛି । ତେବେ ଆଉ କେହି ଏପରି ନ କରନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *