ମଦ ପିଇ ଯୁବତୀ ଜଣକ ରାସ୍ତା ମଝିରେ କଲେ ଏପରି କାଣ୍ଡ , କହିଲେ ଏପରି ଅଭଦ୍ର ଭାଷା – ଦେଖନ୍ତୁ ଭିଡ଼ିଓ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମଦ ପିଇ ଯୁବତୀ ଜଣକ ରାସ୍ତା ମଝିରେ କଲେ ଏପରି କା-ଣ୍ଡ , କହିଲେ ଏପରି ଅଭଦ୍ର ଭାଷା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 

ଯୁବତୀ ଜଣକ ମାତାଲ୍ ହୋଇ ରାସ୍ତା ଉପରେ କରିଛନ୍ତି ହାଇ ଡ୍ରାମା। ଅଭଦ୍ର ଭାଷା ରେ ଗାଳି ଗୁଲଜ କରି ମାର୍କେଟ ରେ ଉତ୍ପାତ ମଚାଇଲେ । ତେବେ ସେହି ଯୁବତୀ ଜଣକ କାହାକୁ ବି ମାନୁ ନାହାଁନ୍ତି । ଯୁବତୀ ଜଣକ ଏହା କହିଛନ୍ତି ଯେ, ମୁଁ କିଛି ନେବିନି କି ଏଠାରୁ ଯିବିନି । ମୋର କଣ କରିବ ମୁଁ ଦେଖିବି ।

 

ସେହି ଯୁବତୀ ଜଣକ ଭୁବନେଶ୍ବର ର ଏକ ହୋଟେଲ କୁ ଆସି ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ । ଏହାପରେ ସେହି ହୋଟେଲ କର୍ମଚାରି ମାନେ ବିରୋଧ କରିବାରୁ ଆରମ୍ଭ ହୋଇଗଲା ହାଇ ଡ୍ରାମା । ଏହାପରେ ଯୁବତୀ ଜଣକ ହୋଟେଲ କର୍ମଚାରି ଙ୍କୁ କହିଲେ ଯେ ଚାପୁଡ଼ା ମାରିବି ।

 

ସେହି ଯୁବତୀ ଜଣକ ବହୁତ ମଦ ପିଇ ରାସ୍ତା ରେ ଉତ୍ପାତ କରିଛନ୍ତି ,ଏମିତିକି ରାସ୍ତା ରେ ଯିବା ଆସିବା କରୁଥିବା ଲୋକ ମାନଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିଛନ୍ତି ।ଭୁବନେଶ୍ୱର ଉପକଣ୍ଠ ଭରତପୁର ଷ୍ଟୁଡିଓ ଛକ ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.