ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାତିରେ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ୍?ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାରତୀୟ ହିନ୍ଦୁ ଶାସ୍ତ୍ରରେ ବିବାହ ଏକ ପବିତ୍ର ବନ୍ଧନ। ଉଭୟ ପୁଅ ଓ ଝିଅ ମଧ୍ୟରେ ଭଲ ପାଇବା ପ୍ରଥମେ ମନ ଦ୍ଵାରା ହିଁ ଆରମ୍ଭ ହୋଇଥାଏ।ଆଉ ବିବାହ ପରେ ଶାରୀରିକ ସମ୍ପର୍କ ଦ୍ଵାରା ସମାପନ ହୋଇଥାଏ। ବିବାହ ପରେ ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇଁ ଯୌନ ସମ୍ପର୍କ ଏକାନ୍ତ କାମ୍ୟ।ଯାହାକୁ କି କାମ ଶାସ୍ତ୍ରରେ ସମ୍ଭୋଗ ବୋଲି କୁହାଯାଏ।ଏହି ସମ୍ଭୋଗ ଦ୍ଵାରା ମାନବ ସମାଜରେ ବଂଶ ବିସ୍ତାର ହୋଇଥାଏ।ଏହା ସୃଷ୍ଟିର ଏକ ଅଦ୍ଭୁତ ନିୟମ।ଯୌନ ସଂପର୍କ ଦ୍ଵାରା ମଣିଷ ଅତ୍ୟନ୍ତ ସୁଖ ଲାଭ କରିଥାଏ।ଦାମ୍ପତ୍ୟ ଜୀବନରେ ସବୁଠାରୁ ସୁଖପୂର୍ଣ ସମୟ ହେଉଛି ସମ୍ଭୋଗ।
ମଣିଷ ଯେତେବେଳେ ଯୌବନ ଅବସ୍ଥାରେ ପଦାର୍ପଣ କରେ ସେତେବେଳେ ଶରୀର ରେ ଏକ ଶିହରଣ ସୃଷ୍ଟି ହୁଏ।କାମନା ବାସନା ରେ ଆସକ୍ତ ହୋଇ ମଣିଷ ଯାହା କରେ ତାହାକୁ ଆମେ ଶାରୀରିକ ସମ୍ପର୍କ ବୋଲି କହିଥାଉ।ତେବେ ଆଜି ଆମେ ଜାଣିବା ରାତିରେ କେତେ ଟା ବାଜିବା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ହୋଇନଥାଏ ଏବଂ କେଉଁ ସମୟ ଟି ଶାରୀରିକ ସମ୍ପର୍କ ରଖିବା ପାଇଁ ଉଚିତ୍ ସମୟ ହୋଇଥାଏ ।ଯଦି ଆମେ ଶାସ୍ତ୍ରର କଥା ମାନି ଚଳିଥାଉ ଆମକୁ ଏହା ଅନେକ ଅସୁବିଧାରୁ ମୁକ୍ତ କରିଥାଏ ।ତେବେ ଆସନ୍ତୁ ଜାଣିବା ରାତି ୧୨ ଟା ପରେ କଣ ପାଇଁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ୍ ।
ଶାସ୍ତ୍ରର ନିୟମ ଅନୁସାରେ ରାତ୍ରି ୧୨ ଘଣ୍ଟିକା ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ହୋଇନଥାଏ । କାରଣ ରାତ୍ରି ୧୨ ଘଣ୍ଟିକା ପରେ ଦ୍ଵିତୀୟ ଦିନ ର ଆରମ୍ଭ ହୋଇଥାଏ ଏବଂ ଏହା ବ୍ରହ୍ମ ମୁହୂର୍ତ୍ତର ଠିକ୍ ପୂର୍ବ ସମୟ ଅଟେ। ତେଣୁ ରାତ୍ରି ୧ ଘଣ୍ଟିକା ପରେ ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଥାଏ , ଏହି ସମୟ ଭଗବାନଙ୍କର ଆରାଧନା ର ସମୟ ଅଟେ । ଏହି ସମୟରେ ଉଭୟ ପତି ଏବଂ ପତ୍ନୀ ଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏହି ପରି କରିବା ଦ୍ୱାରା ମନୁଷ୍ୟର ଖରାପ୍ ସମୟର ଆଗମନ ହୋଇଥାଏ ଏବଂ ତାଙ୍କର ସନ୍ତାନ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ ।
ରାତ୍ରି ୩ ଘଣ୍ଟିକା ପୁର୍ବରୁ ଶାରୀରିକ ସଂପର୍କ ରଖିବା ଦ୍ଵାରା ଆପଣମାନଙ୍କୁ ଅନେକ ପ୍ରକାରର ନକାରାତ୍ମକ ଜିନିଷ ରୁ ମୁକ୍ତି ମିଳିଥାଏ ଏବଂ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ଏକ ନୂତନ ଉର୍ଜାର ଆଭାସ ହୋଇଥାଏ , ଏହି ସମୟରେ ଉଭୟ ପତି ଓ ପତ୍ନୀ ଭଲ ଭାବେ ପରସ୍ପରକୁ ପ୍ରେମ ସମ୍ପର୍କ ରେ ବାନ୍ଧିଥାନ୍ତି ।ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ସନ୍ତାନ ଉପରେ ଏହା ଭଲ ପ୍ରଭାବ ପକାଇ ଥାଏ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।