ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ଼ିଶା କଂଗ୍ରେସ ତରଫରୁ ଆସିଛି ଏକ ବଡ ଖବର। ବର୍ତ୍ତମାନ ଓଡିଶା କଂଗ୍ରେସ ପିପିସି ମୁଖିଆ ପରିବର୍ତ୍ତନ ଚଳାଇଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ବାହିନୀ ପତି ।ତାରା ବାହିନୀ ପତି ବର୍ତ୍ତମାନ ଗଣମାଧ୍ୟମ ସାମ୍ନା କୁ ଆସି କହିଛନ୍ତି ଯେ ,ସଂଘଠନ କୁ ଅଧିକ ମଜବୁତ କରିବା ପାଇଁ ବିଧାୟକ ମଧ୍ୟରୁ କେହି ବି ଜଣେ ପିପିସି ସଭାପତି ହେବା ଉଚିତ ।
ତେବେ ଜିଲ୍ଲା ସଭାପତି ମାନଙ୍କୁ କେହି ପଚାରୁ ନାହାଁନ୍ତି କି ତାଙ୍କର ମଧ୍ୟ କିଛି ଗୁରୁତ୍ଵ ମଧ୍ୟ ରହୁ ନାହିଁ । ତେବେ ଜିଲ୍ଲାପାଳ ମାନେ ତାଙ୍କ କଥା ନ ଶୁଣିବା ହେତୁ ଜଣେ ବିଧାୟକ ହେଲେ ସେ ଏହା କୁ ଗୁରୁତର ଦେବେ ବୋଲି କହିଛନ୍ତି ।ତେବେ ସେ ପିପିସି ସଭାପତି କୁ ନେଇ ସିଧାସଳଖ ସୁର ରାଉତରାୟ ଙ୍କୁ ଇଙ୍ଗିତ କରିଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପିପିସି ସଭାପତି କୁ ନେଇ ବେସ ଚର୍ଚ୍ଚା ଚାଲିଛି । ତେବେ ବର୍ତ୍ତମାନ ପିପିସି ସଭାପତି କିଏ ହେବେ ବୋଲି ଚର୍ଚ୍ଚା ହେଉଛି । ଆପଣ ମାନେ ତ ଜାଣିଛନ୍ତି କଂଗ୍ରେସ ନାମ ଦିନ କୁ ଦିନ ଲିଭିବାରେ ଲାଗୁଛି ।ତେବେ ବର୍ତ୍ତମାନ ଠାରୁ ଏହି ସଂଘଠନ କୁ ମଜବୁତ କରିବା ପାଇଁ ପରିବର୍ତ୍ତନ ହେବେ ପିପିସି ସଭାପତି ।
ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ,ବର୍ତ୍ତମାନ ସମସ୍ତ ନେତା ଓ ମନ୍ତ୍ରୀ ମାନଙ୍କ ଠାରୁ ବେସ ଲୋକ ପ୍ରିୟ ହେଉଛନ୍ତି ସୁର ରାଉତରାୟ ।।ତେବେ ବର୍ତ୍ତମାନ ତାରା ବାହିନୀ ପତି ପିପିସି ସଭାପତି କୁ ନେଇ ସିଧାସଳଖ ସୁର ରାଉତରାୟ ଙ୍କୁ ଇଙ୍ଗିତ କରିଛନ୍ତି ।ତେବେ ସୁର ରାଉତରାୟ ଆଗାମୀ ଦିନ ରେ କଂଗ୍ରେସ ର ପିପିସି ସଭାପତି ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡିଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।