ଭାରତ ରେ ମାଡି ଚାଲିଛି କରୋନା ର ଭୟଙ୍କର XE ଭ୍ୟାରିଆଣ୍ଟ। ଫୁଣି ଦେଶରେ ହେବ ବିଶାଳ ଲକଡାଉନ ! ଜାଣନ୍ତୁ କେବେ ?

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନା ମହାମାରୀକୁ ନେଇ ଆସିଲା ଏକ ବଡ ଖବର । ନୂଆ ଭାରିଆଣ୍ଟ କାରଣରୁ ଏପ୍ରିଲ ମାସରେ ହୋଇପାରେ ଲକ୍ ଡାଉନ୍ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ କରୋନା ପୁଣି ଥରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଚୀନ୍ ,ସିଙ୍ଗାପୁର, ଦକ୍ଷିଣ କୋରିଆ ,ହଙ୍ଗକଙ୍ଗ ରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବର୍ତ୍ତମାନ କରୋନା କୁ ନେଇ ଚିନ୍ତା ବଢିଛି । ତେବେ ଏ ନେଇ ବର୍ତ୍ତମାନ ଭାରତ ସରକାର କେନ୍ଦ୍ର ସତର୍କ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ଆଲର୍ଟ ରହିବାକୁ କହିଛନ୍ତି ।

 

ବର୍ତ୍ତମାନ ପୁଣି ଥରେ ଅନେକ ଗୁଡ଼ିଏ ଦେଶ ରେ ଏବଂ ଆମ ଦେଶ ର କିଛି କିଛି ରାଜ୍ୟ ରେ କରୋନା ର ନୂଆ ମାମଲା ସମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ବୈଜ୍ଞାନିକ ମାନେ ଏକ ନୂଆ ଭାରିଆଣ୍ଟ ର ରିସର୍ଚ୍ଚ କରିଛନ୍ତି ଏବଂ ତାର ନାମ ହେଉଛି ଡେଲ୍ଟାକ୍ରନ୍ ଭାଇରସ ଯାହାକି ଡେଲ୍ଟା ଏବଂ ଓମିକ୍ରନ୍ ଭାଇରସ୍ ର ମିଶ୍ରଣ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହା କହିଛି ଯେ ,ଏହା କୋରନାର ଏକ ଘାତକ ଭାରିଆଣ୍ଟ ଅଟେ । ଏହା ଅନ୍ୟ ସବୁ ଭାରିଆଣ୍ଟ ଅପେକ୍ଷା ଦ୍ଵିଗୁଣା କ୍ଷତିକାରୀ ଅଟେ ।

   

 

ଏହି ଭାରିଆଣ୍ଟ ଟି ବହୁତ୍ କମ ସମୟ ମଧ୍ୟରେ ବ୍ୟାପିବାର ସମ୍ଭାବନା ରହିଛି । ବର୍ତ୍ତମାନ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଦେଇଥିବା ଏକ ରିପୋର୍ଟ ଅନୁଯାୟୀ ,ଫ୍ରାନ୍ସ, ନେଦରଲ୍ୟାଣ୍ଡ ଏବଂ ଡେନମାର୍କ ଆଦି ଦେଶରେ ଏହି ଡେଲ୍ଟାକ୍ରନ ଭାରିଆଣ୍ଟର ନୂଆ ମାମଲା ସବୁ ସାମ୍ନାକୁ ଆସୁଛି । ଏହା ମଧ୍ୟ କହିଛି ଯେ ,ବିଶ୍ୱର ଅନେକ ଦେଶରେ ପୁନର୍ବାର କୋଭିଡ ମାମଲାରେ ବୃଦ୍ଧି ଘଟୁଛି ।

 

ତେବେ ବର୍ତ୍ତମାନ ଏଥିପାଇଁ ଭାରତ କୁ ସଜାଗ ରହିବାକୁ ହେବ । ତେବେ ଯଦି କରୋନା କଟକଣା ତଥା ନିୟମ ମାନି ଚାଲିବା ତାହେଲେ କରୋନାର ଏହି ନୂଆ ଭାରିଆଣ୍ଟ ତାଣ୍ଡବ ରଚାଇବା ଆଗରୁ ଏହାକୁ ରୋକି ପାରିବା। ଏହା ସୂଚନା ରହିଛି ଯେ ,ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଥିବା ରାଜ୍ୟ ଗୁଡ଼ିକରେ ଏପ୍ରିଲ୍ ମାସରେ ଲକଡାଉନ କରାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.