ଠାକୁରଙ୍କ ଦାନ ଥାଳିରୁ ଉଠେଇ କରି ବ୍ଲାଉଜ ଭିତରେ ରଖିଲେ ମହିଳା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଦେଖିବା ସେହି Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଠାକୁରଙ୍କ ଦାନ ଥାଳିରୁ ଉଠେଇ କରି ବ୍ଲାଉଜ ଭିତରେ ରଖିଲେ ମହିଳା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆମ ଆଖ ପାଖରେ ଏଭଳି ସବୁ ଘଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣ ମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁ ଥିବେ । ଆଜିକାଲି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ନୀଚ କାମ କରୁଛନ୍ତି । ଆଉ ଆଜିକାଲି ଦୁନିଆରେ ଯାହା କିଛି କାମ କରିଲେ ବି ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଏମିତି କିଛି କାମ କରୁଛନ୍ତି ଯେଉଁଥିପାଇଁ ଲଜ୍ଜିତ ଅନୁଭବ ହେଉଛି । 

 

ଅର୍ଥାତ୍ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଦେଖିବା ପରେ ବହୁତ ଲଜ୍ଜା ଲାଗିଥାଏ । ଆଉ ସେତେବେଳେ ମନକୁ ଅନେକ ପ୍ରକାରର ଭାବନା ଆସିଥାଏ । ଆଉ ଲୋକମାନେ ଏମିତି କାମ କରିବା ପୂର୍ବରୁ କିଛି ଭାବି ପାରନ୍ତି ନାହିଁ କି ନିଜ ପରିବାର କଥା ଭାବି ପାରନ୍ତି ନାହିଁ । ଆଉ ଆଜିକାଲି ସବୁଆଡ଼େ, ସବୁ ଜାଗାରେ, ସବୁ ମନ୍ଦିରରେ, ସବୁ ରାସ୍ତାଘାଟରେ ଏବେ ସିସିଟିଭି କ୍ୟାମେରା ଲାଗିଛି । ଆଉ ସବୁ କଥା ସେଥିରେ ରେକର୍ଡ ହେଉଛି ।

 

ଆଉ ଦରକାର ପଡ଼ିଲେ ଏହାର ସିସିଟିଭି ଫୁଟେଜ କାମରେ ମଧ୍ୟ ଆସୁଛି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଏକ ମହିଳା ଜଣକ ଠାକୁରଙ୍କୁ ଦିଆ ଯାଉଥିବା ଟଙ୍କାକୁ ଉଠେଇ ନେଇ ନିଜ ବ୍ଲାଉଜ ଭିତରେ ରଖୁଛି । ମନ୍ଦିରକୁ ଅନେକ ଲୋକ ଦର୍ଶନ କରିବାକୁ ଆସନ୍ତି । କିନ୍ତୁ ଏହି ମହିଳା ଜଣକ ଠାକୁରଙ୍କ ପଇସା ଚୋରି କରିବା ଉଦ୍ଦେଶ୍ୟରେ ଆସିଥିଲେ ସେକଥା କିଏ ବା ଜାଣିବ ।

 

 ଶେଷରେ ଠାକୁରଙ୍କୁ ମଧ୍ୟ ଛାଡ଼ିଲେନି ଦୁର୍ବୃତ୍ତ । ମହିଳା ଜଣକ ଠାକୁରଙ୍କୁ ନମସ୍କାର କରୁଛନ୍ତି ଏବଂ ଦେଖୁଛନ୍ତି ତାଙ୍କ ଆଖପାଖରେ କେହି ନାହାନ୍ତି । ଆଉ ତାପରେ ସେ ଠାକୁରଙ୍କୁ ଦାନ କରାଯାଇଥିବା ପଇସା ଯେଉଁ ଥାଳିରେ ରଖାଯାଏ ସେଥିରୁ ସେହି ମହିଳା ଜଣକ ଥରେ ନୁହଁ ତିନି ଥର ପଇସା ଆଣି କରି ନିଜ ବ୍ଲାଉଜ ଭିତରେ ରଖୁଛନ୍ତି । ଏହି ସବୁ ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ଆଉ ଏହା ଏକ ଲଜ୍ୟାଜନକ ଘଟଣା ଅଟେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *