ମମିତା ଙ୍କ ଶେଷ ଭିଡ଼ିଓ ହେଲା ଭାଇରଲ । Video ଦେଖିଲେ କାନ୍ଦି ପକେଇବେ । Watch Video…

ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମମିତା ଙ୍କ ଶେଷ ଭିିିଡ଼ିଓ ଦେଖିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ପ୍ରାୟ ୧୧ ଦିନ ହୋଇଯିବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ରହିଥିଲେ ଏବଂ ଏହା ପରେ ପୋଲିସ ତାଙ୍କୁ ଖୋଜା ଖୋଜି ଆ-ର-ମ୍ଭ କରି ଦେଇଥିଲା ।ହେଲେ ମମୀତା ଙ୍କ ର ପତ୍ତା ପାଇପାରୁ ନଥିଲା ପୋ-ଲି-ସ । ଅନ୍ୟ ପକ୍ଷରେ ମଧ୍ୟ ଏହା କୁହା ଯାଉଥିଲା ଯେ  ମମିତାଙ୍କୁ ହ-ତ୍ୟା କରାଯାଇଛି ।

 

ଏହାର ପରେ ପରେ ପୋଲିସକୁ ଏକ ମୃ-ତ ଶ-ବ ମିଳି ଥିଲା ଏବଂ  ତାହା  ପରେ ଏହା ସ୍ପ-ଷ୍ଟ କରା ଯାଇଥିଲା ତାହା ମାମିତା ଙ୍କ ର ବୋଲି ।ଏହା ପରେ ପୋ-ଲି-ସ ଏହି ମା-ମ-ଲା କୁ ଅଧିକ ରୁ ଅଧିକ ଯା-ଞ୍ଚ୍ କରି ଅ-ପ-ରା-ଧୀ ଙ୍କୁ ଧରି ସାରିଛି ଯାହା ଙ୍କ ନାମ ହେଉଛି  ଗୋବିନ୍ଦ ସାହୁ ।ଗୋବିନ୍ଦ ସାହୁ ମାନି ନେଇଛନ୍ତି ଯେ ସେ ମମତା ସାହୁ ଙ୍କୁ ହ-ତ୍ୟା କରିଛନ୍ତି ବୋଲି । ସେ ତାଙ୍କୁ ଏକ ନୀଳ ରଙ୍ଗ ର ୱାଗ୍ନର କାର ମଧ୍ୟରେ ହ-ତ୍ୟା କରିଥିଲେ । ସେହି କାର ମଧ୍ୟରେ ମଧ୍ୟ ମମୀତା ଙ୍କ ର ଏକ ପାଉଁଜି ମିଳିଥିଲା ପୋ-ଲି-ସ କୁ । ତେବେ ମମୀତା ଙ୍କ ହ-ତ୍ୟା ଟି କରିବା ପାଇଁ ପୂର୍ବ ରୁ ଅନେକ ପ୍ରସ୍ତୁତି ହୋଇ ରହିଥିଲା ।  

 

ବର୍ତ୍ତମାନ ସମୟ ରେ ମମିତା ଙ୍କ ଜନ୍ମଦିନ ର ଏକ ଭି-ଡି-ଓ ସା-ମ୍ନା କୁ ଆସିଛି ।  ଗତ କିଛି ଦିନ ତଳେ ମମିତା  ତାଙ୍କର ବନ୍ଧୁ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ କଲେଜ ରେ ନିଜର ଜନ୍ମଦିନ କୁ ବେଶ୍ ଆ-ଡ-ମ୍ବ-ର ରେ ପାଳନ କରିଥିଲେ । କାହାକୁ ଜଣା ଥିଲା ତାହା ବି ମମୀତା ଙ୍କ ଶେଷ ଜନ୍ମ ଦିନ ହୋଇଯିବ ବୋଲି । ତେବେ ସେହି ଜନ୍ମଦିନ ପା-ର୍ଟି ରେ ମମୀତା ନିଜର ବନ୍ଧୁ ଏବଂ ଛାତ୍ରଛାତ୍ରୀ ମାନଂକ ଗହଣ ରେ ବେଶ୍ ଖୁସି ଥିବାର ଦେଖା ଯାଇଥିଲେ ଏବଂ ଗୀତ ନାଚ ର କାର୍ଯ୍ୟକ୍ରମ ମଧ୍ୟରେ ସେ ନିଜର ଜନ୍ମଦିନ କୁ ପାଳନ କରିଥିବାର ନଜର ଆସିଥିଲେ । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *