ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରାଯାଉଥିଲା,ଆଉ ଏବେ ସରକାର ଏହାର ଅବଧି କୁ ବୃଦ୍ଧି କରିଛନ୍ତି ।
ସୂଚନା ଅନୁଯାୟୀ, SFSS ର ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ମାଗଣା ଚାଉଳ ମିଳୁଥିଲା , ତେବେ ପୂର୍ବରୁ ଏହାର ଅବଧି କୁ ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ୟୁପି ଓ ବିହାର ଅପେକ୍ଷା ନବୀନ ସରକାର ଓଡ଼ିଶା ରେ ଅଧିକ ରାସନ ବଣ୍ଟନ କରୁଛନ୍ତି ।
ସରକାର ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଯୋଜନା ରେ ପ୍ରାୟ ୮.୦୯ ଲକ୍ଷ ଲୋକ ଲାଭବାନ୍ ହେଉଛନ୍ତି । ତେବେ ବର୍ତ୍ତମାନ ହୋଇଥିବା ଘୋଷଣା ଅନୁଯାୟୀ ,ଏହି ଯୋଜନା କୁ ଏପ୍ରିଲ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଯୋଜନା ଟି ରେ ସରକାର ୯୧.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ତେବେ ଏହି ଯୋଜନା ଅଧୀନରେ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ୨୪,୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ଯୋଜନା କୁ ଏପ୍ରିଲ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏଥିରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିବ ।
APL ରାସନ କାର୍ଡଧାରୀଙ୍କ ପରିବାରକୁ ସରକାର ଙ୍କ ତରଫ ରୁ ମାସିକ ୧୦ ରୁ ୨୦ କିଲୋଗ୍ରାମ ଖାଦ୍ୟ ଶସ୍ୟ ମିଳିଥାଏ । ବିପିଏଲ୍ ରାସନ କାର୍ଡ ଥିବା କାର୍ଡଧାରୀଙ୍କ ପରିବାରର ସଦସ୍ୟ ପିଛା ୫ କିଲୋଗ୍ରାମ ହିସାବରେ ଚାଉଳ ମିଳିଥାଏ । ଏହି ରାସନ କାର୍ଡରେ ସରକାର ୩୦ ରୁ ୩୫ କିଲୋଗ୍ରାମ ରାସନ ଦିଅନ୍ତି । ତେବେ ବର୍ତ୍ତମାନ ଆଉ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଦିଆଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।