ପର ସ୍ତ୍ରୀ ର ଏହି ଅଙ୍ଗକୁ ଦେଖିଲେ ଆପଣଙ୍କ ଜୀବନ ସୁଖମୟ ହୁଏ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପର ସ୍ତ୍ରୀ ର ଏହି ଅଙ୍ଗକୁ ଦେଖିଲେ ଆପଣଙ୍କ ଜୀବନ ସୁଖମୟ ହୁଏ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ପଣ୍ଡିତମାନଙ୍କ ମଧ୍ୟରୁ ଜଣେ, ଯିଏ ମହିଳାମାନଙ୍କର ଭୂମିକା ବିଷୟରେ ଗଭୀର ଭାବରେ ବ୍ୟାଖ୍ୟା କରିବାବେଳେ ସେମାନଙ୍କର ଯୋଗ୍ୟତା ଏବଂ ଅବନତି ବିଷୟରେ ମଧ୍ୟ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ  କହିଛନ୍ତି ଯେ ଯଦି ଜଣେ ମହିଳା ଗୁଣବାନ ହୁଅନ୍ତି, ତେବେ ସେ ସମାଜକୁ ଉଚ୍ଚତାକୁ ନେଇଯାଆନ୍ତି। ଯେଉଁଠାରେ ମହିଳାମାନଙ୍କର ସବୁକିଛି ନଷ୍ଟ କରିବାର ଶକ୍ତିଥାଏ । ତାହାଲେ ଚାଲନ୍ତୁ ଜାଣିବା ଚାଣକ୍ୟ କହୁଥିବା କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଯାହା ଆମେ ଭବିଷ୍ୟରେ କାମରେ ଆସିପାରିବ ।

 

ଚାଣକ୍ୟ ନୀତି ଅନୁସାରେ ଯଦି ଆପଣ ଘରେ ଜଣେ ଗୁଣବାନ ଏବଂ ସବୁକୁ ବୁଝିଲା ପରି ମହିଳାଟି ଥାଏ ତାହାଲେ ସେ ଘର ସ୍ୱର୍ଗ ପାଲଟିଯାଏ,କିନ୍ତୁ ଯଦି ଏହି ସ୍ଥାନରେ ଆପଣଙ୍କ ଘରେ ଏକା ଚରିତ୍ର ହିନ ସ୍ତ୍ରୀ ବା ଜଣେ ଚରିତ୍ରହିନ ପୁରୁଷ ଥାଏ ବା ତାଙ୍କ ସହିତ ଆପଣ ସଂସାର କରନ୍ତି ।ତେବେ ସେ ଘର ନର୍କ ସହିତ ସମାନ ହେଇଥାଏ। ଜୀବନ ରେ ଭଲରେ  ଏବଂ ଖୁସିରେ ବଞ୍ଚିବା ପାଇଁ ହେଲେ ଆମକୁ ଅନେକ କଥା ଓ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । 

 

ଚାଣକ୍ୟ ନୀତି ଅନୁସାରେ ବୃଦ୍ଧ ବାଳକ ବାଳିକା  ଘରର ମୁଖ୍ୟ ବା ସ୍ତ୍ରୀ କନ୍ୟା ମାନକୁ ହାତ ବା ଗୋଡ଼ ଉଠାଇବା  ଉଚିତ୍ ନୁହେଁ ଏହା ଦ୍ବାରା ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।ଯାହା ଦ୍ଵାରା ଘର ଲକ୍ଷ୍ମୀ ଛଡ଼ା ହୋଇଯାଏ। ଏମିତି କରିବା ଦ୍ଵାରା ବିପଦର ପାହାଡ଼ ମାଡ଼ି ଆସିଥାଏ। ସୁନ୍ଦରତାକୁ ନେଇ କେବେ ଅନାଦର କରିବା ଉଚିତ୍ ନୁହେଁ ।ଏହା ଦ୍ବାରା ଭଗବାନ୍ କୁନାନଦର କରିବା ସହିତ ସମାନ ଯାଇଥାଏ। ଯାହା କରିବା ଦ୍ଵାରା ଭଗବାନ୍ ଅସନ୍ତୁଷ୍ଟ ହେଇଥାନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *