ମାନସ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ, ଜାଣନ୍ତୁ କଣ ?

 

ବନ୍ଧୁଗଣ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ଙ୍କ ହ -ତ୍ୟା ମାମଲା ବିଷୟରେ ତ ଆପଣ କିଛି ନା କିଛି ଜାଣି ଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ମାମଲା କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖୁଲାସା । ତେବେ ଦର୍ଶକ ବନ୍ଧୁ ଘଟଣା ପଛରେ ଥିବା ପ୍ରକୃତ ଆସାମୀ କିଏ ଏବଂ କଣ ପ୍ରମାଣ ମିଳିଛି , ଆସନ୍ତୁ ଜାଣି ନେବା ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମାମଲା ରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧ ରେ କ୍ରାଇମବ୍ରାଞ୍ଚ କୁ ମିଳିଛି ଏକ ବଡ଼ ପ୍ରମାଣ । ତେବେ ମିଳିଥିବା ସୂଚନା ରୁ ଏହା ଜଣା ପଡ଼ିଛି ଯେ , ମାନସ ଙ୍କ ହ- ତ୍ୟା ପରେ ଶର୍ମିଷ୍ଠା ଏକ କାର୍‌ରେ ଚଣ୍ଡିଖୋଲକୁ ଯାଇଥିଲେ । ତେବେ ଗତ ଫେବ୍ରୁଆରୀ ୯ ତାରିଖ ରାତି ୧୨ଟା ୮ ମିନିଟରେ ସେ ଟାଙ୍ଗୀ ଟୋଲ ଗେଟ ଦେଇ ଚଣ୍ଡୀଖୋଲ ଆଡ଼କୁ ଯାଇଥିଲେ ଏବଂ ସେହି ଦିନ ୧ ଟା ୫୯ ମିନିଟ୍‌ରେ ପୁଣି ଫେରିଆସିଥିଲେ ।

 

ଶର୍ମିଷ୍ଠା କାର୍‌ରେ ଫେରିବା ସମୟ ର ଫଟୋ କୁ ଟାଙ୍ଗୀ ଟୋଲଗେଟ୍‌ରେ ଲାଗିଥିବା ସିସିଟିଭି ରୁ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି JMFCରେ ସିଆରପିସିର ୧୬୪ ଧାରାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ତେବେ ଏହା ପୂର୍ବରୁ ୩ ଜଣଙ୍କ ବୟାନ ରେକର୍ଡ ହୋଇଥିଲା ।

 

ତେବେ ବର୍ତ୍ତମାନ ଅଭିଯୁକ୍ତଙ୍କର TI ପରେଡ୍‌ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି ଏବଂ ଜେଲ୍‌ରେ ମଧ୍ୟ ଅଭିଯୁକ୍ତଙ୍କର TI ପରେଡ ହୋଇପାରେ । ତେବେ ବର୍ତ୍ତମାନ ସେହି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଜେଲ ରେ ଜେରା କରାଯିବା ପାଇଁ ଆବେଦନ ହୋଇଛି । ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ଯେ ,ଶର୍ମିଷ୍ଠାଙ୍କ କମ୍ପ୍ୟୁଟର ରୁ ଡିଲିଟ୍‌ କରାଯାଇଥିବା ଫାଇଲର ଫରେନସିକ୍‌ ରିପୋର୍ଟକୁ ଅପେକ୍ଷା ରହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

  

Leave a Reply

Your email address will not be published. Required fields are marked *