ପଣା ସଂକ୍ରାନ୍ତି ପର ଠାରୁ ଏହି 5 ଟି ରାଶି କୁ ଧନୀ ହେବାରୁ କେହି ରୋକି ପାରିବେନି – ଜାଣନ୍ତୁ ଆପଣଙ୍କ ରାଶି ଅଛି କି ନାହିଁ ।

 

ବନ୍ଧୁଗଣ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ସାରା ଓଡ଼ିଶା ରେ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ । ବନ୍ଧୁଗଣ ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ଏବଂ ନକ୍ଷତ୍ର ମାନଂକ ସ୍ଥିତି ରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ତେବେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଅଛି । ତେବେ କିଛି ରାଶି ମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛି ରାଶି ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିବ ।ବନ୍ଧୁଗଣ ଏହି ପଣା ସଂକ୍ରାନ୍ତି ପର ଠାରୁ ଏହି 5 ଟି ରାଶିର ଭାଗ୍ୟ ସୁନାଠୁ ଅଧିକ ଚମକିବାକୁ ଯାଉଅଛି । ତେବେ ଆସନ୍ତୁ ଜାଣିବା ସେହି 5 ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

 

ପ୍ରଥମ ରାଶି ଟି ହେଉଛି ବୃଷ ରାଶି । ଏହି ରାଶି ର ବ୍ୟକ୍ତି ମାନଂକ ପାଇଁ ରାଜଯୋଗ ର ସମୟ ଆସୁଅଛି। ଲମ୍ବା ସମୟ ଧରି ଯେଉଁ ଅସୁବିଧା ର ସମ୍ମୁଖୀନ ହୋଇ ଆସୁଥିଲେ ,ଏବେ ତାହା ଦୂରୀଭୂତ ହେବ ଏବଂ ସମସ୍ୟା ମାନଙ୍କ ରୁ ମୁକ୍ତି ମିଳିବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉନ୍ନତି ମଧ୍ୟ ହେବ ।

 

ଦ୍ଵିତୀୟ ରାଶି ଟି ହେଉଛି ସିଂହ ରାଶି । ଏହି ରାଜଯୋଗ ସିଂହ ରାଶି ର ବ୍ୟକ୍ତି ମାଙ୍କ ପାଇଁ ଖୁବ୍ ଭଲ ରହିବାର ଅଛି । ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି । ଯଦି ଆପଣଙ୍କ ର କୌଣସି ନୂଆ ଯୋଜନା କରିବାର ଅଛି ,ତାହେଲେ ତା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କୁ ଭଲ ଲାଭ ମିଳିପାରେ ।

 

ତୃତୀୟ ରାଶି ଟି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନଂକ ପାଇଁ ଧନ ଲାଭ ର ଯୋଗ ବନୁଅଛି । ବ୍ୟାପାରି ମାନଙ୍କ ପାଇଁ ବ୍ୟାପାର ରେ ଭଲ ଲାଭ ହେବାର ସମ୍ଭାବନା ରହିଅଛି ।ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଯିବ ଏବଂ ଧନ ଜନିତ କୌଣସି ସମସ୍ୟା ଦେଖା ଦେବ ନାହିଁ ।

 

ଚତୁର୍ଥ ରାଶି ଟି ହେଉଛି ତୁଳା ରାଶି । ଏହି ରାଶି ର  ବ୍ୟକ୍ତି ମାନଙ୍କୁ ବହୁତ୍ କମ ସମୟ ରେ ବହୁତ୍ ଅଧିକ ଲାଭ ଦେଖିବାକୁ ମିଳିବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ୍ ଖୁସି ପୂର୍ଣ୍ଣ ରହିବ।ଆପଣଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ।

 

ପଞ୍ଚମ ରେ ହେଉଛି କୁମ୍ଭ ରାଶି ।ଏହି ରାଶି ର ବ୍ୟକ୍ତି ମାନଙ୍କ ସମସ୍ତ ବାଧା ବିଘ୍ନ ବହୁତ୍ ଶୀଘ୍ର ଦୂର ହେବାକୁ ଯାଉଛି । ସମସ୍ତ ଅସୁବିଧା ରୁ ମୁକ୍ତି ମିଳିବ । ଚାକିରି ଖୋଜୁଥିବା ଲୋକ ମାନଙ୍କୁ ବହୁତ୍ ଜଲ୍ଦୀ ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ଅସୁବିଧା ମଧ୍ୟ ବହୁତ୍ ଜଲ୍ଦୀ ସମାପ୍ତ ହେବ । କୌଣସି କାର୍ଯ୍ୟ କୁ ତରତର ହୋଇ କରନ୍ତୁ ନାହିଁ ।

 

Leave a Reply

Your email address will not be published. Required fields are marked *