ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୋମାତା ଙ୍କ ସହ ଘଟିଲା ଏମିତି ଘଟଣା, ଯାହା ଆପଣ ଆଗରୁ କେବେ ଦେଖିନଥିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି ର ଏହି ଦୁନିଆ ରେ ସୋସିଆଲ ମିଡିଆ ଲୋକଙ୍କ ପାଇଁ ଏକ ମନୋରଞ୍ଜନର ପ୍ଲାଟଫର୍ମ ହେଇ ଯାଇଛି । ମଣିଷ ର ବ୍ୟସ୍ତ ବହୁଳ ଜୀବନ ଭିତରୁ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆରେ ଗୀତ, ନାଚ କମେଡି କରିବାକୁ ଲୋକୋ ପଛାଉ ନାହାନ୍ତି । ଆଉ ଏହି ସୋସିଆଲ ମିଡ଼ିଆ ଦ୍ବାରା ଆମେ ଦେଶ ଦୁନୀୟଆ ଖବର ବିଷୟ ରେ ଜାଣିପାରି ଧାଉ। ଆଉ ଆବେ ସେହି ଭଳି ଏକ ବଡ଼ ହୃଦୟ ବିଦାରକ ଭିଡିଓ ସାମ୍ନା କୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଅନେକ ପଶୁ ପକ୍ଷୀ ଙ୍କ ଭିଡିଓ ମଧ୍ୟ ଆସିଥାଏ ଯେଉଁ ମାନେ କୌଣସି କାରଣରୁ କଷ୍ଟ ପାଇଥାନ୍ତି,ଆଉ ତାକୁ ଲୋକମାନେ ବଞ୍ଚାଇ ଥାନ୍ତି।
ଗୋଟିଏ କୁକୁର ବେକରେ ଏକ ଚା କପଟି ପଶି ଯାଇଛି ଥିଲା ତା ମାଲିକ ସେହି କପ୍ କୁ ହାତୁଡ଼ି ସାହାଯ୍ୟ ରେ ଭାଙ୍ଗି କୁକୁର ବେକରୁ ବାହାର କରିଥିଲେ ଯାହା ଅନ୍ତ୍ୟନ୍ତ ସୁଖ ଦାୟକ ଥିଲା । ଅନ୍ୟ ଏକ ଘଟଣାରେ ଗୋଟିଏ ଗାଈ ଏକ ଖାଲରେ ପଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା । ଲୋକଟି ଗାଈକୁ ବାହାର କରିବା ପାଇଁ ନିଜେ ସେହି ଖାଲ ରେ ପଶି ଗାଈ କୁ ବାହାର କରିଥିଲେ। ଅନ୍ୟ ଏକ ଘଟଣା ରେ ବିଲୁଆ ଏକ ଘର ଭିତରେ ପଶି ଯାଇଥିଲା ମାତ୍ର ବାହାର କୁ ଆସି ପାରୁନଥିଲା ।
ଜଣେ ଲୋକ ଏକ ଦଉଡ଼ି ସାହାଯ୍ୟରେ ବିଲୁଆ କୁ ବାହାରକୁ ବାହାର କରୁଥିବାର ଭିଡ଼ିଓ ଶିଶି ଟିଭିରେ କାଏଦ ଯାଇଥିଲା ଯାହା ସୋସିଆଲ ମିଡିଆ ରେ ଭାଇର ହେଇଚି । ଏକ ଗାଈଟିର ବେକ ଏକ ଗଛ ଭିତରେ ପଶି ଯାଇଥିବା ବେଳେ ଆଉ ଗାଈଟି ବହୁତ୍ କଷ୍ଟ ପାଉଥିଲା । ଜଣେ ଲୋକଟି ଗଛଟିକୁ କାଟି ଗାଈର ଜୀବନ ବଞ୍ଚାଇଥିଲେ । ଯାହା ଦ୍ଵାରା ଗାଈଟିର ଜୀବନ ବଞ୍ଚିଯାଇଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।