ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୋଇବା ଘରେ ରଖନ୍ତୁ ନାହିଁ କୌଣସି ପ୍ରକାରର ମେଡ଼ିସିନ୍, ନହେଲେ ହୋଇଥାଏ ଏହି ଅଘଟଣ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାସ୍ତୁ ଶାସ୍ତ୍ର ର ମୂଲ୍ୟ ଅନେକ । ଘରେ ବାସ୍ତୁ ଶାସ୍ତ୍ର ଠିକ୍ ରହି ଥିଲେ ଘରେ ସର୍ବଦା ସୁଖ ର ବାତାବରଣ ହୋଇ ଥାଏ । ଘରେ ଧନ ସମ୍ପତି ର ସମସ୍ୟା ଲାଗି ରହୁ ଥିଲେ ଏହାର ମୁଖ୍ୟ କାରଣ ଘର ର ବାସ୍ତୁ । ଯେଉଁ ଗୃହ ରେ ବାସ୍ତୁ ସମସ୍ୟା ରହି ଥାଏ ସେଠାରେ ଯେତେ ଅଧିକ ରୋଜଗାର କରିଲେ ମଧ୍ୟ ତିଳେ ମାତ୍ର ସଞ୍ଚୟ ହୋଇ ନ ଥାଏ । ଘର ର ପ୍ରତ୍ୟେକ ବସ୍ତୁ କୋଣ ଅନୁକୋଣ ଗୋଟିଏ ବ୍ୟକ୍ତି ର ଜୀବନ ଶୈଳୀ ନିର୍ଭର କରି ଥାଏ ।
ବାସ୍ତୁ ଶାସ୍ତ୍ରର ଅନେକ ନିୟମ କୁ ଅନୁସରଣ କରି ଘର ପ୍ରସ୍ତୁତି ହେବା ସହିତ ଘର ର ବସ୍ତୁ ମାନେ ମଧ୍ୟ ରହିଥାନ୍ତି । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଲାଗି ରହି ଥାଏ । ଠିକ୍ ସେହପରି ଘର ଭିତରେ କିମ୍ବା ବାହାରେ ଏପରି କିଛି ବସ୍ତୁ ରଖିଥାଉ ଯାହାର ଖରାପ ପ୍ରଭାବ ଆମ ଜୀବନ ରେ ପଡି ଥାଏ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଦ୍ୱାର ଦକ୍ଷିଣ ଦିଗ ରେ ହେଲେ ଖରାପ । କାରଣ ଦକ୍ଷିଣ ଦିଗ କୁ ଦ୍ଵାର ର ମୁଁହ ରହିଲେ ବାହ୍ୟ ଶତ୍ରୁ ବଢ଼ି ଥାଏ ।
ଘରର ମୁଖ୍ୟ ଦ୍ଵାର ର ପାହାଚ ଯୁଗ୍ମାତ୍ମକ ନ ହେବା ଉଚିତ୍ । ଏହା ସହିତ ଘରର ପ୍ରବେଶ ଦ୍ଵାର ରେ ଅଳିଆ ଆବର୍ଜ୍ଜନା ଇତ୍ୟାଦି ରଖନ୍ତୁ ନାହିଁ । ଘରର ପ୍ରବେଶ ଦ୍ଵାରକୁ ପରିଷ୍କାର ରଖିଲେ ପରିବାର କୁ ସବୁବେଳେ ଖୁସି ଆସି ଥାଏ ଘରର ଉତ୍ତର ପୂର୍ବ କୋଣ ରେ ରୋଷେଇ ଘର କରିବା ଉଚିତ୍ ଅନୁଚିତ । ଏହି ଦିଗ ରେ ରୋଷେଇ ଘର ରହିଲେ ମାନସିକ ଶାନ୍ତି ଉପରେ ପ୍ରଭାବ ପକାଇ ଥାଏ । ଏହା ଦ୍ଵାରା ମଧ୍ୟ ପତି ପତ୍ନୀ ଙ୍କ ଭିତରେ ସମ୍ପର୍କ ଖରାପ ହୋଇଥାଏ ଏବଂ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥାଏ ।
ଏହାଦ୍ବାରା ମଧ୍ୟ ଶାରିରୀକ ସମସ୍ୟା ଲାଗି ରହିଥାଏ । ତେଣୁ ଏହାକୁ ଦକ୍ଷିଣ ପୂର୍ବ କୋଣ ରେ କରା ଯାଇଥାଏ । ଘରର ଉତ୍ତର ପୂର୍ବ କୋଣ ରେ ଠାକୁର ଘର ରହିବା ଉଚିତ । ଠାକୁର ଘରେ କୌଣସି ଠାକୁର ଙ୍କ ଅବିକଳ ପ୍ରତିମା କୁ ଦୁଇଟି ରଖନ୍ତୁ ନାହିଁ । ଗଜଲକ୍ଷ୍ମୀ ଙ୍କ ଏକ ପ୍ରତିମା କୁ ନିହାତି ଭାବରେ ଘରେ ରଖନ୍ତୁ । ଯେଉଁ ଘରେ ଶୋଉଛନ୍ତି ସେହି ଘରେ କୌଣସି ଔଷଧ ଦ୍ରବ୍ୟ ରଖନ୍ତୁ ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।