ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦୋ-ଷ ମାନିଲା ଗୋବିନ୍ଦ ସାହୁ । ମା-ରି-ବା ପରେ ଷ୍ଟାଡିୟମରେ ପୋତିବାକୁ ହୋଇଥିଲା ଷ-ଡ଼-ଯ-ନ୍ତ୍ର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମମିତା ମେହେର ମାମଲାରେ ବଡ ଖୁଲାସା । ମା-ରି ଥିବା ନେଇ ମାନିଲେ ଗୋବିନ୍ଦ ସାହୁ ! ଆରକ୍ଷୀ ଅଧିକାରୀ ର ଜେରା ବେଳେ ସ୍ୱୀକାର କରିଥିବା ସୂଚନା । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ମା-ରି-ଥି-ଲେ । କାର ଭିତରେ ଏଭଳି କରିଥିବା ନେଇ ସୂଚନା ,ଏହି ଘଟଣା ରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ସୂଚନା । ମା-ରି-ବା ପରେ ମ-ର ଦେହକୁ ପୋତିବା ପାଇଁ ଯୋଜନା ହୋଇଥିଲା । ଯେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା । ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୋବିନ୍ଦ । ଦିନକ ପରେ ଗାତ ପୋତିବା ପାଇଁ କହିଥିଲେ । ତଳେ କାଠ ପ୍ଲାଏ ଓ ତା ଉପରେ ଟାୟାର ରଖି ମ-ର ଶରୀରକୁ ପୋଡା ଯାଇଥିବା ସୂଚନା । ମ-ର ଦେହକୁ ଶୀଘ୍ର ନ-ଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ମା-ରି-ବା ପାଇଁ ପୂର୍ବରୁ ଷ-ଡ-ଯ-ନ୍ତ୍ର କରିଥିଲେ । ଷ-ଡ-ଯ-ନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଅଧା ରାସ୍ତାରୁ ଗୋବିନ୍ଦ ମମିତାଙ୍କୁ ଆଣିଥିଲେ ।
ଗୋବିନ୍ଦ ଡ୍ରାଇଭରକୁ ଜେରା କରିବା ପରେ ଆରକ୍ଷୀ ଅଧିକାରୀକୁ ଏପରି ତଥ୍ୟ ମିଳିଥିବା ଜଣାପଡ଼ିଛି । ମମିତା ମେହେର ମା-ମ-ଲା-ରେ ଗୋବିନ୍ଦ ସାହୁଙ୍କ ସହଯୋଗୀକୁ ଅଟକ ରଖିଛି ଆରକ୍ଷୀ ଅଧିକାରୀ । ପୋତିବାରେ ସେ ସହଯୋଗ କରିଥିବା ସୂଚନା ରହିଛି । ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୋବିନ୍ଦଙ୍କ ସହଯୋଗୀକୁ ଆରକ୍ଷୀ ଅଧିକାରୀ ପଚରାଉଚରା କରୁଛି । ଏସବୁର ଡିଏନଏ ଟେଷ୍ଟ ପାଇଁ ସାଇଂଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ଆଜି ଆରକ୍ଷୀ ଅଧିକାରୀ ର-କ୍ତ ନମୁନା ସଂଗ୍ରହ ପାଇଁ ମମିତାଙ୍କ ଘରକୁ ଯାଇପାରେ । ୧୧ଦିନ ଧରି ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଝରଣୀ ଗାଁର ମମିତା ମେରଙ୍କୁ ମା-ରି, ପୋଡି ପୋତି ଦିଆଯାଇଛି । ମମିତା କଳାହାଣ୍ଡି ଜିଲ୍ଲା କେଗାଁ ଥା-ନା ଅଧୀନ ମହାଲିଙ୍ଗସ୍ଥିତ ଏକ ଘରୋଇ କଲେଜ ପରିସରରେ ଚାଲିଥିଲା ସ୍କୁଲରେ ଅଧ୍ୟକ୍ଷା ଥିଲେ ।
ମଙ୍ଗଳବାର ସକାଳୁ ଆରକ୍ଷୀ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଁ ମହାଲୱିଙ୍ଗ ହାଇସ୍କୁଲର ନିର୍ମାଣଧୀନ ଷ୍ଟାଡିୟମର ନିର୍ଦ୍ଦିଷ୍ଟ ସ୍ଥାନରେ ଜେସିବି ସାହାଯ୍ୟରେ ଖୋଳିଥିଲା । ପାଖାପାଖି ୩ ଘଣ୍ଟା ପରେ ୮ଫୁଟ ମାଟି ତଳୁ ଅର୍ଦ୍ଧଦ-ଗ୍ଧ ମ-ର ଦେହ ମିଳିଥିଲା । ସେଠାରୁ ପାଉଁଶ, ଭ୍ୟାନିଟି ବ୍ୟାଗ୍ , ଚେନ, ପାଉଁଜି, ମୁଦି ଆଦି ଜବତ କରାଯାଇଛି । ସେସବୁ ସାମଗ୍ରୀ ମମିତାଙ୍କର ବୋଲି ତାଙ୍କ ପରିବାର ବର୍ଗ ଚିହ୍ନଟ କରିଥିଲେ । ଏହା ପରେ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି ଆରକ୍ଷୀ ଅଧିକାରୀ ସ୍ଥାନୀୟ ଅଞ୍ଚଳର ୫ରୁ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେଥିମଧ୍ୟରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ, ଅଭିଯୁକ୍ତ ଗୋବିନ୍ଦଙ୍କ ଜେସିବି ଚାଳକ ଓ ତାଙ୍କ ବ୍ୟକ୍ତିଗତ ଗାଡି ଡ୍ରାଇଭର ପ୍ରମୁଖ ସାମିଲ ଅଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।