ସ୍ୱାମୀ ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲା ପୁରୁଣା Boy Friend ସହ ଖେଳ | ସୋସିଆଲ ମିଡିଆରେ Video ଭାଇରଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁରୁଣା ପ୍ରେମିକକୁ ଘରକୁ ଡାକି ରାସଲୀଳା କରୁଥିଲେ ସ୍ତ୍ରୀ । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗୋଟିଏ ସମ୍ପର୍କ ଯାହା କି ଭଗବାନ ଉପରୁ ତିଆରି କରି ପଠେଇ ଛନ୍ତି।ଯେମିତି କି ବାପା, ମା, ଭାଇ, ଭଉଣୀ ସଦା ସର୍ବଦା ନିଜର ହୋଇଥାନ୍ତି ତା ପିଲା ଟି ଯେତେବେଳେ ତାର ବାଲ୍ୟ ଅବସ୍ଥା ଶେଷ କରି ଗୋଟିଏ ସାଧାରଣ ନାଗରିକ ରେ ପରିଣତ ହୋଇଥାଏ ସେତେବେଳେ ସିଏ ଜଣଙ୍କୁ ତାର ଜୀବନ ସାଥି ବୋଲି ମାନି ନେଇ ତାଙ୍କୁ ହିଁ ପ୍ରେମ କରିଥାନ୍ତି । ସେହି ପ୍ରେମ କୁ ପାଇବା ପାଇଁ ସତ ଚେଷ୍ଟା କରିଥାନ୍ତି।ସତ କହିବା ପାଇଁ ଗଲେ ସତ ପ୍ରେମ ଆମର ,ପ୍ରେମ ଆଗରେ ସବୁ କିଛି ହାର ମାନି ଯାଇଥାଏ । ପ୍ରେମ ସାସ୍ୱତ ପ୍ରେମ ଅମର ।

 

କିନ୍ତୁ ପ୍ରେମ ରେ କିଛି ଜଣ ଜିତି ଯାଇଥିବା ବେଳେ କିଛି ଜଣ ହାରି ଯାଇଥାନ୍ତି । ପ୍ରେମ ର ମାନେ ନୁହଁ କି କେବଳ ଯେ ଜଣେ ପ୍ରେମିକା ପ୍ରେମ ତା ସହିତ ଭି ହୋଇଥାଏ ଯିଏ ସାତ ଜନ୍ମ ପାଇଁ ସାଥି ହୋଇ ଆସିଥାଏ ଜୀବନ ରେ ସେ ହିଁ ସ୍ତ୍ରୀ  । ସ୍ତ୍ରୀ ପାଇଁ ବିବାହ କରିବା ପାଇଁ ପଡ଼ିଥାଏ । ଆଜିକା ସମାଜ ବହୁତ କଳଙ୍କିତ ଅବସ୍ଥାରେ ଅଛି । ନାରୀ ହଉ କି ପୁରୁଷ କେହି ଏଠି ଭଲ ନୁହଁନ୍ତି । ଆଜିକାଲି ଦୁନିଆରେ ପୁରୁଷ ହେଉକି ମହିଳା ସମସ୍ତେ ଖରାପ କାମ କରୁଛନ୍ତି । କିଏ ଭଲ ପାଇକି ଧୋକା ଦଉଛି ତ ଆଉ କିଏ ବାହା ହେଇକି ପ୍ରେମିକ କି ପ୍ରେମିକା ସହ ରଖୁଛି ଅନବୈଦ୍ୟ ସମ୍ପର୍କ ।

 

ବାହାଘର ଏକ ପବିତ୍ର ବନ୍ଧନ । ଯେଉଁଥିରେ ସାତ ଜନ୍ମ ପାଇଁ ସାକ୍ଷୀ ରାଖୀ ଉଭୟ ଙ୍କୁ ବିବାହ କରିଥାନ୍ତି । ଭଲ ମନ୍ଦ ବୁଝିବା ଓ ସେହି ନାରୀ ଛଡ଼ା ଆଉ ଦ୍ଵିତୀୟ ନାରୀ ଗ୍ରହଣ ନ କରିବା ପାଇଁ ଅଗ୍ନି କୁ ସାକ୍ଷୀ ରଖି ଥାଆନ୍ତି । ହେଲେ ଏବେ କା ସମୟର ବିବାହ ରେ କୌଣସି ମୂଲ୍ୟ ରହୁ ନାହିଁ ସ୍ତ୍ରୀ ବିବାହ ପରେ ଆଉ କେଉଁ ପୁରୁଷ ବଂଧୁ ପଛରେ ପଡ଼ି ଯାଉଛି ତେବେ କଣ ରହିଛି ସେହି ବିବାହ ର ମୂଲ୍ୟ ।ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ତୀବ୍ର ବେଗ ରେ  ମାଡି ଚାଲିଛି । 

 

ଯେଉଁଥିରେ ଗୋଟିଏ ମହିଳା ନିଜ ସ୍ବାମୀ ଘରେ ନଥିବା ବେଳେ ଅନ୍ୟ ପୁରୁଷ ଙ୍କୁ ନିଜ ଘରକୁ ଡାକିଥିଲେ ରାତିରେ । ଆଉ ପରେ ସବୁ କିଛି ବୁଝିବା ରୁ ଯାହା ଜଣା ପଡିଲା ସେ ତାଙ୍କ ପୂର୍ବତନ ପ୍ରେମିକ ଅର୍ଥାତ୍ ପୁରୁଷ ବନ୍ଧୁ । ତାଙ୍କ ସ୍ଵାମୀ ନଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ଙ୍କୁ ରାତିରେ ଘରକୁ ଡାକିଥିଲେ । କିଛି ଶବ୍ଦ ଆସୁଥିବା ଯୋଗୁଁ ପାଖରେ ଥିବା ଘର ଲୋକ ଆସି ଦେଖିବାରୁ ସେ ଆଉ ତାଙ୍କ ପୁରୁଷ ବଂଧୁ ଏମିତି ଅବସ୍ଥା ରେ ଥିଲେ ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଏହା କିନ୍ତୁ ଖୁବ୍ ନିନ୍ଦନୀୟ । ଲୋକେ ଏହି  ଭିଡିଓ ଦେଖି ଖୁବ୍ ଖରାପ ପ୍ରତିକ୍ରିୟା କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *