ବନ୍ଧୁଗଣ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଙ୍କ ମାମଲା ଦିନ କୁ ଦିନ ଅତି ଗ-ମ୍ଭୀ-ର ହେବାରେ ଲାଗିଛି । ଏହି ମା-ମ-ଲା ପଛରେ ଥିବା କୌଣସି ସତ୍ୟତା ଠିକ୍ ରୂପ ରେ ଜଣା ପଡୁ ନାହିଁ ଅପର ପଟ ରେ ଆର୍ଯ୍ୟନ ମଧ୍ୟ ଜେ-ଲ୍ ମଧ୍ୟରୁ ବାହାରକୁ ବାହାରି ପାରି ନାହାନ୍ତି । ଶାହରୁଖ ନିଜର ସମସ୍ତ ପ୍ର-ଚେ-ଷ୍ଟା ଲଗାଇବା ସ-ତ୍ତ୍ବେ ମଧ୍ୟ ତାଙ୍କ ପୁଅ ଆର୍ଯ୍ୟନ କୁ ଜେ-ଲ ରୁ ବାହାର କରି ପାରୁ ନାହାଁନ୍ତି ।
ଆର୍ଯ୍ୟନ ର ଜାମିନ ପାଇଁ ଆବେଦନ ହୋଇଥିଲା ଯାହାକି ଏହି ବୁଧବାର ଦିନ ଖା-ର-ଜ ହୋଇଯାଇଛି । ଆର୍ଯ୍ୟନଙ୍କ ସହିଁତ ଅର୍ବାଜ ଓ ମୁନମୁନ ଙ୍କ ପାଇଁ ଆବେଦନ ହୋଇଥବା ଜା-ମି-ନ କୁ କୋର୍ଟ ଖା-ର-ଜ କରି ଦେଇଛି । ଆର୍ଯ୍ୟନ ଙ୍କ ଜା-ମି-ନ ଆବେଦନ ଖା-ର-ଜ ହେବା ପରେ ଏନସିବି ଡିରେକ୍ଟର ସମୀର ୱାଙ୍ଖାଡେ ଦେଇଥିଲେ ଏପରି କିଛି ବ-ୟା-ନ ଯାହାକି ବର୍ତ୍ତମାନ ଚ-ର୍ଚ୍ଚା ର ରୂପ ନେଇଛି । ସମୀର ୱାଙ୍ଖାଡେ କହିଥିଲେ କି ସତ୍ୟମେବ ଜୟତେ ବା ସତ୍ୟର ଜୟ ହେଉ ଏବଂ ଏହା ପରେ ସେ ସିଧାସଳଖ ମନା କରିଦେଇଛନ୍ତି ଆର୍ଯ୍ୟନ୍ ଙ୍କୁ ମା-ମ-ଲା ରେ କୌଣସି ବ-ୟା-ନ ଦେବା ପାଇଁ ।
ଗତ ଅକ୍ଟୋବର ୨ ତାରିଖରେ କ୍ରୁଜରେ ହେଉଥିବା ଏକ ରେଭ୍ ପା-ର୍ଟି ଉପରେ ଚ-ଢା-ଉ କରାଯାଇଥିଲା ଯାହାର ନେ-ତୃ-ତ୍ଵ ରେ ଥିଲେ ଏନ-ସି-ବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେ । ସେହି ସମୟ ରେ ଆର୍ଯ୍ୟନ ସହିତ ମୁନମୁନ ଓ ଅର୍ବାଜ ଙ୍କୁ ଏନସିବି ଗି-ର-ଫ କରିଥିଲା । ପରବର୍ତ୍ତୀ ସମୟରେ ପୁଣି କିଛି ଲୋକ ଙ୍କୁ ଗି-ର-ଫ କରିଥିଲା ଏନସିବି ଏବଂ ଏହି ମା-ମ-ଲା ରେ ସମୁଦାୟ ୨୦ ଜଣ ଲୋକ ଙ୍କୁ ଗି-ର-ଫ କରାଯାଇଥିଲା ।
ଏହି ବୁଧବାର ଦିନ ଆର୍ଯ୍ୟନ ଙ୍କ ସହିତ ମୁନମୁନ ଓ ଅର୍ବାଜଙ୍କ ଜା-ମି-ନ କୁ ଖା-ର-ଜ କରିଦେଇଛି କୋର୍ଟ ଏବଂ ବାକି ଅନ୍ୟ ୧୭ ଜଣଙ୍କ ଜା-ମି-ନ ହେବାର ଆବେଦନର ଶୁଣାଣି ଆସନ୍ତା କାଲି ହେବ । ତେବେ ଏ ପର୍ଯ୍ୟନ୍ତ ଆର୍ଯ୍ୟନ ଙ୍କୁ ଜା-ମି-ନ ମିଳି ପାରି ନାହିଁ ତେବେ ଦେଖା ଯାଉ କେବେ ଶାହରୁଖ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ କେବେ ମିଳୁଛି ଜା-ମି-ନ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।