ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଣ ପାଇଁ ପିଣ୍ଟୁ ରୁପା ଙ୍କ ବେକ ଚିପିଲେ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରୂପା ଓ ପିଣ୍ଟୁ କୁ ତ ଆପଣ ମାନେ ଭଲ ସେ ଚିହ୍ନି ଥିବେ ।ତେବେ ତାଙ୍କ ଚ୍ୟାନେଲକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ଦେଇଥାନ୍ତି।ସେ ନିଜ ଚ୍ୟାନେଲରେ ପ୍ରତିଦିନର ତାଙ୍କର ଦୈନଦିନ ଜୀବନରେ କଣ କରନ୍ତି ସେହି ଭିଡିଓ ଅପଲୋଡ଼ କରିଥାନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।ତେବେ ଆଜି ଆମେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ।
ତେବେ ଆପଣମାନେ ରୁପା ପିଣ୍ଟୁଙ୍କୁ ଟିକ ଟକରୁ ନେଇ ବର୍ତ୍ତମାନ ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଦେଖୁଥିବେ।ତାଙ୍କର ନୂଆ ନୂଆ ଆଲବମ ହେଉ ବା ଇଂଷ୍ଟା ରିଲସ ସବୁଥିରେ ଦେଖିବାକୁ ମିଳୁଛି ଆପଣ ମାନଙ୍କ ଭଲ ପାଇବା।ତେବେ ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରୁପା ପିଣ୍ଟୁଙ୍କ ସହିତ କଥା ହେବାକୁ ଚାହୁଁଥିବେ।
ସେ ତାଙ୍କର ଏହି ଚ୍ୟାନେଲରେ ନିଜର କୁନି ଝିଅ ଖୁସି ବିଷୟରେ ମଧ୍ୟ ଅନେକ ଜିନିଷ ଦେଖେଇଛନ୍ତି। ଖୁସି କିପରି ଖାଉଛି , କିପରି ଖେଳୁଛି , ଦିନରୁ ରାତିଯାଏ ସେ କରୁଥିବା ସବୁ କାମ କୁ ସେ ତାଙ୍କର ଏହି ଚେନାଲ ମାଧ୍ୟମ ରେ ଲୋକୋଙ୍କ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ।ତେବେ ଆଜି ସକାଳୁ ତାଙ୍କର କୁନି ଝିଅ ଖୁସି କୁ ନିଦରୁ ଉଠାଇବାକୁ ଯାଇଥିବା ସମୟରେ ସେ ଯାଇ ଖୁସି କୁ ପଚାରିଥିଲେ କି ମାମ ଭଲ ନା ପାପା ଭଲ ଖୁସି ନିଦରେ ଉତ୍ତର ଦେଇଥିଲେ କି ମାମା ଭଲ ବୋଲି ।ଏହା ପରେ ଖୁସି ମା କୁ ରଗେଇବା ପାଇଁ ପିଣ୍ଟୁ ରୂପାଙ୍କ ତଣ୍ଟିକୁ ଚିପି ଦେବାର ଅଭିନୟ କରିଥିଲେ। ଯାହା ଫଳରେ ଖୁସି ମାଙ୍କ ମୁଁହ ରୁ ରାଗରେ ବାବା ଭଲ ବୋଲି କହିଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।