ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,”ଟିପି ଟିପି ବର୍ଷା ପାନି” ଗୀତର ସୁରରେ କୀର୍ତ୍ତନ କଲେ ପୁରୁଷ ଓ ମହିଳା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପ ଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାରତ ଏକ ଧାର୍ମିକ ସଂସ୍କୃତିକ ପରମ୍ପରାର ଦେଶ। ଯେଉଁଥିରେ ଅନେକ ଧାର୍ମିକ ଭାଷା ବାସୀର ଲୋକ ଦେଖିବା ପାଇଁ ମିଳିଥାଏ। କିନ୍ତୁ ଆଜିକାଲିର ଶିକ୍ଷାର ପ୍ରସାର ଫଳରେ ସମାଜରେ ଧୀରେ ଧୀରେ ଲୋକ ମାନେ ଆଧୁନିକ ଆଡ଼କୁ ଗତି କରୁଛନ୍ତି। ଆଉ ଧିରେ ଧିରେ ସମାଜରୁ ପାରମ୍ପରିକ କଳା ଧାର୍ମିକ ସଂସ୍କୃତି ଉପରେ ପ୍ରଭାବ ପଡୁଛି। ଯଦି ଦେଖିବା ଆଜିକାଲି ସମସ୍ତେ ନିଜ ନିଜ କର୍ମ ଉପରେ ଅଧିକ ସମୟ ଦେଉଛନ୍ତି। ପଇସା ପାଇଁ ସମସ୍ତେ ଏକ ରାସ୍ତାରେ ଦୌଡୁଛନ୍ତି। ଯାହାବି ହେଉ ଏହି ସବୁ କର୍ମମୟ ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଆଉ ଧର୍ମ ଅନୁଷ୍ଠାନ ରେ ଯୋଗ ଦେବାକୁ ଚାହୁଁନାହାନ୍ତି।
ନିଜର କର୍ମମୟ ଦୁନିଆ ମଧ୍ୟରେ ସେମାନଙ୍କ ପାଖରେ ନିଜ ପରିବାର ସହିତ ଟିକିଏ କଥା ହେବା ପାଇଁ ସମୟ ପାଉନାହାଁନ୍ତି। ଧର୍ମ ଅନୁଷ୍ଠାନ ରେ ଯୋଗ ଦେବାକୁ ସମୟ କାହୁଁ ପାଇବେ। କିନ୍ତୁ ଆଜିକାଲିର ଆଧୁନିକତାର ବଶବର୍ତ୍ତୀ ହୋଇ ଲୋକମାନେ ଧାର୍ମିକ ପରମ୍ପରାକୁ ଭୂଲି ଯାଉଛନ୍ତି। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି।ଯାହାକୁ ଦେଖିଲା ପରେ ନିଶ୍ଚିତ ଭାବରେ ନିନ୍ଦା କରିବେ। ସୂଚନା ଅନୁସାରେ, ଆପଣ ମାନେ ସମସ୍ତେ ଜାଣିଥିବେ ଯେ, ଗାଁ ଗହଳିରେ ଆଦି ପାଲା, ଦାଶ କାଠିଆ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାଲୁଅଛି। ଗାଁ ରେ ଯଦି କୌଣସି ଛୋଟ ପିଲାର ପୂଜା କରାଯାଏ, ସେଥିରେ ମଧ୍ୟ ପାଲା ଓ ଦାଶ କାଠିଆ ଦେଖିବା ପାଇଁ ମିଳିଥାଏ।
କିନ୍ତୁ ଆଜିକାଲି ଲୋକ ମାନେ ଏହି ସବୁ ଦେଖିବା ପାଇଁ ଏତେ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ଆଜିକାଲି ଲୋକ ମାନେ ଆଧୁନିକ ଆଡକୁ ବହୁତ ଗତି କରୁ ଥିବାର ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକି ନିନ୍ଦନୀୟ ଦୃଶ୍ୟ ଅଟେ। ତେବେ କୌଣସି ଏକ ସ୍ଥାନରେ ଅଷ୍ଟ ପ୍ରହରୀ କାର୍ଯ୍ୟ ଚାଲୁଥିଲା।ସେହି ପୂଜାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ପୂଜା କରା ଯାଇ ଥାଏ ଓ ସେଥିରେ ଭଗବାନଙ୍କ ନାମକୁ ମଧ୍ୟ ଛଡା ଯାଇ ନଥାଏ। ତେବେ ସେହି ସ୍ଥାନରେ ଜଣେ ପାଲା ଗାୟକ ରୋମାଣ୍ଟିକ ଆଧୁନିକ ଗୀତରେ ପାଲା ଗାଆଣ କରିବା ସହିତ ନାଚୁ ଥିବାର ଦେଖିବା ପାଇଁ ମିଳିଛି।
ସେହି ବ୍ୟକ୍ତି ଜଣଙ୍କ ଆଧୁନିକ ଗୀତରେ ନିଜକୁ ହଜେଇ ଦେଇ ନାଚିବାର ବ୍ୟସ୍ତ ବିବ୍ରତ ରହିଛନ୍ତି ଓ ଗୀତର ଖୁବ ମଜା ମଧ୍ୟ ନେଉଛନ୍ତି। ହରେ ରାମ ଗୀତକୁ ଏକ ଅଭିନବ ଉପାୟରେ ଗାଇ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍ ର ଏକ ବହୁତ ଚର୍ଚ୍ଚିତ ଗୀତ”ଟିପି ଟିପି ବର୍ଷା ପାନି” ଗୀତର ସ୍ବରରେ ସେମାନେ ଏହାକୁ ଗାଇଛନ୍ତି।ଲୋକମାନେ ଦେଖିବା ପାଇଁ ବହୁତ ଭିଡ଼ ଜମାଇଛନ୍ତି।ତେବେ କିଛି ଲୋକ ଏହାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅନେକ ଲୋକ ଏହାକୁ ଅପସଂସ୍କୃତି ବୋଲି ମଧ୍ୟ କହୁଛନ୍ତି,ତେବେ ଧୀରେ ଧୀରେ ଆମ ସଂକୃତି ଆଧୁନିକ ଆଡକୁ ଗଲାଣି ବୋଲି ମଧ୍ୟ କହୁଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।