ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । କୈଣସି ସମନ୍ଧ ର ଆରମ୍ଭ ହେବା ସମୟ ରେ ଆରମ୍ଭ ରୁ ସମସ୍ତେ ବହୁତ ସାକାରାତ୍ମକ ଭାବିଥାନ୍ତି । କିନ୍ତୁ ଯଦି କିଛି ଦିନ ବା କିଛି ବର୍ଷ ପରେ ନିଜ ସାଥି ଠାରୁ ସେତିକି ପ୍ରେମ ନ ମିଳେ ,ତାହେଲେ ସେମାନେ ପ୍ରେମ କୁ ଅନ୍ୟ ସ୍ଥାନ ରେ ଖୋଜି ଥାନ୍ତି । ତେବେ ଯଦି ପୁଅ ମାନଙ୍କ କଥା କହିବା ତାହେଲେ କିଛି ପୁରୁଷ ଙ୍କୁ ନିଜ ସ୍ତ୍ରୀ ଙ୍କ ଠାରୁ ଉପଯୁକ୍ତ ପ୍ରେମ ନ ମିଳିଲେ ସେମାନେ ଅନ୍ୟ ସ୍ତ୍ରୀ ସହ ପ୍ରେମ ସଂମ୍ପର୍କ ସ୍ଥାପନ କରନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିଭଳି ଦୁଇଟି ରାଶି ର ପୁରୁଷ ମାନଂକ କଥା କହିବୁ । ଯେଉଁ ପୁରୁଷ ମାନେ ନିଜ ବିବାହ ହେବା ପରେ ଏବଂ ନିଜର ବୈବାହିତ ଜିବନ ରେ ଶାନ୍ତି ରେ ରହି ପାରନ୍ତି ନାହିଁ ତଥା ନିଜ ସ୍ତ୍ରୀ ଙ୍କ ଠାରୁ ଉପଯୁକ୍ତ ଭଲ ପାଇବା ପାଇ ନଥାନ୍ତି ,ସେମାନେ ଅନ୍ୟ ସ୍ତ୍ରୀ ଙ୍କ ପାଖରେ ଆଶ୍ରୟ ନିଅନ୍ତି । ତେବେ ଆମେ ଯେଉଁ ଦୁଇଟି ରାଶି ବିଷୟରେ କହିବୁ ସେହି ରାଶି ର କେବଳ କିଛି କିଛି ପୁରୁଷ ମାନେ ସେହିଭଳି କରିଥାନ୍ତି ।
1.ମେଷ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ସାଧାରଣତଃ ଅଧିକ ଯତ୍ନବାନ ତଥା କେୟାରିଂ ମହିଳା ମାନେ ପସନ୍ଦ ଆସିଥାନ୍ତି । ତେବେ ଅଧିକ କଥା କହୁଥିବା ମହିଳା ମାନେ ଏମାନଙ୍କୁ ବେଶୀ ପସନ୍ଦ ଆସି ନଥାନ୍ତି । ଏହି ରାଶି ର ପୁରୁଷ ମାନେ ଉପରୁ ବହୁତ୍ ଶାନ୍ତ ଦେଖା ଯାଉଥିବା ବେଳେ ଭିତରୁ ବହୁତ୍ ଚାଲାକ୍ ହୋଇଥାନ୍ତି । ଯଦି ପ୍ରେମ ଜୀବନ ରେ କୌଣସି ବାଧା ସୃଷ୍ଟି ହୁଏ କିମ୍ବା ନିଜ ସ୍ତ୍ରୀ ଙ୍କ ଠାରୁ ଉପଯୁକ୍ତ ପ୍ରେମ ମିଳେ ନାହିଁ ଏଥିପାଇଁ ଏମାନେ ଅନ୍ୟ ସ୍ତ୍ରୀ ସହ ସଂମ୍ପର୍କ ସ୍ଥାପନ କରିଥାନ୍ତି ।
- ମକର ରାଶି । ଏହି ରାଶି ର କିଛି ପୁରୁଷ ମାନେ ନିଜ ପତ୍ନୀ ଉପରେ କେବେବି ସନ୍ତୁଷ୍ଟ ରୁହନ୍ତି ନାହିଁ । ଏଥିପାଇଁ ଏଭଳି ପୁରୁଷ ମାନେ ନିଜ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇ ଥାନ୍ତି । ଏହିପରି ପୁରୁଷ ମାନେ ସବୁ କ୍ଷେତ୍ର ରେ ନିଜ ସ୍ତ୍ରୀ ଙ୍କ ଦୋଷ ଦେଇଥାନ୍ତି । ଏହିଭଳି କିଛି ପୁରୁଷ ମାନେ ନିଜର ସ୍ତ୍ରୀ ଥାଇ ମଧ୍ୟ ପର ସ୍ତ୍ରୀ ସହ ସମ୍ପର୍କ ରଖିଥାନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।