ପୁଅ ଆଖି ଆଗରେ ଭାସିଗଲା ବାପା – ଦେଖନ୍ତୁ Video ।

 

 

 

ବର୍ତ୍ତମାନ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ ଲାଇନ୍ ସହ ଯୋଡିତ ଅଛନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଗୁଡ଼ିକ ଫଟୋ , ଭିଡିଓ ତଥା ଖବର ଦେଖିବାକୁ ପାଇଥାଉ ।ସୋସିଆଲ ମିଡିଆରେ ଏମିତି ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖି ଆମେ ଚକିତ ହୋଇ ଯାଇଥାଉ । ତେବେ ବର୍ତ୍ତମାନ ସମୟ ରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଦୁଃଖଦ ଭିଡିଓ ସାମ୍ନା କୁ ଆସିଛି ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ଏପରି ଭିଡିଓ ଯାହାକୁ ଦେଖି ଲୋକ ମାନେ ଚକିତ ହୋଇ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ଏତେ ମାତ୍ର ରେ ଭାଇରାଲ ହେବାରେ ଲାଗିଛି ଯେ ତାହା ସୋସିଆଲ ମିଡ଼ିଆ ରେ ସମସ୍ତଙ୍କୁ ଦୁଃଖୀ କରିଦେଇଛି । 

 

ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମିଡ଼ିଆ ରେ ନି-ଆଁ ପରି ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏମିତି କଣ ରହିଛି ଯାହାକୁ ଦେଖିବା ମାତ୍ରେ ଲୋକ ମାନେ ଚକିତ ହୋଇ ଯାଉଛନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ପୁଅ ଆଖି ଆଗରେ ତାର ବାପା ଭାସି ଯାଉଛି ।

 

ପୁଅ ଆଗରେ ବାପା ସମୁଦ୍ରରେ ଭାସିଯାଇ ନିଖୋଜ ହୋଇଗଲେ ।ବାପା କୁଆଡେଗଲେ ବୋଲି ପୁଅ ଖୋଜୁଛି । ବାଲେଶ୍ବରର ବଂଶୀଧର ବେହେରା  ତାଙ୍କ ପରିବାର ସହ ସେକ୍ଟର 9 ଅଞ୍ଚଳରେ ଗାଧୋଉଥିବା ବେଳେ ହଠାତ ନିଖୋଜ ହୋଇଗଲେ । ତେବେ ବର୍ତ୍ତମାନ ଏହିଭଳି ଏକ ଦୁଃଖଦ ଦୃଶ୍ୟ ସାମ୍ନା କୁ ଆସିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *