ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ,” ହାଏ ତୋ ପ୍ରେମ ଗଜଲ୍ ଗଜଲ୍ “ଗୀତର ସୁରରେ କୀର୍ତ୍ତନ କଲେ କଳାହାଣ୍ଡି ଜିଲ୍ଲାର ମହିଳା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ଅନଲାଇନ୍ ର କେତେ ମାତ୍ରା ରେ ଆବଶ୍ୟକତା ରହିଛି । ବର୍ତ୍ତମାନ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ ଲାଇନ୍ ସହ ଯୋଡିତ ଅଛନ୍ତି । ତେବେ ବର୍ତ୍ତମାନ ସବୁ କିଛି କାମ ଅନଲାଇନ୍ ମାଧ୍ୟମ ରେ କରି ହେଉଛି । ତେବେ ଆମେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଗୁଡ଼ିକ ଫଟୋ , ଭିଡିଓ ତଥା ଖବର ଦେଖିବାକୁ ପାଇଥାଉ ।
ସୋସିଆଲ ମିଡିଆରେ ଏମିତି ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥାଉ । ତେବେ ବର୍ତ୍ତମାନ ସମୟ ରେ ସେହିପରି ଏକ ଆଶ୍ଚର୍ୟ୍ଯ ଜନକ ଭିଡିଓ ସାମ୍ନା କୁ ଆସିଛି ।ବନ୍ଧୁଗଣ ଆପଣ ତ ନିହାତି ଭାବରେ କୀର୍ତ୍ତନ ଦେଖିଥିବେ । ତେବେ ବର୍ତ୍ତମାନ ର ଆଧୁନିକ ଯୁଗ ରେ ଆଧୁନିକ ଧରଣ ର କୀର୍ତ୍ତନ ଦେଖିବାକୁ ମିଳିଛି ।
ବନ୍ଧୁଗଣ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଆଧୁନିକ କୀର୍ତ୍ତନ। ଅଭିନୟ କରିଥିବା ଲୋକମାନେ ଭଲ ଭଲ ପୋଷାକ ପିନ୍ଧି କୀର୍ତ୍ତନ କରୁଛନ୍ତି। ତେବେ କିର୍ତନୀୟା ମାନେ ହାଏ ତୋ ପ୍ରେମ ଗଜଲ୍ ଗଜଲ୍ ରେ ଗୀତର ସୁରରେ କୀର୍ତ୍ତନ କରୁଛନ୍ତି। ତେବେ ସେହି କୀର୍ତ୍ତନ ରେ ଛୋଟ ଠୁ ବୁଢ଼ା ପର୍ଯ୍ୟନ୍ତ ଅନେକ ଲୋକ ଯୋଗ ଦେଇଥିଲେ ।
ସେମାନେ ହରେ ରାମ ଗୀତ କୁ ଏକ ଭିନ୍ନ ଢଙ୍ଗ ରେ ଗାଇଛନ୍ତି ,ଯାହା ଫଳରେ ସେ ଚର୍ଚ୍ଚା ରେ ରହିଛନ୍ତି। ତେବେ ସେମାନେ ହାଏ ତୋ ପ୍ରେମ ଗଜଲ୍ ଗଜଲ୍ ଗୀତର ସୁରରେ କୀର୍ତ୍ତନ କରୁଥିଲେ । ସେହି କୀର୍ତ୍ତନ ଦେଖିବାକୁ ଅନେକ ଲୋକ ଙ୍କ ଭିଡ ଜମିଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।