ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମମିତା ଙ୍କ ଶେଷ ଭିଡ଼ିଓ ହେଲା ଭାଇରଲ । ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋ-ସି-ଆ-ଲ ସାଇଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ତେବେ କାଲି ସକାଳେ ସେହିପରି ଏକ ଖବର ଶୁଣିବାକୁ ମିଳିଥିଲା, ଯାହାକି ଆମ ରାଜ୍ୟ ଓଡିଶାକୁ ନେଇ, ଏହାକୁ ଶୁଣିବା ପରେ ସାରା ରାଜ୍ୟବାସୀ ଆର୍ଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ତେବେ ସେହି ଖବରଟି ଥିଲାକି ଗୋଟେ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କୁ ସେଠାକାର ପ୍ରେସିଡେଣ୍ଟ ମା-ରି ଦେଇ, ତାଙ୍କ ଜିଲ୍ଲାରେ ତିଆରି ହେଉଥିବା ନୂଆ ଷ୍ଟାବିୟମ୍ ରେ ପୋତିଦେଇଥିଲେ। ଏହି ଖବର ପାଇବା ପରେ ପୋଲିସ ସେଠାରେ ପହଁଞ୍ଚିଥିଲା, ଖୋଳାଖୋଳି ମଧ୍ୟ ଆରମ୍ଭ କରିଥିଲା ତିନି ଘଣ୍ଟା ପରେ ସେ ସେଠାରୁ ଏକ ଦ-ଗ୍ଧ ମ-ର ଦେହ ପାଇଥିଲା। ଏହାପରେ ଆରକ୍ଷୀ ଅଧିକାରୀ ତାହାକୁ ସିଲ୍ କରି ନେଇଥିଲା, ଏହାକୁ ଦେଖିବା ପାଇଁ ସେଠାରେ ବହୁ ଲୋକ ଭିଡ ବାନ୍ଧିଥିବାର ଦେଖିବାକୁ ମିଳିଥିଲା।
ଏହି ଘଟଣାଟି ଥିଲା କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ ମା-ରି ଦିଆ ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲରେ ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା ଯାହା ସମ୍ପର୍କରେ ମମିତା ଜାଣିଥିଲେ, ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କଳାକାରନାମାର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁଲାସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ। ତେବେ ନିଜର କଳାକାରନାମାର ଖୁଲାସା ହେବା ଡ-ରରେ ମମିତାଙ୍କୁ ମାରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। ଏବେ ସୋ-ସି-ଆ-ଲ୍ ମିଡିଆରେ ଏକ ଭିଡିଓ ଭା-ଇ-ରା-ଲ୍ ହେଉଛି ଯାହାକି ମମିତାଙ୍କ ଉପରେ। ଏଠାରେ ମମିତା ନିଜର କିଛି ସାଙ୍ଗଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି, ଯାହାକି ତାଙ୍କର ଶେଷ ଜନ୍ମଦିନ ଥିଲା। ଏହି ଭିଡିଓ ଖୁବା ଜୋରରେ ଭାଇରାଲ୍ ହେବାରେ ଲାଗିଛି, ଏହାକୁ ବହୁତ ଲୋକ ଦେଖୁଛନ୍ତି ଏବଂ ଅନେକ ଶୋକପ୍ରକାଶ ମଧ୍ୟ କରୁଛନ୍ତି ଲୋକମାନେ।
ବର୍ତ୍ତମାନ ସମୟ ରେ ମମିତା ଙ୍କ ଜନ୍ମଦିନ ର ଏକ ଭି-ଡି-ଓ ସା-ମ୍ନା କୁ ଆସିଛି । ଗତ କିଛି ଦିନ ତଳେ ମମିତା ତାଙ୍କର ବନ୍ଧୁ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ କଲେଜ ରେ ନିଜର ଜନ୍ମଦିନ କୁ ବେଶ୍ ଆ-ଡ-ମ୍ବ-ର ରେ ପାଳନ କରିଥିଲେ । କାହାକୁ ଜଣା ଥିଲା ତାହା ବି ମମୀତା ଙ୍କ ଶେଷ ଜନ୍ମ ଦିନ ହୋଇଯିବ ବୋଲି । ତେବେ ସେହି ଜନ୍ମଦିନ ପା-ର୍ଟି ରେ ମମୀତା ନିଜର ବନ୍ଧୁ ଏବଂ ଛାତ୍ରଛାତ୍ରୀ ମାନଂକ ଗହଣ ରେ ବେଶ୍ ଖୁସି ଥିବାର ଦେଖା ଯାଇଥିଲେ ଏବଂ ଗୀତ ନାଚ ର କାର୍ଯ୍ୟକ୍ରମ ମଧ୍ୟରେ ସେ ନିଜର ଜନ୍ମଦିନ କୁ ପାଳନ କରିଥିବାର ନଜର ଆସିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।