ଜୀବନରେ ସମସ୍ତେ ମାଲକ୍ଷ୍ମୀ ଙ୍କ ଠାରୁ କୃପା ପାଇବା ପାଇଁ ଚାହାନ୍ତି । କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇନଥାଏ । ମହାଲକ୍ଷ୍ମୀଙ୍କ କୃପା କେବଳ ବିଶେଷ ଲୋକ ମାନଙ୍କ ପ୍ରତି ହୋଇଥାଏ । ମା ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରାଶି ମାନଙ୍କ ଗ୍ରହ ନକ୍ଷତ୍ର ଙ୍କ ଦ୍ଵାରା ଜଣା ପଡିଥାଏ । ୧୨ ଗୋଟି ରାଶି ଙ୍କ ମଧ୍ୟରୁ କେତେବେଳେ କେଉଁ ରାଶିଙ୍କ ଉପରେ ଶୁଭ ଦୃଷ୍ଟି ପଡେ ସେଥିପାଇଁ ଗ୍ରହ ନକ୍ଷତ୍ର ଙ୍କ ଚଳନି ଦେଖିବାକୁ ହୁଏ । ତେବେ ବର୍ତ୍ତମାନ ୫ ଟି ରାଶିଙ୍କ ଉପରେ ମା ଲକ୍ଷ୍ମୀଙ୍କ ହେବାକୁ ଯାଉଛି ଅଶେଷ କୃପା ଆସନ୍ତୁ ଜାଣିବା ୫ ଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ।
ବୃଷ ରାଶି : ଆପଣଙ୍କ ରାଶିରେ ମା ଲକ୍ଷ୍ମୀଙ୍କର ବିଶେଷ ଅନୁଗ୍ରହ ହେବାକୁ ଯାଉଛି । ଆସନ୍ତା କାଲିଠାରୁ ଆପଣଙ୍କ ଜୀବନ ସୁଖମୟ ହେବା ସହ ଆପଣଙ୍କ ଜୀବନରେ ଉନ୍ନତି ହେବାର ଆପଣ ଲକ୍ଷ ରଖି ପାରିବେ ।
କର୍କଟ ରାଶି : ମା ମହାଲକ୍ଷ୍ମୀ ଙ୍କ କୃପାରୁ ଆପଣ ବଡ ଅସୁବିଧାରୁ ମୁକୁଳିବାକୁ ଯାଉଛନ୍ତି। ମହା ଲକ୍ଷ୍ମୀ ସାଧାରଣ ଭାବେ ଆପଣଙ୍କ ରାଶିରେ ଆଗାମୀ ଦିନଠାରୁ ଚଳନି ଆରମ୍ଭ କରୁଛନ୍ତି ତେଣୁକରି ଆପଣଙ୍କ ଆଗାମୀ ଦିନ ଶୁଭମୟ ହେବାକୁ ଯାଉଛି । ଭୂମି ସମ୍ବନ୍ଧୀୟ ମାମଲାରେ ବିବାଦ ଲାଗି ରହିଥିଲେ ଆପଣ ସେହି ମାମଲାରେ ସଫଳ ହେବେ ।
ଧନୁ ରାଶି : ଆପଣଙ୍କ ରାଶିରେ ମଧ୍ୟ ବିଶେଷ ଅନୁଗ୍ରହ ମା ମହାଲକ୍ଷ୍ମୀଙ୍କ ର ପଡ଼ିବାକୁ ଯଉଛି । ଆସନ୍ତା କାଲିଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଚି । ଆପଣ ଖୁବ୍ ଶୀଘ୍ର ଗୁପ୍ତଧନ ପାଇବାପାଇଁ ଯାଉଛନ୍ତି ମାଲକ୍ଷ୍ମୀ ଙ୍କ କୃପାରୁ ।
କୁମ୍ଭ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଏହି ମାସର ଆରମ୍ଭରୁ ଆରମ୍ଭ ହୋଇଯିବ । ଆପଣ ମଧ୍ୟ ଲକ୍ଷ କରିପାରିବେ ଜୀବନରେ ଆପଣଙ୍କର ଉନ୍ନତି କେତେ ମାତ୍ରାରେ ହେଉଛି ନିଜେ ଜାଣିପାରିବେ । ସବୁଠୁ ବେଶୀ ଆପଣ ବ୍ୟବସାୟରୁ ଲାଭବାନ ହୋଇପାରିବେ ।
କନ୍ୟା ରାଶି : ମହାଲକ୍ଷ୍ମୀ ଙ୍କ କୃପାରୁ ଆପଣ ଯଦି ଏହି ମାସରେ ନୂଆ ବ୍ୟବସାୟ ଆରମ୍ଭ କରନ୍ତି ତେବେ ଆପଣ ନିଶ୍ଚିନ୍ତ ଭାବେ ସଫଳ ନେବେ । ମହା ଲକ୍ଷ୍ମୀଙ୍କ ସମ୍ପୂର୍ଣ ରୂପେ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି । ତେଣୁକରି ଡେରି ନକରି ଏହିମାସରେ ନୂତନ କର୍ମ ପ୍ରତି ଆଗେଇ ଯାଆନ୍ତୁ ।