ମୟୂର ପଙ୍ଖ ଏହି ଜାଗାରେ ରଖିଲେ ବଢେ ୧୦ ଗୁଣା ଧନ 

 

ମୟୂର ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ହୋଇଥାଏ ତାର ପର ମଧ୍ୟ ସେତିକି ମନଲୋଭା ହୋଇଥାଏ । ସମସ୍ତେ ମୟୂର ପଙ୍ଖ ରଖିବାକୁ ଭଲ ପାଆନ୍ତି । ମୟୂର ପଙ୍ଖ ଦେଖିବାକୁ ଯେତିକି ସୁନ୍ଦର ତାହାର ପ୍ରଭାବ ମଧ୍ୟ ଶୁଭ ହୋଇଥାଏ । ମୟୂର ପଙ୍ଖ ଭଗବାନ ଶ୍ରୀକୃଷ୍ଣ ଙ୍କ ମସ୍ତକ ରେ ମଧ୍ୟ ଶୋଭାପାଏ । ମୟୂର ଅମର ଜାତୀୟ ପକ୍ଷୀ ମଧ୍ୟ । ମୟୂର ପଙ୍ଖ କୁ ନେଇ ଶାସ୍ତ୍ର ରେ ମଧ୍ୟ ଅନେକ ଆଲୋଚନା ହୁଏ । ଘରେ ମନ୍ଦିର ରେ ଯେଉଁଠି ଦେଖନ୍ତି ମୟୂର ପଙ୍ଖ ନିହାତି ଥାଏ । 

 

ଅନେକ ଲୋକଙ୍କୁ ଯଦି ନଜର ଲାଗିଥାଏ ତେବେ ସେହି ମୟୂର ପଙ୍ଖ ସାହାର୍ଯ୍ୟରେ ସେହି ବ୍ୟକ୍ତିଙ୍କ ଠାରୁ ଖରାପ ନଜର ଛଡା ଯାଏ । ମୟୂର ପଙ୍ଖର ମାନ୍ୟତା ସବୁ ଜାଗାରେ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ ବ୍ୟବହାର ହେଉଥିବା ଏହି ମୟୂର ପଙ୍ଖ ଆପଣଙ୍କ ଧନ ମଧ୍ୟ ବଢାଇ ପାରେ । ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦେଖିବା ତାହାଲେ ଅମର ଅନେକ ମାତ୍ରାରେ ଲାଭ ହୋଇପାରିବ । 

 

ବାସ୍ତୁ ଶାସ୍ତ୍ର ଆମ ଜୀବନର ଏକ ଅଂଶ ବିଶେଷ ଅଟେ । ବାସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ପ୍ରତ୍ୟେକ ଟି ଜିନିଷ ଆମ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ମୟୂର ପଙ୍ଖ କୁ ଆପଣ ଆପଣଙ୍କ ଘରେ ଟଙ୍କା ରଖୁଥିବା ସ୍ଥାନରେ ବା ଟଙ୍କା ବାକ୍ସ ଯଦି ଥାଏ ସେଠାରେ ରଖନ୍ତି ତେବେ ଆପଣଙ୍କର ଧନ ବଢ଼ି ଥାଏ । 

 

ଖାଲି ଧନ ତ ବଢ଼େନାହି ବରଂ ୧୦ ଗୁଣା ଅଧିକ ଧନ ବଢିବା ସହ ଆପଣଙ୍କ କ୍ଷେତ୍ରରେ ସଫଳତା ର ଆଗମନ ହୁଏ । କେତେବେଳେ ମଧ୍ୟ ଟଙ୍କା ପଇସାର ସମସ୍ୟା ଦେଖାଯାଏ ନାହିଁ । ତେଣୁକରି ମୟୂର ପଙ୍ଖ ଘରେ ଧନ ରଖୁଥିବା ସ୍ଥାନରେ ନିହାତି ରଖିବା ଉଚିତ । ଅନେକ ସଫଳ ଲୋକେ ମଧ୍ୟ ଏହି ଉପାୟ ଅନୁସରଣ କରନ୍ତି । 

 

ଏପରି କରିବା ଦ୍ବାରା ଧନର ଅଭାବରୁ ଆପଣ ଶୀଘ୍ର ଦୂରେଇ ଯିବେ । ଏବଂ ଆପଣଙ୍କ ଜୀବନରେ ଧନ ପ୍ରାପ୍ତି ହେବାର ସୁଯୋଗ ବାରମ୍ବାର ଆସୁଥିବ । ତେଣୁକରି ମୟୂର ପଙ୍ଖ ଟଙ୍କା ରଖୁଥିବା ସ୍ଥାନରେ ନିହାତି ଭାବେ ରଖନ୍ତୁ ।

Leave a Reply

Your email address will not be published. Required fields are marked *