ଜିଓ ଦେଲା ନୂଆ ଅଫର ୬ ମାସ ପର୍ଯ୍ୟନ୍ତ ପାଇବେ ମାଗଣା ୧ ଜିବି ଲେଖା ଡାଟା… 

 

 

ଯିଓ ସବୁବେଳେ ନିଜ ଉପଭୋକ୍ତା ମାନଙ୍କ ପାଇଁ ଜବରଦସ୍ତ ଅଫର ଆଣିବାରେ ଆଗରେ ଥାଏ । ଜିଓ ର ସୃଷ୍ଟି କର୍ତ୍ତା ଭାରତର ସବୁଠୁ ବଡ଼ ଧନୁ ବ୍ୟକ୍ତି ମୁକେଶ ଆମ୍ଭାନି ଏହାକୁ ଆରମ୍ଭ କରିଥିଲେ । ଏବଂ ଆରମ୍ଭ କରିବା ପରେ ଏହାକୁ ଫ୍ରି ରେ ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ସୁଯୋଗ ଦେଇଥିଲେ । ୪ଜି ନେଟୱର୍କ କୁ ଆଧାର କରି ସମସ୍ତେ ଏହି ଫ୍ରି ରେ ମିଳୁଥିବା ସେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଧିରେ ଧିରେ ଜିଓ ର ଲୋକପ୍ରିୟତା ବଢିବାରେ ଲାଗିଥିଲା । 

 

ଏହା ଆରମ୍ଭ ହେବାର ଅନେକ ଦିନ ପରେ ଏହା ଉପରେ ଶୁକ୍ଲ ଲଗାଇଥିଲେ ଯିଓ ମାଲିକ ମୁକେଶ ଅମ୍ବାନୀ । କିନ୍ତୁ ଏହା ପରେ ମଧ୍ୟ ଗ୍ରାହକ ମାନଙ୍କୁ କୌଣସି ଫରକ୍ ପଡ଼ିନଥିଲା ସମସ୍ତେ ପୂର୍ବ ପରି ଜିଓ ସିମ କୁ ଟଙ୍କା ଦେଇ ପ୍ଲାନ୍ କିଣିଥିଲେ । ଏବଂ ଅନଲିମିଟେଡ କଲ ଏବଂ ଡାଟା ପାଇଁ ଖୁସି ଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ଜିଓ ସମସ୍ତଙ୍କର ଲୋକପ୍ରୟତାକୁ ବଜାୟ ରଖିଛି । ଜିଓ ନେଟୱର୍କ ରେ ରହିବା ପାଇଁ ଗ୍ରାହକ ମାନେ ମଧ୍ୟ ଚାହୁଁଛନ୍ତି। 

 

ମିଡ଼ିଆ ରିପୋର୍ଟ ଅନୁସାରେ ଜିଓ ତାର ସମସ୍ତ ଉପଭୋକ୍ତା ଙ୍କ ପାଇଁ ୬ ମାସ ପର୍ଯ୍ୟନ୍ତ ୧ ଜିବୀ ଡାଟା ଦେବାକୁ ଯାଉଛି । ଯାହାକି ସମ୍ପୂର୍ଣ ନିଶୁଳ୍କ । କିନ୍ତୁ ଏହି ଅଫର୍ ର ଲାଭ ଉଠାଇବା ପାଇଁ ସେମାନେ ଯୋଗ୍ୟ ଯେଉଁମାନେ ଦୀର୍ଘ ୨ ବର୍ଷ ବା ଅଧିକ ସମୟ ଧରି ଜିଓ ସହ ଜଡ଼ିତ ହୋଇ ରହିଛନ୍ତି । ଏହି ଜିଓର ଅଫର ବିଷୟରେ ଆପଣ ଯଦି ଅଧିକ ଜାଣିବାକୁ ଚାହିଁଲେ ଆପଣ ଜିଓ ର ହେଲ୍ପଲାଇନ କୁ କଲ କରିପାରିବେ । 

 

ଏହି ଯୋଜନାରେ ଆପଣ ୨୪ ଦିନପାଇଁ ପ୍ରତିଦିନ ୧ ଯିବି ଡାଟା ଏବଂ ଅନଲିମିଟେଡ ଭଏସ କଳିଙ୍ଗ ପାଇ ପାରିବେ । ଜିଓ ଗ୍ରାହକ ମାନେ ଏହି ଯୋଜନାରେ ଅଧିକ ଜାଣିବା ପାଇଁ ୧୨୯୯ କିମ୍ବା ୧୮୦୦୮୮୯୯୯୯୯ ରେ କଲ କରନ୍ତୁ । ଏହି ଯୋଜନା ସୀମିତ ସମୟ ପାଇଁ ଅଟେ ତେଣୁକରି ଶୀଘ୍ର ଏହାକୁ ପାଇବା ପାଇଁ ହେଲେ ଆପଣଙ୍କୁ ଜଲଦି କଲ କରିବାକୁ ହେବ । 

 

ଏହି ଯୋଜନାରେ ଯୋଡ଼ି ହେବାପାଇଁ ଆପଣ ଦିଆଯାଇଥିବା ନମ୍ବର ରେ ଆଜି ହିଁ କଲ କରି ଏହି ସୁବିଧାର ଲାଭ ଉଠାନ୍ତୁ । ଏହି ସୁବିଧାରେ ଆପଣଙ୍କୁ ୬ ମାସ ଫ୍ରି ରେ ବ୍ୟବହାର କରିବା ପାଇଁ ମିଳିବ ଏହା ସହ ୩୦୦ ମେସେଜ ମଧ୍ୟ ମାଗଣା ମିଳିବ ।

Leave a Reply

Your email address will not be published. Required fields are marked *