ମମିତା ମେହେର ଙ୍କୁ କେମିତି ମାରିଥିଲା ଓ କେମିତି ପ୍ଲାନ କରିଥିଲା କହିଲା ଗୋବିନ୍ଦ ବେହେରା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମମିତା ମେହେର ଘଟଣା ର ବଡ଼ ଖୁଲାସା,କେଉଁ ଭଳି ମା-ରି-ଥି-ଲେ ମମିତା ଙ୍କୁ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ସମାଜରେ ଅ-ନୈ-ତି-କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି । କଳାହାଣ୍ଡି ମାହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ଙ୍କ ମ-ର-ଣ ନେଇ ତେଜିଛି ରାଜନୀତି । ଏହି ଘଟଣାର ରହସ୍ୟ ବର୍ତ୍ତମାନ ସାମ୍ନା କୁ ଆସିବାରେ ଲାଗିଛି । ଏହି ଘଟଣା ର ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ଙ୍କୁ ଆରକ୍ଷୀ ଅଧିକାରୀ ଜେରା କରିବା ପରେ ସତ ସାମ୍ନା କୁ ଆସିଛି । ଦୀର୍ଘ ସମୟ ଜେରା ପରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମମୀତା ଙ୍କୁ ମା-ରି-ଥି-ବା ନେଇ ସତ ମାନିଲା ଗୋବିନ୍ଦ ସାହୁ । ଭବାନୀପାଟଣା ରୁ ଫେରିବା ସମୟରେ ଘଟିଥିଲା ଏହି ଘଟଣା । ଏହି ଘଟଣା ଟି କାର ଭିତରେ ଏକାଧିକ ବ୍ୟକ୍ତି ମିଶି ମା-ରି ଥିବାର ତଥ୍ୟ ଜଣାପଡିଛି । ଗୋବିନ୍ଦ ସହଯୋଗୀ ରାଧେ , ଜେସିବି ଡ୍ରାଇଭର , ଷ୍ଟାଡିୟମ୍ ମୁନସୀ ଙ୍କୁ ଜେରା ପାଇଁ ଅଟକ ରଖାଯାଇଥିଲା । ମିଳିଥିବା ସୂଚନା ମୁତାବକ , ୭ ତାରିଖ ରେ ଷ୍ଟାଡିୟମ୍ ରେ ଗାତ ଖୋଳିବାକୁ ଗୋବିନ୍ଦ ନିର୍ଦ୍ଦେଶ ଦେଇଥିଲେ । ଆଉ ଦିନକ ପରେ ଗାତ ପୋତିବାକୁ କହିଥିଲେ । ତଳେ କାଠ ପ୍ଳାଏ ଓ ଉପରେ ଟାୟାର ରଖି ମ-ଲା ଶରୀରକୁ ପୋତା ଯାଇଥିଲା । ମ-ଲା ଶରୀରକୁ ଶୀଘ୍ର ନଷ୍ଟ କରିବା ପାଇଁ ଅଧିକ ପରିମାଣରେ ଲୁଣ ଦିଆଯାଇଥିବାର ସୂଚନା ମିଳିଛି । ମମୀତା ଙ୍କ ଘଟଣା ପୂର୍ବ ରୁ ଯୋଜନା ବଦ୍ଧ ଅଟେ । ମମିତା ଙ୍କୁ ଷଡ଼ଯନ୍ତ୍ର କରି ଘରୁ ପ୍ରଥମେ ବାହାରକୁ ଡକାଯାଇଥିଲା । ଅଧା ରାସ୍ତାରୁ ଗୋବିନ୍ଦ ମମିତା ଙ୍କୁ ଆଣିଥିଲେ । ଏସବୁ ତଥ୍ୟ ଗୋବିନ୍ଦ ଓ ଡ୍ରାଇଭର ଙ୍କୁ ଜେରା କରିବା ପରେ ଜଣା ପଡ଼ିଛି । 

 

ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ଗୋବିନ୍ଦ ସହଯୋଗୀ ରାଧେ କୁ ଏବେବି ଆରକ୍ଷୀ ଅଧିକାରୀ ଙ୍କ କ-ଷ୍ଟ-ଡି ରେ ଅଛନ୍ତି । ଘଟଣା ସଂପୃକ୍ତ ତଥ୍ୟ ପ୍ର-ମା-ଣ ପାଇଁ ଡିଏନଏ ଟେଷ୍ଟ ପାଇଁ ସାଇଂଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ତେବେ ଆରକ୍ଷୀ ଅଧିକାରୀ ର-କ୍ତ ନମୁନା ସଂଗ୍ରହ ପାଇଁ ମମିତାଙ୍କ ଘରକୁ ଯାଇପାରେ ବୋଲି ସୂଚନା ମିଳିଛି । ୧୧ ଦିନ ଧରି ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁର୍କେଲା ଥାନାର ଝରଣୀ ଗ୍ରାମର ମମିତା ମେହେର ଙ୍କୁ ମା-ରି ପୋତି ଦେଇଥିବାର ତଥ୍ୟ ସାମ୍ନା କୁ ଆସିଛି । ମମିତା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ଘୋରଇ କଲେଜ ପରିସରରେ ଥିବା ମହାଲିଙ୍ଗ ଅଧୀନ ପବ୍ଲିକ ସ୍କୁଲ ର ଅଧକ୍ଷା ଥିଲେ । ମଙ୍ଗଳବାର ପ୍ରାତଃ ସମୟରେ ଆରକ୍ଷୀ ଅଧିକାରୀ ଘଟଣାର ସୂରଗ ପାଇ ମହାଳୀଙ୍ଗ ହାଇସ୍କୁଲ ନିର୍ମାଣାଧୀନ ଷ୍ଟାଡିୟମ୍ କୁ ଜେଶିବି ସାହାଯ୍ୟରେ ଖୋଲିଥିଲା ।  ୩ ଘଣ୍ଟା ପରେ ସେହି ସ୍ଥାନରୁ ପାଉଁଶ , ଭ୍ୟାନିଟି ବ୍ୟାଗ୍ , ଚେନ୍,ମୁଦି ଆଦି ମିଳିଥିଲା , ପରେ ଏସବୁ ମମିତା ଙ୍କ ର ବୋଲି ପରିବାର ଲୋକେ ପ୍ର-ମା-ଣ ଦେଇଥିଲେ । ଏହି ଘଟଣାରେ ଅ-ଭି-ଯୁ-କ୍ତ ଗୋବିନ୍ଦ ସମେତ ଅନ୍ୟ ମାନଙ୍କୁ ଆରକ୍ଷୀ ଅଧିକାରୀ ଗି-ର-ଫ କରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *