ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମଣିଷ ଭିତରେ ଲୁଚି ରହିଛି ରା-କ୍ଷ-ସ। ଆସନ୍ତୁ ଜାଣିବା ଏକ ଲୋମ ଟାଙ୍କୁରା ଘଟଣା ଓ ଦେଖିବା Video।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୂଚନା ଅନୁଯାୟୀ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ମମିତା ମେହେର ନିଖୋଜ ଥିଲେ। ସୋ-ସି-ଆ-ଲ ମିଡ଼ିଆରେ ଏକ ଅଡିଓ ରେ-କ-ର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ତେବେ ପ୍ରଶ୍ନ ଉଠିଥିଲା କି ମମିତା ମେହେର ଅନେକ ଜାଣିଥିଲେ ବୋଲି କଣ ତାଙ୍କୁ ଗାୟବ୍ କରି ଦିଆଯାଇଛି। ତେବେ ଘଟଣାଟି ଥିଲା କି ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦଙ୍କ କ-ଳା-କା-ର-ନା-ମାର ପର୍ଦ୍ଧାଫାସ୍ କରିବାକୁ କହିଥିଲେ ସ୍କୁଲର ପ୍ରିନ୍ସିପାଲ୍।
ଏହା ପରେ ଯେତେବେଳେ ସେ ଅଡିଓ ରେକର୍ଡରେ ନିଜର ମୁହଁ ଖୋଲିଥିଲେ, ତାପରଠାରୁ ସେ ନି-ଖୋ-ଜ ଥିଲେ। ଏହାପରେ ତାଙ୍କୁ ଖୋଜାଖୋଜି ଚାଲିଥିଲା, କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ ରୁ ଆଜି ସକାଳେ ଖୋଜାଖୋଜି ଆରମ୍ଭ ହୋଇଥିଲା, ଏବଂ ଦୀର୍ଘ ୩ଘଣ୍ଟା ପରେ ଏକ ଦ-ଗ୍ଧ ମ-ଲା ଦେହ ମିଳିଥିଲା। ତେବେ ଆରକ୍ଷୀ ଅଧିକାରୀ ସେହି ଦେହକୁ ସିଲ୍ କରି ଦେଇଛି, ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଇ ପାରିନାହିଁ କି ସେହି ମ-ର ଶରୀରଟି କାହାର। ମମିତାଙ୍କ ପରିବାର ତରଫରୁ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା କି ତାହସ୍ପଷ୍ଟ ହେଇଥାଏ।
ଘଟଣା ରୁ ଜଣ ପଢିଥିଲା କି ଗୋବିନ୍ଦ ମମିତା କୁ ମା-ରି-ଛି ।ଗୋବିନ୍ଦ ମମିତାଙ୍କୁ ମା-ରି-ଥି-ବା ସ୍ୱୀକାର କରିସାରିଥିବା ବେଳେ ଆରକ୍ଷୀ ଅଧିକାରୀ ତାକୁ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କରିବାକୁ ଲକ୍ଷ୍ୟ ରଖିଛି । ମମତାଙ୍କୁ ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡ଼ାଯିବା ସହ ପ୍ରମାଣ ନଷ୍ଟ ପାଇଁ ଯଥେଷ୍ଟ ମାତ୍ରାରେ ଲୁଣ ଦିଆଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆରକ୍ଷୀ ଅଧିକାରୀ ଜ-ବ-ତ କରିଥିବା ଲାପଟପରୁ କିଛି ବଳିଷ୍ଠ ପ୍ର-ମା-ଣ ହାସଲ କରିଛି ।
ଅନ୍ୟ ପଟେ ଢି ଜି ଆଇ ମମିତା ର ମ-ର-ଣ ବିଷୟରେ କହିଛନ୍ତି ଯେ ଗୋବିନ୍ଦ ହିଁ ହେଉଛନ୍ତି ପ୍ରକୃତ ଦୋ-ଷୀ। ସେ ହିଁ ଯୋଜନା ବୋଧ ଭାବରେ ମମିତା କୁ ମା-ରି-ବା-କୁ ପ୍ଲାନ୍ କରିଥିଲେ । ସେ ଏକ ୟାଗନ୍ ଆର୍ କାର ରେ ମମିତା ଙ୍କ ତଣ୍ଟି ଚିପି ଅତି ନି-ର୍ମ-ମ ଭାବରେ ମା-ରି-ଥି-ଲେ । ଯାହା ସତ ବୋଲି ପ୍ର-ମା-ଣ ହୋଇଛି । ମମତା ଙ୍କ ମା-ରି-ବା ଘଟଣା ଏକ ପୂର୍ବ ଯୋଜନା ବୋଲି କୁହାଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।