ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଣ ପାଇଁ ପିଣ୍ଟୁ ରୁପା ଙ୍କ ବେକ ଚିପିଲେ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ତ ପ୍ରାୟ ସମସ୍ତେ
ଓଡ଼ିଆ ଆଲବମ୍ ଜଗତର ପରିଚିତ ଯୋଡ଼ି ରୂପା ଓ ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଦୁଇ ଜଣ ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲ ରୁ ଅଧିକ ରୁ ଅଧିକ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତେବେ ବନ୍ଧୁଗଣ ତାଙ୍କର ସେହି ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ ହେଉଛି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ”। ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ।
ତେବେ ସେହି ଚ୍ୟାନେଲ ରେ ଏହି ଦୁଇ ଜଣ ବହୁତ୍ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ଼ କରିଥାନ୍ତି , ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେବେ ବନ୍ଧୁଗଣ ଟିକ ଟକରୁ ନେଇ ବର୍ତ୍ତମାନ ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଅନେକ ପ୍ଲାଟଫର୍ମ ରେ ଆପଣ ମାନେ ରୂପା ପିଣ୍ଟୁ ଙ୍କୁ ଦେଖିଥିବେ । ତେବେ ବର୍ତ୍ତମାନ ଏହି ଦୁଇ ଜଣ ବହୁତ୍ ଫେମସ ହୋଇଗଲେଣି ।
ସେ ନିଜର ଚ୍ୟାନେଲ ରେ ନିଜ ଝିଅ ଖୁସି ବିଷୟ ରେ ମଧ୍ୟ ଅନେକ କିଛି କଥା ର ଭିଡିଓ କରି ସେୟାର କରିଥାନ୍ତି । ତେବେ ରୂପା ଓ ପିଣ୍ଟୁ ନିଜର ଜୀବନ ଶୈଳୀ ସହ ତାଙ୍କ ଝିଅ ଖୁସି ଦିନ ଠାରୁ ରାତି ଯାଏଁ କଣ ସବୁ କରୁଛି ,ତାହାକୁ ମଧ୍ୟ ସେ ସେହି ଚ୍ୟାନେଲ ରେ ଅପଲୋଡ଼ କରିଥାନ୍ତି । ଏହା ସହିତ ରୂପା ଓ ପିଣ୍ଟୁ ଙ୍କ ଆଲବମ୍ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଧମାଲ୍ ମଚାଉଛି ।
ବନ୍ଧୁଗଣ ନିଜ ଝିଅ ଖୁସି କୁ ନିଦରୁ ଉଠାଇବାକୁ ଯାଇଥିବା ସମୟରେ ପିଣ୍ଟୁ ଯାଇ ଖୁସି କୁ ପଚାରିଥିଲେ କି ମାମା ଭଲ ନା ପାପା ଭଲ ? ଏହାପରେ ଖୁସି ନିଦରେ ଉତ୍ତର ଦେଇଥିଲେ କି ମାମା ଭଲ ବୋଲି । ଆଉ ଏହାପରେ ଖୁସି ଙ୍କୁ ରଗେଇବା ପାଇଁ ପିଣ୍ଟୁ ରୂପାଙ୍କ ତଣ୍ଟିକୁ ଚିପି ଦେବାର ଅଭିନୟ କରିଥିଲେ ଏବଂ ଏହାପରେ ଖୁସି କହିଥିଲେ ଯେ ବାବା ଭଲ ବୋଲି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।