ଆମେରିକା ଧମକ ର ଉତ୍ତର ଦେଲା ଭାରତ। ମୋଦି କହିଲେ ଏମିତି ଆମେରିକା କୁ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆମେରିକା ଧମକ ର ଉତ୍ତର ଦେଲା ଭାରତ l ମୋଦି କହିଲେ ଏମିତି ଆମେରିକା କୁ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଥିଲା । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ମଧ୍ୟ ରଖିଥିଲା। 

 

ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ । ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଥିଲା ଋଷ । କ୍ଵିଭ୍ ଉପରେ ଏପରି ଆକ୍ରମଣ ହେଉଥିଲା ।କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ପ୍ରତିଦିନ ଗୁଳି , କ୍ଷେପଣାସ୍ତ୍ର , ବୋମା ମାଡ଼ ପରେ ମାଡ଼ ହେଉଥିଲା । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । 

 

ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଘ ମଧ୍ୟ କୌଣସି ମତେ ଏହି ଯୁଦ୍ଧ ରୋକି ପାରୁନାହାନ୍ତି । ଋଷିଆ ର ସେହି ଗୋଟିଏ ସଂକଳ୍ପ , ସେ ୟୁକ୍ରେନ କୁ ନିଜ ଅଧୀନ ରେ ନେବ । ଆମେରିକା ଭାରତ କୁ ଆଗକୁ ଆସିବା ପାଇଁ ଚାପ ପକାଇଥିବା ବେଳେ ଭାରତ ଆମେରିକା ର କୌଣସି ସର୍ତ୍ତ ମନିବ ନାହି ବୋଲି ମନା କରି ଦେଇଛି । ଆମେରିକା ଭାରତକୁ ଖୋଲାଖୋଲି ଧମକ ଦେଇଛି ଯେ ରୁଷିଆ ସହ ଭାରତର ସମ୍ପର୍କ ଭାରତ ପାଇଁ ମହଙ୍ଗା ପଡିପାରେ । 

 

ଚାଇନା ଓ ଭାରତର ଏ ସମ୍ପର୍କିତ ନିଷ୍ପତ୍ତିରୁ ନିରାଶ ହୋଇଥିବା ନେଇ ଡିଜ କହିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପାଇଁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସମେତ ଅନେକ ୟୁରୋପୀୟ ଦେଶ ଋଷିଆ ଉପରେ କଡା ଆର୍ଥିକ କଟକଣା ଲଗାଇଛନ୍ତି । ହେଲେ ଭାରତ ଆରମ୍ଭରୁ ନିରପେକ୍ଷତା ଅବଲମ୍ବନ କରିଆସିଛି । ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଉପରେ ଭାରତ ନିଜକୁ ଦୂରେଇ ରଖିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *