ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏପ୍ରିଲ ମାସ ୩୦ ତାରିଖ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ,ଏହି ୪ଟି ରାଶି ରୁହନ୍ତୁ ସାବଧାନ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସ ୩୦ ତାରିଖ ଲାଗିବାକୁ ଯାଇଛି। ଏହି ସୂର୍ଯ୍ୟ ପରାଗ ଚମକାଇ ଦବ ରାଶି ଚକ୍ର ରେ ରହିଥିବା ୧୨ ଟି ରାଶି ମଧ୍ୟରୁ ୪ ରାଶିର ଭାଗ୍ୟ।ସୂର୍ଯ୍ୟପରାଗ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ସୃଷ୍ଟି ହେବ। ଯାହ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆଜି ଆମେ ଜାଣିବା ବର୍ଷର ଏହି ପ୍ରଥମ ସୂର୍ଯ୍ୟ ପରାଗ କେଉଁ ସମୟରେ ଲାଗିବାକୁ ଯାଉଛି। କେଉଁ ୪ଟି ରାଶି ଉପରେ ଶୁଭ ପ୍ରଭାବ ପକାଇବ, ଏହି ସମୟରେ ପାକ ନିଷେଧ ରହିଛି କି ନାହିଁ, କେଉଁ କେଉଁ ରାଶି ଉପରେ ବିପଦ ରହିଛି ସେ ସବୁ ବିଷୟରେ ଜାଣିବାଏହି ଆଂଶିକ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ ତାରିଖରେ ମଧ୍ୟ ରାତ୍ରିରେ ୧୨ ଟା ୧୫ ଆରମ୍ଭ ହେବା ପାଇଁ ଯାଉଛି। ଏବଂ ମେ ୧ ତାରିଖ ସକାଳ ୪ ଟା ୭ ମିନିଟ ପର୍ଯ୍ୟନ୍ତ ରହିବ। ଏହାର ପ୍ରଭାବ ସମସ୍ତ ୧୨ ଗୋଟି ରାଶି ମାନଙ୍କ ଉପରେ ପଡ଼ିବ। ଏଥି ମଧ୍ୟରୁ ଏହା ୪ଟି ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ତେବେ ଚାଲନ୍ତୁ ଜାଣିବା ସେହି ସବୁ ରାଶି ବିଷୟରେ।
୧.ବୃଷ ରାଶି:-
ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ରହିବ। ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ଅଟକି ରହିଥିବ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ଏକ ବଡ ପ୍ରୋଜେକ୍ଟରେ ଅର୍ଥ ବିନିଯୋଗ କରିବା ବହୁତ ଲାଭ ଦାୟକ ହେବ।ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ । ଯଦି ଆପଣ ଲମ୍ବା ସମୟରୁ ପ୍ରୋମୋସନ ପାଇବାକୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ଏହାର ଫଳ ପ୍ରାପ୍ତି ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ।
୨.ସିଂହ ରାଶି:-ଏହି ରାଶିର ଲୋକମାନଙ୍କ ପାଇଁ ବଡ ଧନ ଲାଭର ଯୋଗ ବନୁ ଅଛି । ବେପାରୀ ମାନଙ୍କ ପାଇଁ ବେପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ବନୁ ଅଛି । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାମରେ ସଫଳତା ପ୍ରାପ୍ତି କରିବେ । ଏହି ଯୋଗ ପରେ ଆପଣଙ୍କର ପଇସାରେ କିଛି ଅସୁବିଧା ରହିବ ନାହିଁ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ।
୩. କନ୍ୟା ରାଶି:- ଏହି ରାଶିର ଲୋକଙ୍କ ପାଇଁ ଏହି ମହା ସଂଯୋଗ କାରଣରୁ ବହୁତ କମ୍ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସି ପୂର୍ଣ୍ଣ ରହିବ । କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଯିବ ନାହିଁ ।
୪.କୁମ୍ଭ ରାଶି:-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରଜାଯୋଗର ସମୟ ଆସୁଅଛି । ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ ଏବେ ତାହା ଦୂରୀଭୂତ ହେବ । ଏବଂ ସମସ୍ୟା ମାନଙ୍କରୁ ମୁକ୍ତି ମିଳିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।