ଦର୍ଶକ ବନ୍ଧୁ ଗତ କିଛି ଦିନ ହେବ ଏକ ସୁପର୍ ହିଟ୍ ସିନେମା କେଜିଏଫ୍ ର ରିଲିଜ୍ ହୋଇଛି । ତେବେ ଦର୍ଶକ ମାନେ ସେହି ସିନେମା କୁ ଦେଖି ସିନେମା ,କଳାକାର ଏବଂ ସିନେମା ଡାଇରେକ୍ଟର ଙ୍କୁ ବହୁତ୍ ପ୍ରଶଂସା କରିଛନ୍ତି । ଜଣେ ବ୍ୟକ୍ତି ଏହି କେଜିଏଫ୍ ସିନେମା କୁ ଦେଖି ଏତେ ଭାବ ବିହ୍ୱଳ ହୋଇ ଯାଇଛି ଯେ, କହୁଛି ରକି ଭାଇ ଙ୍କୁ ଭାରତ ର ପ୍ରଧାନ ମନ୍ତ୍ରୀ କରାଯାଉ । ଜଣାଇ ରଖୁଛୁ ଯେ କେଜିଏଫ୍ ସିନେମା ର ହିରୋ ହେଉଛନ୍ତି ରକି ଭାଇ ।
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର୍ ସୋର୍ ରେ ଭାଇରାଲ ହେଉଥିବା ଭିଡିଓ କୁ ଦେଖି ସବୁ ଲୋକ ମାନେ ହସୁଛନ୍ତି ।ତେବେ ସେହି ବ୍ୟକ୍ତି ଜଣକ ସିନେମା ରେ ଭାବ ବିହ୍ୱଳ ହୋଇ ଆଉ କଣ ସବୁ କହିଛନ୍ତି ,ଆସନ୍ତୁ ଜାଣିବା ।ସେହି ବ୍ୟକ୍ତି ଜଣକ ଖୋଲା ଦେହ ରେ ବସି ପ୍ରଥମେ କେଜିଏଫ୍ ର ଗୀତ ଗାଇଛନ୍ତି । ଏହାପରେ ସେ କହିଛନ୍ତି ଯେ ଯଦି ରକି ଭାଇ ଭାରତ ର ପ୍ରଧାନ ମନ୍ତ୍ରୀ ହେବେ ତାହେଲେ ସମଗ୍ର ବିଶ୍ଵ ରେ ଭାରତ ଏକ ନମ୍ବର ରେ ରହିବ ।
ଏହା ପରେ ସଲାମ କରି କହିଛନ୍ତି ସଲାମ ରକି ଭାଇ । ଏହାପରେ କହିଛନ୍ତି ଯେ ରକି ଭାଇ ଅମର ରହେ। କେଜିଏଫ୍ ର ପ୍ରଥମ ଚାପ୍ଟର ହେଉଛି ଏକ ପ୍ରକାରର ଇମୋସନ୍ ଏବଂ ଏକ ବ୍ଲକ୍ ବାଷ୍ଟର ସିନେମା । ଯଦି କେଜିଏଫ୍ ର ପ୍ରଥମ ଚାପ୍ଟର ଏକ ପଥର ତାହେଲେ କେଜିଏଫ୍ ର ଦ୍ଵିତୀୟ ଚାପ୍ଟର ହେଉଛି ଏକ ପର୍ବତ । ଏହାପରେ ସେ କହିଛନ୍ତି ଯେ ଜୟ ପ୍ରସନ୍ନ ନିଲ୍ ।
ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ , କେଜିଏଫ୍ ସିନେମା ର ଡାଇରେକ୍ଟର ହେଉଛନ୍ତି ପ୍ରସନ୍ନ ନିଲ୍ । ଏହାପରେ କହିଛନ୍ତି ଯେ ଏହା କେବଳ ଏକ ସିନେମା ନୁହଁ ଏଇଟା ହେଉଛି ଏକ ପ୍ରକାରର ଇମୋଷନ । ଆଉ ଏହି ସିନେମା ହେଉଛି ଭାରତ ର ଏକ ଶ୍ରେଷ୍ଠ ସିନେମା । ତେବେ ବର୍ତ୍ତମାନ କେଜିଏଫ୍ ଦେଖିବା ପରେ ବ୍ୟକ୍ତି ଜଣକ ଭାବ ବିହ୍ୱଳ ହୋଇ ଏହିପରି ସବୁ କଥା କହିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।