ତେବେ ଦର୍ଶକ ବନ୍ଧୁ ଏଥି ମଧ୍ୟରେ ଆରମ୍ଭ ହୋଇଯାଇଛି ଟି -20 ବିଶ୍ୱକପ ୨୦୨୧ ଯାହାକି ୟୁଏଇ ଏବଂ ଓମାନରେ ଆୟୋଜିତ ହେବ । ଗୋଟିଏ ପଟେ ଟୁର୍ଣ୍ଣାମେଣ୍ଟର ପ୍ରଥମ ରା-ଉ-ଣ୍ଡ ମ୍ୟାଚ୍ ଖେଳା ଯାଉଥିବା ବେଳେ ଅନ୍ୟ ପଟ ରେ ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଚାଲିଛି । ତେବେ ପ୍ରଥମ ୱାର୍ମ ଅପ୍ ମ୍ୟାଚରେ ଇଂଲଣ୍ଡ କୁ ୭ ୱିକେଟରେ ପ-ରା-ସ୍ତ କରିଛି ଭାରତ। ତେବେ ଇଂଲଣ୍ଡ ସହ ଏହି ୱାର୍ମ ଅପ୍ ମ୍ୟାଚ ଖେଳିବା ପରେ ଏହା ଜଣା ପଡୁଛି ଯେ ଟିମ୍ ଇଣ୍ଡିଆ ରେ ଏହି ୧୧ ଖେଳାଳି ପାକିସ୍ତାନ ବି-ପ-କ୍ଷ ମ୍ୟାଚରେ ଦଳରେ ସ୍ଥାନ ପାଇବାକୁ ଯାଉଛନ୍ତି।
ତେବେ ସୂଚନା ରୁ ଏହା ସ୍ପଷ୍ଟ ହୋଇଛି ଯେ , ଟି -୨୦ ବିଶ୍ୱକପ ରେ ଓପନିଂ ପାଇଁ ରୋହିତ ଶର୍ମାଙ୍କ ସ୍ଥାନ ପ-କ୍କା ହୋଇ ଯାଇଛି । ତେବେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବରେ ରୋହିତଙ୍କ ସହ ଓପନିଂ କୁ ସମ୍ଭାଳିବେ କେ.ଏଲ ରାହୁଲ କିମ୍ବା ଇଶାନ କିସାନ , ଏ ବିଷୟ କୁ ନେଇ ଚ-ର୍ଚ୍ଚା ଲାଗିରହିଛି । ଟିମ୍ କ୍ୟାପଟେନ ବିରାଟ କୋହଲି ମଧ୍ୟ ଓପନିଂ କରିପାରନ୍ତି ବୋଲି ଚ-ର୍ଚ୍ଚା ଚାଲିଛି । କିନ୍ତୁ ସୂଚନା ଯୋଗ୍ୟ କଥା ଏହା ଯେ କୋହଲି ନିଜେ ପ୍ରଥମ ୱା-ର୍ମ ଅପ୍ ମ୍ୟାଚ୍ ପରେ ଏହିଁ କଥା ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ ସହ କେବଳ କେ.ଏଲ୍ ରାହୁଲ ହିଁ ଓପନିଂ କରିବେ ।
ଏହା ସହିତ ଟିମ୍ ଇଣ୍ଡିଆ ର ମଧ୍ୟମ କ୍ରମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଙ୍କ ସ୍ଥାନ ୫ ନମ୍ବରରେ ପ-କ୍କା ହୋଇଛି। ଇଶାନ କିଶନ ଙ୍କ ସ୍ଥାନ ଚତୁର୍ଥ ନମ୍ବରରେ ପ-କ୍କା କରିଛନ୍ତି ।ଏଥି ସହିତ କ୍ୟାପଟେନ କୋହଲି ନିଜେ ତୃତୀୟ ନମ୍ବରରେ ଆସିବେ ବୋଲି କହିଛନ୍ତି । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୬ ନମ୍ବରରେ ଆସିବେ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୭ ନମ୍ବରରେ ଆସି ଦଳ ପାଇଁ ଖେଳିବେ।
ଏହା ସହିତ ବୋ-ଲିଂ ବିଭାଗରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖା ଦେବ। ବୋ-ଲିଂ ବିଭାଗରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ପାଇଁ ସ୍ଥାନ ପୂର୍ବରୁ ସ୍ଥି-ର ହୋଇ ସାରିଛି। ଜଣେ ସ୍ପି-ନ-ର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ବରୁଣ ଚକ୍ରବର୍ତ୍ତୀ ଙ୍କ ମଧ୍ୟରେ ଲ-ଢେ-ଇ ହୋଇ ପରେ । ଏଥି ସହିତ ଭୁବନେଶ୍ୱର କୁମାର ଙ୍କ ପ୍ର-ସ୍ଥା-ନ ସ୍ପ-ଷ୍ଟ ଦେଖାଯାଉଛି ଏବଂ ତାଙ୍କ ସ୍ଥାନ ଶାର୍ଦ୍ଦୁଲ ଠାକୁରଙ୍କୁ ଦିଆଯାଇପାରେ । ଶାର୍ଦ୍ଦୁଲ ଲମ୍ବା ସଟ୍କୁ ବୋ-ଲିଂ କରିପାରିବେ ସେହି କାରଣ ରୁ ତାଙ୍କୁ ଟିମ୍ ରେ ସ୍ଥା-ନ ଦେବାରେ ଅନେକ ସୁବିଧା ଅଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।