ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପତ୍ନୀ ଙ୍କୁ କୁଣ୍ଢେଇ ଶୋଇବାରେ ମିଳିଥାଏ ଏହି ସବୁ ଫାଇଦା ଜାଣନ୍ତୁ କଣ ରହିଛି ବିଶେଜ୍ଞ୍ୟଙ୍କ ମତ।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦିନ ସାରା ପ୍ରତ୍ୟେକ ଲୋକ କାମ କରନ୍ତି ଦିନ ସାରା କାମ କରି କରି ଥକ୍କି ଯାଆନ୍ତି ଆଉ ରାତି ହେଲା ମାନେ ସମସ୍ତଙ୍କ ଶରୀର ଟିକେ ରେଷ୍ଟ ନେବାକୁ ଚାହେଁ ଅର୍ଥାତ୍ ଶୋଇବାକୁ ଚାହେଁ। ସବୁ ଲୋକଙ୍କର ଶୋଇବାର ଶୈଳୀ ଅଲଗା ପ୍ରକାର, କିଏ ଏକାକି ଶୋଇବାକୁ ପସନ୍ଦ କରେ ତ ଆଉ କିଏ ଏକାଠି ଶୋଇବାକୁ। ହେଲେ ପାର୍ଟନର ମାନେ ଏକାଠି ଶୋଇବାକୁ ପସନ୍ଦ କରନ୍ତି, ହେଲେ ଆପଣମାନେ କଣ ଜାଣିଛନ୍ତି କି ପାର୍ଟନର ମାନେ ଏକାଠି ଶୋଇଲେ କଣ ହୋଇଥାଏ।
ବୈଜ୍ଞାନିକ ମାନଙ୍କ ମତରେ ଜଣେଇବା ତେବେ ଏହା ଏକ କୌତୁହଳପୂର୍ଣ୍ଣ ଅଟେ ଯେଉଁ ମାନେ ନିଜର ସାଥି ଙ୍କ ସହିତ ଶୋଇଥାନ୍ତି । ଏହି ଦିନ ରେ ଆମେରିକାର ଏକ ଅନୁସନ୍ଧାନକାରୀ ଟିମ୍ କହିଥିଲେ ଏହି କିଛି ଦିନ ତଳେ ଏକ ହଜାର ଦମ୍ପତୀ ଙ୍କୁ ନେଇ ଏକ ରିସର୍ଚ୍ଚ ହୋଇଥିଲା।ଯେଉଁଥିରେ ୫୦୦ ଶହ ଏମିତି ଦମ୍ପତୀ ରହିଥିଲେ ଯେଉଁ ମାନେ ପସସ୍ପର ଆଲିଙ୍ଗନ କରି ଶୋଇଥାନ୍ତି। ଆଉ ୫୦୦ ଶହ ଅଲଗା ହୋଇ ଶୋଉଥିଲେ।
ତେବେ ଏହିଥିରୁ ଏମିତି କିଛି ରିପୋର୍ଟ ବାହାରିଥିଲା ଜାହା ବର୍ତମାନ ସମୟ ରେ ଚକିତ କରିଛି । ତେବେ ମିଳିଥିଲା ସୂଚନା ଅନୁସାରେ ଯେଉଁ ଲୋକ ମାନେ ଯେଉଁ ଦମ୍ପତି ପରସ୍ପର ସହିତ ଶୋଇଥା’ନ୍ତି, ସେମାନେ ଶାରୀରିକ ଏବଂ ମାନସିକ ସ୍ତରରେ ଅତ୍ୟନ୍ତ ସୁସ୍ଥ ଅଟନ୍ତି । ଆଉ ଯେଉଁ ମାନେ ଦୂରେଇ ଶୋଇଥାନ୍ତି ସେମାନେ କୈଣସି ମାନଶୀକ ରୋଗ ସହିତ ଘେରି ରହିଛନ୍ତି ।ସେହି ପରି ଏହି ଅନୁସନ୍ଧାନ ରୁ ଏହାବି ଦେଖିବା ପାଇଁ ମିଳିଛି କି ଯେଉଁ ମାନେ ଏକାଠୀ ଶୋଇଥାନ୍ତି ସେମାନେ କେବେ କି ଅକୁଟିଆ ଅନୁଭବ କରନ୍ତି ନାହିଁ ।
ଏହା ସହିତ ଏହା ମଧ୍ୟ ଦେଖିବା ପାଇଁ ମିଳିଛି କି ଯେଉଁ ମାନେ ପତ୍ନୀଙ୍କୁ ଆଲିଙ୍ଗନ କରି ଶୋଇଥାନ୍ତି ସେମାନେ ଅଧିକ ଦିନ ଯାଏ ବଞ୍ଚିଥାନ୍ତି । କୁହାଯାଏ କି ଆଲିଙ୍ଗନ କରି ଶୋଇଲେ ରୋଗ ପ୍ରତିରୋଧକ ଶକ୍ତି ବଢେ । ସାଙ୍ଗରେ ଶୋଇବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୁଏ ନାହିଁ କାରଣ ସାଥୀଙ୍କ ସହିତ ଶୋଇବା ମନକୁ ରାତିସାରା ଶାନ୍ତ ରଖେ ।ଏଠାରେ ଆମର ଉଦ୍ଧେଶ୍ୟ ଜ୍ଞାନ ବୃଦ୍ଧି କରିବା ପାଇଁ ଅଟେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।