ପଡ଼ିଲା ବର୍ଷା ଙ୍କ ଅଭିଶାପ ;ଛାରଖାର ହୋଇଗଲେ ଅନୁଭବ ମହାନ୍ତି – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

ପଡ଼ିଲା ବର୍ଷା ଙ୍କ ଅଭିଶାପ । ଏବେ ହିରୋ ରୁ ଜିରୋ ହୋଇଗଲେ ଅନୁଭବ ମହାନ୍ତି। ଏବେଠୁ ଅନୁଭବ ଙ୍କ ଦାଦାଗିରି ବନ୍ଦ। ଛାରଖାର ହୋଇଗଲେ ଅନୁଭବ ମହାନ୍ତି ।ସାଂସଦ ଅନୁଭବ ମହାନ୍ତି ଯିଏ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ତାଙ୍କୁ ନେଇ ଅନେକ ସମୟ ରେ ବିବାଦୀୟ ଚର୍ଚ୍ଚା ଲାଗି ରହିଥାଏ। ଏହା ସହିତ ଅନୁଭବ ଙ୍କ ପାରିବାରିକ କଳହ ସହିତ ସାରା ଓଡ଼ିଶା ପରିଚିତ । ଏଭଳି କ୍ଷେତ୍ର ରେ ପୁଣି ଥରେ ଅନୁଭବ ଙ୍କ ସାଥ ଦେଲାନି ସମୟ । ତେବେ ଅନୁଭବ ଙ୍କ ଦାଦାଗିରି ର ଖିଲାଫ ହୋଇଛି ସମୟ ।

 

ଚଳିତ ବର୍ଷ ଏକ ରୀୟଲିଟି ଶୋ ରେ ଉପସ୍ଥାପକ ଭାବେ ଦାୟିତ୍ଵ ତୁଲାଉ ଥିଲେ ଅନୁଭବ ମହାନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ର ଏକ ଶୋ ଦାଦାଗିରି ହୃଦୟରୁ ର ଉପସ୍ଥାପକ ଥିଲେ ଅନୁଭବ । ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଶୋ ଦାଦାଗିରି ରେ ଏକ ବଡ ଧରଣ ର ପରିବର୍ତନ ହୋଇଛି । ତେବେ ବର୍ତ୍ତମାନ ଏହି ଶୋ ର ନାମ ସହିତ ଏହାର ଉପସ୍ଥାପକ ମଧ୍ୟ ବଦଳି ଛନ୍ତି ।

 

ତେବେ ଏହି ଶୋ ରେ ଅନୁଭବ ମହାନ୍ତି ଙ୍କ ବଦଳ ରେ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅନ୍ୟ ପଟେ ଏହି ଶୋ ର ନାମ ପରିବର୍ତ୍ତନ ହୋଇ ରଖା ଯାଇଛି ” ପ୍ରତିଭା ର ଦାଦାଗିରି ” । ତେବେ ସବୁଠୁ ବଡ କଥା ହେଉଛି ଅନୁଭବ ପୁଣି ଥରେ ହିରୋ ରୁ ଜିରୋ ହୋଇ ଯାଇଛନ୍ତି । 

 

ଅଭିନୟ ,ରାଜନୀତି ଏବଂ ବ୍ୟକ୍ତିଗତ ଜୀବନ ସବୁଥିରେ ଫେଲ ମାରିବା ପରେ ଏବେ ଅନୁଭବ ଙ୍କ ହାତ ରୁ ଚାଲି ଯାଇଛି ଏହି ବଡ ରୀୟଲିଟି ଶୋ । ତେବେ ବର୍ଷା ଙ୍କ ଅଭିଶାପ କାରଣ ରୁ ଅନୁଭବ ଙ୍କ ଏହି ଖରାପ ଦଶା ପଡ଼ିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଅନୁଭବ ଙ୍କ ର ଗୋଟେ ପରେ ଗୋଟେ କ୍ଷତି ହୋଇ ଚାଲିଛି । ତେବେ ବର୍ତ୍ତମାନ ଘରେ ଖାଲି ରେ ବସିଛନ୍ତି ସାଂସଦ ଅନୁଭବ ମହାନ୍ତି ।

 

 ସବୁ ହାରିବା ପରେ ମଧ୍ୟ ନିଜ ଫାନ୍ସ ମାନଙ୍କ ପାଇଁ ଭିଡିଓ ଜାରି କରି ଶାନ୍ତ୍ବନା ଦେବାକୁ ଭୁଲି ନାହାଁନ୍ତି ଅନୁଭବ । ତେବେ ଅନୁଭବ ମହାନ୍ତି ନିଜର  ପ୍ରସଶଙ୍କ ମାନଙ୍କୁ ଧୈର୍ଯ୍ୟ ନ ହରାଇବାକୁ କହିଛନ୍ତି ଏବଂ ଏହା କହିଛନ୍ତି ଯେ ଆଗକୁ କିଛି ଭଲ ହେବାକୁ ଅଛି । ତେବେ ଅନୁଭବ ଙ୍କ ଏହି କଥା ପରେ ଏହା ଚର୍ଚ୍ଚା ହେଉଛି ଯେ ଅନୁଭବ ପୁଣି ଥରେ ବର୍ଷା ଙ୍କୁ ନିଜ ଜୀବନକୁ ଫେରାଇ ଆଣିବେ ବୋଲି ଚିନ୍ତା କରୁଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *