ଏହି ଜାଗାରେ ଏମିତି ଲୁଚିଥିଲା ଗୋବିନ୍ଦ ସାହୁ । ଆସନ୍ତୁ ଦେଖିବା ସେହି Video…

 

ମମୀତା ଙ୍କ ମା-ମ-ଲା ରେ ଗୋବିନ୍ଦ ଙ୍କୁ ନାମ ସା-ମ୍ନା କୁ ଆସିଯିବା ପରେ  ଗୋବିନ୍ଦ ଲୁଚି ଲୁଚି ରହି ଥିଲେ । ତେବେ ସେ ରହୁଥିବା ସ୍ଥାନ ବିଷୟ ରେ ଏବେ ସମ୍ପୂର୍ଣ୍ଣ ତଥ୍ୟ ଟି ସା-ମ୍ନା କୁ ଆସି ଯାଇଛି ଏବଂ ଜଣା ପଡ଼ି ଯାଇଛି ସେ କେଉଁ ସ୍ଥାନ ରେ ଆ-ଶ୍ର-ୟ ନେଇ ରହିଥିଲେ  । ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ।

 

ଗୋବିନ୍ଦ ରାସ୍ତା ଠାରୁ ୫୦ ମିଟର ଦୂର ରେ ଏକ କୁଡ଼ିଆ କରିଥିଲେ ଏବଂ ତାହା ବୁଦା ଗହଳ ମଧ୍ୟରେ ହୋଇଥିଲା ଯାହା ଦ୍ଵାରା କି ତାହା ରାସ୍ତା କୁ ନଜର ଆସୁ ନଥିଲା କି ବାହାରକୁ ଜଣା ପଡି ନଥିଲା । ତେବେ ଗତକାଲି ବଲାଙ୍ଗୀର ପୋ-ଲି-ସ ଆସି ସେହି କୁଡ଼ିଆ ଉପରେ ଚ-ଢା-ଉ କରିଥିଲେ ଏବଂ ସ-ମ-ଗ୍ର ରାଜ୍ୟ ରେ ଚା-ଞ୍ଚ-ଲ୍ୟ ସୃ-ଷ୍ଟି କରିଥିବା ଗୋବିନ୍ଦ ସାହୁ ଯେ କି ମମୀତା ଙ୍କ ହ-ତ୍ୟା କାରି ତାଙ୍କୁ ଏହି ସ୍ଥା-ନ ରେ କାବୁ କରିଥିଲା ।

 

ବର୍ତ୍ତମାନ ଯାହା ଖବର ଆସୁଛି ଗୋବିନ୍ଦ ସାହୁ କିଛି ଦିନ ତଳେ ଟିଟିଲାଗଡ ଥା-ନା ରୁ ଲୁଚି କରି ଡେ-ଇଁ ଫେ-ରା-ର ହୋଇ ଯାଇଥିଲେ ଯେଉଁଥି ପାଇଁ ଗଣ ମା-ଧ୍ୟ-ମ ଠୁ ଆ-ର-ମ୍ଭ କରି ସବୁଠି ଚା-ଞ୍ଚ-ଲ୍ୟ ସୃ-ଷ୍ଟି ହୋଇ ଯାଇଥିଲା ।ମମିତା ଙ୍କ ମା-ମ-ଲା ପାଇଁ ପୋ-ଲି-ସ ୪ ଟି ଟିମ୍ ଗଠନ କରିଥିଲେ ଏବଂ ଗତ କାଲି ୨ ଟି ଟିମ୍ ଆସି  ସେହି କୁଡ଼ିଆ ଉପରେ ଚ-ଢ଼ା-ଉ କରି ଗୋବିନ୍ଦ କୁ କାବୁ କରିଛନ୍ତି ।

 

ତେବେ ସେ ଏକ ଆଖୂ କିଆରୀ ଭିତରେ ଏକ କୁଡ଼ିଆ କରିଥିଲେ ଯାହା କୁ ପାଳ ଏବଂ କାଠି କୁଟା ରେ ତିଆରି ହୋଇଛି ଏବଂ ସେହି କୁଡ଼ିଆ ମଧ୍ୟରେ ଆଶ୍ରୟ ନେଇ ରହିଥିଲେ ଗୋବିନ୍ଦ । କାଲି ଯେତେବେଳେ ସେହି ଆଖୁ କିଆରୀ ମଧ୍ୟରେ ଥିବା କୁଡ଼ିଆ ମଧ୍ୟରୁ ଗୋବିନ୍ଦ କୁ ହେ-ପା-ଜ-ତ ରେ ନେଇଛି ପୋ-ଲି-ସ ସେତେବେଳେ ସ୍ଥାନୀୟ ଲୋକ ମାନେ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଛନ୍ତି ।

 

 ସେଠାରେ ରହୁଥିବା ଲୋକ ମାନେ ବହୁତ୍ ନିରୀହ ଏବଂ ସେମାନେ ଏହା ଜାଣି ପାରିଲେ ନାହିଁ ଯେ ସେହି ସ୍ଥାନ ରେ ଏପରି ଏକ ଲୋକ ରହୁଥିଲା ଯେ କି ଏକ ହ-ତ୍ୟା-କା-ରୀ । ତେବେ ସେହି କୁଡ଼ିଆ ଭିତରେ ତାର ସା-ର୍ଟ ,ପ୍ୟା-ଣ୍ଟ୍ , ଗାମୁଛା , ମା-ସ୍କ , କିଛି ବ୍ୟବହାରିକ ଜିନିଷ , ଟୋପି  ରହିଛି ଏବଂ ଏକ ଖଟ ପଡ଼ିଛି । ସୂ-ତ୍ର ରୁ ଯାହା ଜଣା ପଡ଼ିଛି  ସେହି ନି-କ-ଟ-ସ୍ଥ ଲୋକ ମାନେ ସେଠାରେ ସେ ରହୁଥିବା ବିଷୟ ରେ ଜାଣି ନଥିଲେ ଏବଂ ପୋ-ଲି-ସ କୌଣସି ସ୍ଥାନ ରୁ ଖବର ପାଇ ସେହି ସ୍ଥାନ ରେ ଚ-ଢା-ଉ କରି ହତ୍ୟା କରି ଗୋବିନ୍ଦ ଙ୍କୁ ହେ-ପା-ଜ-ତ ରେ ନେଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *