ଦର୍ଶକ ବନ୍ଧୁ ବର୍ତ୍ତମାନ ରେ ସମୟ ରେ ଏକ ଚଞ୍ଚ୍ଚଲ୍ୟ କର ଖବର ସାମ୍ନା କୁ ଆସିଛି । ଗୋଟେ ମାଆ ନିଜର 8 ବର୍ଷ ର ପୁଅ କୁ ଛାଡି ପର ପୁରୁଷ ସହ ଫେରାର ହୋଇ ଯାଇଛନ୍ତି । ତେବେ ଏହି କଥା ପାଇଁ ତାଙ୍କ ସ୍ଵାମୀ ଏବଂ ପରିବାର ଲୋକ ମାନେ ଅଶାନ୍ତି ରେ ଥିବା ବେଳେ ଅଭିଯୋଗ କରିଛନ୍ତି । ତେବେ ତାଙ୍କର ସ୍ବାମୀ ଏହା କହିଛନ୍ତି ଯେ ,ଗତ ବର୍ଷ ଜୁନ୍ ମାସ ଠାରୁ ମୋ ସ୍ତ୍ରୀ ଆମ ପୁଅ କୁ ନେଇ ବାପ ଘରେ ରହୁଥିଲା ।
ସେ କହିଛନ୍ତି ଯେ ଯଦି ଏପରି କିଛି କାମ କରିବାର ଥିଲା ମୋ ଠୁ ପୁରା ପୁରି ଅଲଗା ହେଇକି କାଇଁ ଏପରି କଲନି । ଏଥିପାଇଁ ଏବେ ଆମ ପରିବାରରେ ସମସ୍ତେ ଅଶାନ୍ତି ଅଛନ୍ତି । ମୋ ମାଆ ଏବେ ବହୁତ୍ କାନ୍ଦୁ ଛନ୍ତି । ଯଦି ଏପରି କିଛି କରିବାର ଥିଲା ମତେ ଗୋଟେ ଥର ତ କହି ବି ପାରିଥାନ୍ତେ ,ହେଲେ ସେତିକି ବି କରି ନାହାଁନ୍ତି ।
ତାଙ୍କ ସ୍ଵାମୀ ଅଭିଯୋଗ ରେ ଏହା ଲେଖିଛନ୍ତି ଯେ ତାଙ୍କ ସ୍ତ୍ରୀ ର ପୂର୍ବରୁ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତି ସହିତ ଆଫ୍ଏୟାର ଥିଲା । ସେ ବର୍ତ୍ତମାନ ଯେଉଁ ପୁରୁଷ ସହିତ ଯାଇଛନ୍ତି ,ସେ ପୁରୁଷ ମଧ୍ୟ ବିବାହିତ ଏବଂ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି । ତାଙ୍କ ସ୍ଵାମୀ କହିଛନ୍ତି ଯେ, ଏସବୁ ବିଷୟରେ ମୁଁ ଆଗରୁ କିଛି ବି ଜାଣି ନ ଥିଲି ।
ତେବେ ଏପରି ଏକ ଅଭାବନୀୟ ଘଟଣା ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ରେ ଥିବା ପ୍ରବୀଣ ମହାପାତ୍ର ଙ୍କ ଘରେ ଦେଖିବାକୁ ମିଳିଛି । ଏପରିକି ତାଙ୍କ ବାହାଘର ଦିନ ହିଁ ତାଙ୍କ ସ୍ତ୍ରୀ ଙ୍କ ପ୍ରଥମ ବନ୍ଧୁ ଫୋନ୍ କରି ସେମାନଙ୍କ ବିଷୟରେ ଜଣାଇ ଥିଲେ । କିନ୍ତୁ ପ୍ରବୀଣ ଏହାକୁ ବିଶ୍ୱାସ ନ କରି ଦାମ୍ପତ୍ୟ ଜୀବନ କୁ ଆଗେଇ ନେଇଥିଲେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।