ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଏବେ ସମ୍ପୃକ୍ତ କଲେଜରେ ପହଞ୍ଚିଛି । ଏବେ ସାମ୍ନାକୁ ଆସିଛି ଗୋବିନ୍ଦଙ୍କ ଗେଷ୍ଟ ହାଉସ ଏବଂ ଗୁପ୍ତ ରାସ୍ତା ଆସନ୍ତୁ ଦେଖିବା ଗୋବିନ୍ଦ ଙ୍କ ରାଜକୀୟ 5 ଷ୍ଟାର ଗେଷ୍ଟ ହାଉସ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଶେଷରେ ମମିତା ମେହେର ଅ-ପ-ହ-ର-ଣ ଓ ନି-ଖୋ-ଜ ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟରେ ପରିଣତ ହେଲା । ମମିତା ମେହେର ନିଖୋଜ ହେବା ଦିନଠାରୁ ତାଙ୍କୁ ମା-ରି ଦିଆ ଯାଇଥିବା ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ପରିସରରୁ ମାଟି ତଳୁ ଏକ ମ-ର ଦେହ ଉଦ୍ଧାର ପରେ ସତରେ ପରିଣତ ହେବାକୁ ଯାଉଛି । ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କଲା ପରେ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅ-ପ-ହ-ର-ଣ ପରେ ଅନ୍ୟତ୍ର ମା-ରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି ।
ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ୭ ଫୁଟ ଗଭୀରତାରେ ଅଧାପୋଡ଼ା ଶ-ବ ମିଳିବା ଏବଂ ଶ-ବ ପାଖରୁ ବ୍ୟବହାର ସାମଗ୍ରୀ ଆଦି ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିିିତ କରୁଛି । ସୂଚନା ଯୋଗ୍ୟ ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ବସ ଯୋଗେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍ରୁ ଓହ୍ଲାଇ ନିଜ ସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ।
ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁ ନଥିଲା । ମମିତା ମେହେରଙ୍କ ବାପା ତାଙ୍କ ଝିଅ ନି-ଖୋ-ଜ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସନସାଇନ୍ ସ୍କୁଲରେ ଦେହବ୍ୟବସାୟ ଭଳି ଅନେକ ଅ-ନୈ-ତି-କ କାର୍ଯ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିରେ କରାଯାଉଥିଲା । ଯାହା ସ-ନ୍ଦେ-ହ କରା ଯାଉଅଛି ମମିତାଙ୍କ ପାଖରେ ଗୋବିନ୍ଦ ଏବଂ ସ୍କୁଲ ସମ୍ପର୍କିତ ଏମିତି କିଛି ଭିଡିଓ ଥିଲା ଯାହାକୁ ନେଇ ଗୋବିନ୍ଦ ଭ-ୟ-ଭୀ-ତ ଥିଲେ । ସ୍କୁଲ ଏବଂ କଲେଜରେ ଗୋବିନ୍ଦ ଶିକ୍ଷାଦାନ ଆଳରେ ନିୟମିତ ରା-କେ-ଟ୍ ଚଳାଇ ଆସୁଥିବା ମମିତା ଜାଣିଥିଲା ଓ ତାର କିଛି ପ୍ର-ମା-ଣ ରଖିଥିଲା ।
ଏଠାକୁ ନେତା ମନ୍ତ୍ରୀମାନେ ଆସି ରାତ୍ରି ଯାପନ କରିବା ଓ ଉକ୍ତ ସ୍କୁଲରେ ଥିବା ଗୁପ୍ତ କୋଠରୀରେ ସବୁ ପ୍ରକାର ବେ-ଆ-ଇ-ନ କାର୍ଯ୍ୟ ହେବା ସହ ଅ-ନୈ-ତି-କ କାର୍ଯ୍ୟ ଚାଲୁଥିଲା । କେବଳ ତାହା ନୁହଁ ମହିଳା ହଷ୍ଟେଲ ଅତି ନିକଟରେ ଏକ ଗେଷ୍ଟ ହାଉସ ମଧ୍ୟ ଅଛି । ଏବେ ହଷ୍ଟେଲ ସହ ସଂଯୋଗ କରୁଥିବା ଏକ ଗୁପ୍ତ ରାସ୍ତା ମଧ୍ୟ ବର୍ତମାନ ସାମ୍ନାକୁ ଆସିଛି । ବୋଧହୁଏ ଯାହାର ପ୍ରମାଣ ମ-ର ମମିତା ନିକଟରେ ଥିଲା । ଏହାକୁ ନେଇ ଗୋବିନ୍ଦଙ୍କୁ ମମିତା ଚ୍ୟାଲେଞ ମଧ୍ୟ ଦେଇଥିଲେ । ନି-ର୍ଯ୍ୟା-ତ-ନା ପରେ ମଧ୍ୟ ମମିତାଙ୍କ ପାଖରୁ କୌଣସି ତଥ୍ୟ ହାସଲ କରି ନ ପାରି ତାଙ୍କୁ ମା-ରି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ ତ-ଦ-ନ୍ତ କରି ଦୋ-ଷୀଙ୍କୁ କଠୋର ଦ-ଣ୍ଡ ବିଧାନ କରିବାପାଇଁ ସମସ୍ତେ ଦାବି କରୁଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।