ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପୁଣି ଓଡିଶାକୁ ମାଡି ଆସୁଛି ମେଗି , ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣୀ ଜାରି ! ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ସୂଚନା ମୁତାବକ ମାଡି ଆସୁଛି ବାତ୍ୟା ” ମ୍ୟାଗି ” । ତେବେ ଏହା ଦ୍ଵାରା ଓଡିଶା ର ୧୦ ଜିଲ୍ଲା କୁ ବର୍ଷା ପବନ ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୦ ଜିଲ୍ଲା ପ୍ରତି ୟେଲୋ ୱାର୍ଣୀ ଜାରି କରା ଯାଇଛି ।
ବର୍ତ୍ତମାନ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ମୁଣ୍ଡ ଫଟା ଖରା ସହ ଅସହ୍ୟ ଗୁଳୁଗୁଳି ର ପ୍ରଭାବ ଅନୁଭୂତ ହେଉଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା ରେ ବର୍ଷା ପବନ ହେବାର ସମ୍ଭାବନା ରହିଛି ।ତେବେ ଏଥିପାଇଁ ବର୍ତ୍ତମାନ ୟେଲୋ ୱାର୍ଣୀ ଜାରି ହୋଇଥିବା 10 ଜିଲ୍ଲା ଗୁଡ଼ିକ ହେଉଛନ୍ତି ; ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ,ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଓ ବାଲେଶ୍ଵର ।
ତେବେ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଫିଲିଫାନସ ରେ ୬ ଦିନ ହେବ ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟା ମ୍ୟାଗି ତାଣ୍ଡବ ରଚୁଛି । ତେବେ ସେଠାରେ ୧୩୮ ଜଣଙ୍କ ଲୋକ ଙ୍କ ମୃ-ତ୍ୟୁ ହୋଇଥିବା ଜଣାପଡିଛି ।
ତେବେ ଏହି ବାତ୍ୟା ପ୍ରଭାବ ରେ ଫିଲିଫାନସ ରେ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗ ରେ ପବନ ବହିଥିଲା । ଏହା ପ୍ରଭାବ ରେ ଛାତ ବିଜୁଳି ଖୁଣ୍ଟ , ଗାଡ଼ି ଆଦି ଉଡ଼ିଯାଇଥିଲା ଏବଂ ରାସ୍ତା ଘାଟ ଓ ଘରେ ପାଣି ପଶିଯାଇଥିଲା ।ଚଳିତ ବର୍ଷ ବର୍ଷ ର ପ୍ରଥମ ଝଡ଼ ରୂପେ ମ୍ୟାଗି ଫିଲିଫାନସ୍ ରେ ଧକା ହୋଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।