ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଖେଳ ପ୍ରେମୀ ମାନଙ୍କ ପାଇଁ ଆସିଲା ଖୁସିର ଖବର । ଏଣିକି ଜିଓ ୟୁଜର୍ସ ଓ Airtel ୟୁଜର୍ସ ଦେଖିପାରିବେ ମାଗଣା ଟି-୨୦ ବିଶ୍ୱକପ୍ ମ୍ୟାଚ୍ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସରିଲା ପ୍ରତୀକ୍ଷା,ରବିବାରଠାରୁ ଟି-୨୦ ବିଶ୍ୱକପ୍ । ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କ ଦୀର୍ଘ ଅପେକ୍ଷାର ଆଜି ଅନ୍ତ ହେବାକୁ ଯାଉଛି । ଭାରତର କ୍ରିକେଟ୍ ପ୍ରଶଂସକମାନେ ଚଳିତ ବର୍ଷ ପ୍ରେକ୍ଷାଳୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ର ମଜା ଉପଭୋଗ କରିପାରିବେ । କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ଅହମ୍ମଦାବାଦ ସମେତ ୩୫ ଟି ସହରର ୭୫ ଟି ସିନେମା ହଲରେ ଟି-୨୦ ବିଶ୍ୱକପ୍ ମ୍ୟା-ଚ୍ ବଡ଼ ପରଦାରେ ପ୍ରଦର୍ଶିତ ହେବ । ତେବେ ଏହା ଛଡା ଷ୍ଟାର୍ ନେଟୱାର୍କ ପାଖରେ ଟି-୨୦ ବିଶ୍ୱକପ୍ ର ଲାଇଭ୍ ଟେଲିକାଷ୍ଟ ଦେଖାଇବାର ଅଧିକାର ଅଛି । ଭାରତରେ ଲାଇଭ୍ ଟେଲିକାଷ୍ଟ ଷ୍ଟାର ନେଟୱାର୍କ ଚ୍ୟାନେଲରେ ଚାଲିବ । ଭାରତୀୟ ଉପମହାଦେଶ, ଶ୍ରୀଲଙ୍କା, ଭୁଟାନ, ବାଂଲାଦେଶ ଓ ମାଲଦ୍ୱୀପ ବ୍ୟତୀତ ଏହି ମ୍ୟାଚଗୁଡ଼ିକର ଲାଇଭ ଟେଲିକାଷ୍ଟ ଅନ୍ୟ ଦେଶରେ ମଧ୍ୟ ସମାନ ନେଟୱାର୍କରେ ପ୍ରଦର୍ଶିତ ହେବ ।
ଫ୍ୟାନ୍ ଷ୍ଟାର୍ ସ୍ପୋର୍ଟସ୍ ୧ ଷ୍ଟାର୍ ସ୍ପୋର୍ଟସ୍ ୧ ଏଚ୍ ଡି, ଷ୍ଟାର୍ ସ୍ପୋର୍ଟସ୍ ୧ ହିନ୍ଦୀ ଷ୍ଟାର୍ ସ୍ପୋର୍ଟସ୍ ୨ ଷ୍ଟାର୍ ସ୍ପୋର୍ଟସ୍ ୨ ଏଚ୍ ଡି, ଷ୍ଟାର୍ ସ୍ପୋର୍ଟସ୍ ୨ ଏଚ୍ ଡି, ଓ ଷ୍ଟାର୍ ସ୍ପୋର୍ଟସ୍ ୨ ହିନ୍ଦୀ ଚ୍ୟାନେଲରେ ସମସ୍ତ ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ । ଏହା ବ୍ୟତୀତ, ଆପଣ ଡିସ୍ନି ହଟଷ୍ଟାର୍ ଆପରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ । ଆସନ୍ତୁ ଜାଣିବା ଏହାର ପ୍ଲାନ୍ ଗୁଡ଼ିକ ସଂପର୍କରେ।
*୪୯୯ ଟଙ୍କା ମୂଲ୍ୟର ଜିଓ ରିଚାର୍ଜ ପ୍ଲାନ : ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ୩ ଜିବି ଡାଟା/ ଦିନ + ୬ ଜିବି ଅତିରିକ୍ତ ଡାଟା, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସଏମଏସ ଏବଂ ଜିଓ ଆପ୍ସକୁ ପ୍ରବେଶ ଅନ୍ତର୍ଭୁକ୍ତ । ରିଚାର୍ଜ ପ୍ଲାନର ବୈଧତା ୨୮ ଦିନର ରହିବ ।
*୬୬୬ ଟଙ୍କା ମୂଲ୍ୟର ଜିଓ ରିଚାର୍ଜ ପ୍ଲାନ: ଲାଭ ମଧ୍ୟରେ ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ୨ ଜିବି ଡାଟା / ଦିନ, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସ୍ଏମ୍ଏସ୍ ଏବଂ ଜିଓ ଆପ୍ସର ସୁବିଧା ଅନ୍ତର୍ଭୁକ୍ତ ରହିଛି । ରିଚାର୍ଜ ପ୍ଲାନର ବୈଧତା ରହିଛି ୫୬ ଦିନ।
*୮୮୮ ଟଙ୍କା ମୂଲ୍ୟର ଜିଓ ରିଚାର୍ଜ ପ୍ଲାନ:- ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ୨ ଜିବି ଡାଟା / ଦିନ + 5 ଜିବି ଅତିରିକ୍ତ ଡାଟା, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସଏମଏସ ଏବଂ । ରିଚାର୍ଜ ପ୍ଲାନର ବୈଧତା ୮୪ ଦିନ ଅଟେ ।
*୨ ହଜାର ୫୯୯ ଟଙ୍କା ଜିଓ ରିଚାର୍ଜ ପ୍ଲାନ: ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ୨ ଜିବି ଡାଟା / ଦିନ + ୧୦ ଜିବି ଅତିରିକ୍ତ ଡାଟା, ମାଗଣା ଭଏସ୍ କଲ୍, ଦୈନିକ ଶହେ sms ରହିଛି । ରିଚାର୍ଜ ବୈଧତା ହେଉଛି ୩୬୫ ଦିନ ।
*ଜିଓ ଏଡ୍-ଅନ୍ ରିଚାର୍ଜ ପ୍ଲାନ ୫୪୯ ଟଙ୍କା: ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍, ୧.୫ ଜିବି ଡାଟା / ଦିନ ଏବଂ ଜିଓ ଆପ୍ସକୁ ପ୍ରବେଶ ଅନ୍ତର୍ଭୁକ୍ତ । ରିଚାର୍ଜ ବୈଧତା ୫୬ ଦିନ ଅଟେ
Airtel ମଧ୍ୟ ଏହି ଉପାୟରେ ଦେଖିପାରିବେ । Airtel Thanks App ରେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।