୨୫୦ ଟଙ୍କା ବିନିଯୋଗରେ ପାଆନ୍ତୁ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । 

ଖୋଲନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା । ଏହି ସ୍କିମରେ ଝିଅ ଥିଲେ ମିଳିବ ଫାଇଦା । ୨୫୦ ଟଙ୍କା ବିନିଯୋଗରେ ପାଆନ୍ତୁ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖୋଲନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା । ଏହି ସ୍କିମରେ ଝିଅ ଥିଲେ ମିଳିବ ଫାଇଦା । ୨୫୦ ଟଙ୍କା ବିନିଯୋଗରେ ପାଆନ୍ତୁ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ସୁକନ୍ୟା ଖାତାଧାରୀ ଙ୍କ ପାଇଁ ଆସିଲା ଖୁସିର ଖବର । ଝିଅ ମାନଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା । ଯଦି ଆପଣ ନିଜ ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ସ୍ଵତନ୍ତ୍ର ସଞ୍ଚିତ ଯୋଜନା ପାଇଁ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ହୋଇ ସାରିଛି । ଏବେ ଆପଣ ଜାଣି ରଖନ୍ତୁ ଏହି ତ୍ରୟମାସିକ ଖାତାଧାରୀ କେତେ ପରିମାଣର ସୁଧର ଲାଭ ଉଠାଇବେ । 

 

ଛୋଟ ସଞ୍ଚୟ ଯୋଜନା ପାଇଁ ସରାକର ଏଥର କୌଣସି ପରିବର୍ତ୍ତନ କରି ନାହାନ୍ତି । ଏପ୍ରିଲ ଓ ଜୁନ କ୍ଵାଟର ରେ ଗ୍ରାହକଙ୍କୁ ପୁରୁଣା ଦର ରେ ହିଁ ସୁଧା ର ଫାଇଦା ମିଳିବ । ମାତ୍ର ୧୫ ବର୍ଷ ଏହି ଟଙ୍କା ଜମା କରିବାକୁ ପଡିବ । ଏହି ସ୍କିମ ର ସବୁଠାରୁ ଭଲ କଥା ହେଉଛି ଆପଣଙ୍କୁ ୨୧ ବର୍ଷ ଯାଏଁ ଟଙ୍କା ଜମା କରିବାକୁ ପଡିବ ନାହି । ଆକାଉଣ୍ଟ ଖୋଲିବା ଠାରୁ ୧୫ ବର୍ଷ ଯାଏଁ ଟଙ୍କା ଜମା କରିବାକୁ ଅପଡିବ । ଝିଅକୁ ୨୧ ବର୍ଷ ଯାଏଁ ହେବା ଯାଏଁ ସେହି ଟଙ୍କାର ସୁଧ ମିଳିବ । ଏବେ ସରକାର ଏହି ସ୍କିମ ଖାତାଧାରୀ ଙ୍କୁ ୭.୬ ପ୍ରତିଶତ ହାର ରେ ସୁଧରେ ଲାଭ ପାଇ ପାରିବେ ।

 

ଏହି ସୁଧ ଦରକୁ ସରାକର ୩ ମାସ ପରେ ପୁର୍ନବାର ରିଭାଇଜ କରିବେ । ଏହି ଯୋଜନାରେ ମାତ୍ର ୨୫୦ ଟଙ୍କା ଜମା କରିବାକୁ ପଡିବ । ସର୍ବାଧିକ ଦେଢ ଲକ୍ଷ ଟଙ୍କା ଯାଏଁ ଡିପୋଜିତ କରି ପାରିବେ ଏହି ଯୋଜନାରେ । ତେବେ କେନ୍ଦ୍ର ସରକାରଙ୍କର ଏହା ଏକ ଲୋକପ୍ରିୟ ସ୍କିମ । ଯେଉଁ ଠାରେ ଆପଣ ନିଜ ଝିଅ ପାଇଁ ୧୫ ଲକ୍ଷ ଟଙ୍କା ଜମା କରି ପାରିବେ । ପୋଷ୍ଟ ଅଫିସ ବା ବ୍ୟାଙ୍କରେ ଖୋଲି ପାରିବେ ଖାତା । ଏହି ଯୋଜନାରେ ଆପଣ ନିଜ ଝିଅର ଖାତା ପୋଷ୍ଟ ଅଫିସରେ ଖୋଲି ପାରିବେ । 

 

ବ୍ଯାଙ୍କ ବା ପୋଷ୍ଟ ଅଫିସରେ ଝିଅ ଓ ବାପା ମାଙ୍କର ପରିଚୟ ପାତ୍ର ଜମା କରିବାକୁ ପଡିଥାଏ । ଏହି ସରକାରୀ ସ୍କିମରେ ଯଦି ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ଡିପୋଜିତ କରନ୍ତି ବା ବର୍ଷକୁ ଆପଣ ୩୬ ହଜାର ଟଙ୍କା ଡିପୋଜିଟ କରନ୍ତି ତେବେ ଆପଣଙ୍କୁ ସୁଧା ୭.୬ ପ୍ରତିଶତ ହାରରେ ମିଳିବ । ଏଭଳି ଭାବରେ ୨୧ ବର୍ଷ ଯାଏଁ ଏହା ପାଖାପାଖି ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ହୋଇଯିବ । ଏବେ ହିଁ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲି ନିଅନ୍ତୁ ଯାହା ଦ୍ଵାରା ଆପଣ ଉପକୃତ ହୋଇ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *