ନାଗକୁ ମାରି ଦେଇଥିଲେ ଏବେ ନାଗୁଣୀ ନେଉଛି ଏମିତି ଭୟଙ୍କର ପ୍ରତିଶୋଧ | ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନାଗୁଣୀ ନେଲା ବଦଲା । ସାତ ଥର କାମୁଡ଼ା ରେ ମ-ରି-ନା-ହିଁ ଲୋକ । ଆସନ୍ତୁ ଜାଣିବା ପୁରା ଘଟଣା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ବ୍ୟକ୍ତି ନାଗ କୁ ମା-ରି-ଥି-ଲେ । ସାତ ଥର ନାଗୁଣୀ କାମୁଡି ସାରିଲାଣି । କୌଣସି ଫିଲ୍ମ୍ ଠାରୁ ଘଟଣା ଟି କମ୍ ନୁହେ । ଓଡ଼ିଆ ହେଉ କିମ୍ବା ହିନ୍ଦୀ କୌଣସି ଚଳଚ୍ଚିତ୍ର ରେ ନାଗ ନାଗୁଣୀ ପ୍ରତିଶୋଧ ନେଉଥିବା ଆପଣ ଦେଖିଥିବେ । ଏହିପରି ଅନେକ ଫିଲ୍ମ୍ ଓଲିଓଡ ଓ ବଲିଓଡ ରେ ତିଆରି ହୋଇ ସାରିଛି । ଏହାକୁ ଦେଖିବା ପାଇଁ ଦର୍ଶକ ମାନେ ଭଲ ମଧ୍ୟ ପାଆନ୍ତି । 

 

ଫିଲ୍ମ୍ ଦୁନିଆ ରେ ମନୋରଞ୍ଜନ ର ମାହାଲ୍ ସୃଷ୍ଟି କରୁଥିବା ନାଗ ନାଗୁଣୀ ର ପ୍ରତିଶୋଧ ର କାହାଣୀ ଅପେକ୍ଷା ବାସ୍ତବ ରେ ଏହା ଅତ୍ୟନ୍ତ ଭୟଙ୍କର ହୋଇ ଥାଏ ।  ଉତ୍ତରପ୍ରଦେଶ  ର ରାମପୁର ରେ ଏହିପରି ଘଟଣା ଘଟିଛି । ଏଠାରେ ନାଗ କୁ ହ-ତ୍ୟା କରିବା ପରେ ନାଗୁଣୀ ପ୍ରତିଶୋଧ ପରାୟଣ ହୋଇ ପଡିଛି । ନାଗ ସାପ କୁ ହ-ତ୍ୟା କରିଥିବା ବ୍ୟକ୍ତି ଙ୍କୁ ନାଗୁଣୀ ପ୍ରାୟତଃ  ସାତ ଥର କାମୁଡି ସାରିଲାଣି । 

 

ଏହି ଘଟଣା ସାମ୍ନା କୁ ଆସିବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ରାମପୁର ଜିଲ୍ଲା ମିର୍ଜାପୁର ଗ୍ରାମ ର ବବୁଲୁ ଏକ ଫାର୍ମ ରେ କାମ କରନ୍ତି । ଗତ ସାତ ମାସ ପୂର୍ବେ ଏକ ନାଗ ନାଗୁଣୀ ଙ୍କୁ ସାମ୍ନା କରିଥିଲେ । ବବୁଲୁ ନିଜାମ୍ କୁ ବଞ୍ଚାଇ ବାକୁ ଯାଇ ନାଗ ଏକ ବାଡି ରେ ପିଟି  ମା-ରି ଦେଇଥିଲେ । ମାତ୍ର ନାଗୁଣୀ ଟି ବଞ୍ଚି ଯାଇଥିଲା । 

 

ତେଣୁ ନିଜ ସାଥୀ ନାଗ ର ମ-ର-ଣ ର ପ୍ରତିଶୋଧ ନେବାକୁ ଆରମ୍ଭ କରିଥିଲେ । ଫିଲ୍ମ୍ କାହାଣୀ ଭଳି ଯେତେ ଥର ନାଗୁଣୀ ସାମ୍ନା ରେ ଆସିଥିଲେ ସେତେ ଥର କାମୁଡି ଥିଲେ । ଠିକ୍ ସମୟ ରେ ଚିକିତ୍ସା ଯୋଗୁଁ ବଞ୍ଚି ଯାଇଥିଲେ । ଏହି ପରି ଭାବରେ ବାରମ୍ବାର କାମୁଡି ଥିଲା । ସାତ ଥର କାମୁଡି ଥିଲେ ମଧ୍ୟ ସେ ବଞ୍ଚି ଯାଇଥିଲେ । ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *