ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମାଇଁ ସହିତ ଭଣଜା ର ବାହାଘର ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଗୋଟିଏ ସମ୍ପର୍କ ଯାହା କି ଭଗବାନ ଉପରୁ ତିଆରି କରି ପଠେଇ ଛନ୍ତି।ଯେମିତି କି ବାପା, ମା, ଭାଇ, ଭଉଣୀ ସଦା ସର୍ବଦା ନିଜର ହୋଇଥାନ୍ତି ତା ପିଲା ଟି ଯେତେବେଳେ ତାର ବାଲ୍ୟ ଅବସ୍ଥା ଶେଷ କରି ଗୋଟିଏ ସାଧାରଣ ନାଗରିକ ରେ ପରିଣତ ହୋଇଥାଏ ସେତେବେଳେ ସିଏ ଜଣଙ୍କୁ ତାର ଜୀବନ ସାଥି ବୋଲି ମାନି ନେଇ ତାଙ୍କୁ ହିଁ ପ୍ରେମ କରିଥାନ୍ତି । ସେହି ପ୍ରେମ କୁ ପାଇବା ପାଇଁ ସତ ଚେଷ୍ଟା କରିଥାନ୍ତି।
ସତ କହିବା ପାଇଁ ଗଲେ ସତ ପ୍ରେମ ଆମର ,ପ୍ରେମ ଆଗରେ ସବୁ କିଛି ହାର ମାନି ଯାଇଥାଏ ।ପ୍ରେମ ସାସ୍ୱତ ପ୍ରେମ ଅମର ।ଯେତେବେଳେ ଗୋଟିଏ ପ୍ରେମ କୁ ସତ କରିବା ପାଇଁ ବାହାଘର ହୋଇଥାଏ ସେତେବେଳେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମ ର ସେଥି ବୋଲି ମାନି ନେଇଥାନ୍ତି । ମାଟି,ପାଣି,ଅଗ୍ନି ,ବାୟୁ,ଆକାଶ ଏହି ଭଳି ପାଞ୍ଚ ଭୂତ ଙ୍କୁ ସାକ୍ଷୀ ରଖି ସେହି ଦୁହେଁ ସାତ ଜନ୍ମ ପାଇଁ ହାତ ଧରିଥାନ୍ତି । କିନ୍ତୁ ପ୍ରେମ ରେ କିଛି ଜଣ ଜିତି ଯାଇଥିବା ବେଳେ କିଛି ଜଣ ହାରି ଯାଇଥାନ୍ତି ।
ସାଧାରଣତଃ ଭଣଜା ଓ ମାଇଁ ଙ୍କ ସମ୍ପର୍କ ବହୁତ୍ ହିଁ ଭଲ ସମ୍ପର୍କ ସେହି ସମ୍ପର୍କ ରେ ପ୍ରେମ ଭୋରି ହୋଇ ଥାଏ । ସେ ଯୁଗରେ ଭଗବାନ୍ କୃଷ୍ଣ ଓ ରାଧା ଙ୍କ ର ପ୍ରେମ କାହାଣୀ ବୃନ୍ଦାବନ ରେ ହୋଇ ଚୋଇ ସୃଷ୍ଠି କରିଥିଲା ସେ ସମୟର ତାଙ୍କ ନାମ ର ଅମରତ୍ଵ ପ୍ରେମ ହୋଇଥିଲା ଭଣଜା ଓ ମାଇଁ ଙ୍କ ର । ଆଜି ଏହି କଳି ଯୁଗ ରେ ସେହି ଭଳି ଏକ ବିଚିତ୍ର ଦୃଶ୍ୟ ଦେଖିବା ପାଇଁ ମିଳିଛି ।ତେବେ ବର୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରୁଚି ଯେଉଁଥିରେ ଭଣଜା ମାଇ ଙ୍କ ସହିତ ରୋମାନ୍ସ କରିବା ନଜର ରେ ଆସିଛନ୍ତି ।
ଏହା ଜାଣିପାରିଥିଲା ମାମୁ ଓ ମାମୁ ଘର ଲୋକ । ଯାହା ଫଳରେ ମାଇ ଙ୍କ ସହିତ ଭଣଜା ର ହୋଇଗଲା ବିବାହ । ଏହି ଭିଡିଓ ଟି ଅନେକ ଲୋକ ମଧ୍ୟ ଦେଖିଛନ୍ତି । ଭିଡିଓ ରେ ଦେଖା ଯାଇଛି ଯେ ଭଣଜା ମାଇ ଙ୍କୁ ଭିଡ଼ି ନେଇ ଏକ ଘର କୋଣ ରେ ରୋମାନ୍ସ କରୁଚି । ଆଜି କାଲି ସମୟ ରେ ଉଭୟ ମହିଳା ଓ ପୁରୁଷ ବୟସ କୁ ଭ୍ରୁକ୍ଷେପ ନ କରି ଅନେକ ଭୁଲ କରି ବସିଛନ୍ତି ।ତେବେ ଏହି ଭିଡିଓ କେଉଠିକାର ଜଣା ପଡିନାହିଁ ।ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।