ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ ! ତାଲିକାରୁ ହଟିବ ଏସବୁ ଲୋକଙ୍କ ନାମ,ଜାଣନ୍ତୁ। 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାସନ କାର୍ଡକୁ ନେଇ ବର୍ତ୍ତମାନ କେଉଁ ନୂଆ ନିୟମ ଲାଗୁ ହୋଇଛି ଏବଂ ଏଥର ତାଲିକା କୁ କେଉଁ ମାନଙ୍କର ନାମ କଟାଯିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ରାସନ କାର୍ଡର ହିତାଧିକାରୀ ମାନଙ୍କ ପାଇଁ ସାମ୍ନା କୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ତେବେ ଦର୍ଶକ ବନ୍ଧୁ ସରକାର ବର୍ତ୍ତମାନ ରାସନ୍ କାର୍ଡ କୁ ନେଇ କଣ ସବୁ ଘୋଷଣା କରିଛନ୍ତି ,ଆସନ୍ତୁ ଜାଣିବା ।ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ବର୍ତ୍ତମାନ ରାସନ କାର୍ଡ ର ନିୟମରେ ପରିବର୍ତ୍ତନ ଆଣୁଛି ।

 

ବର୍ତ୍ତମାନ ସରକାର ଏହା ଘୋଷଣା କରିଛନ୍ତି ଯେ ,ମାଗଣା ରାସନ ର ଅବଧି କୁ ବୃଦ୍ଧି କରାଯିବ । ମିଳିଥିବା ସୂଚନା ଅନୁଯାୟୀ ,ସରକାରୀ ରାସନ ଦୋକାନ ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ତେବେ ନୂଆ ବ୍ୟବସ୍ଥାରେ କଣ ଘଟିବ ଚାଲନ୍ତୁ ଜାଣିବା…

 

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ , ଦେଶ ରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି।  ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଥିବା ଅନେକ ଲୋକ ମାନେ ସେମାନଙ୍କ ମଧ୍ୟରେ ରହିଛନ୍ତି । ତେବେ ବର୍ତ୍ତମାନ ଏଥିପାଇଁ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

 

ବର୍ତ୍ତମାନ ମାନକରେ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ତେବେ ରାଜ୍ୟ ମାନଙ୍କ ଦ୍ଵାରା ଦିଆ ଯାଇଥିବା ପରାମର୍ଶ ଦ୍ଵାରା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ କରା ଯାଉଛି । ତେବେ ଏହି ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ମାନେ ହିଁ ଏହି ସୁବିଧା ପାଇ ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.