କରୋନା ପାଇଁ ପୁଣି ବନ୍ଦ ହୋଇଯିବ ସବୁ ସ୍କୁଲ କଲେଜ ! ସରକାରଙ୍କର ବଡ ନିଷ୍ପତି – ଜାଣନ୍ତୁ କେବେ ଠାରୁ ?

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କରୋନା ପାଇଁ ପୁଣି ବନ୍ଦ ହୋଇଯିବ ସବୁ ସ୍କୁଲ କଲେଜ ! ଜାଣନ୍ତୁ ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦିଲ୍ଲୀ ରେ ଲଗାତାର ଭାବରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବର୍ତ୍ତମାନ ଚିନ୍ତା ବଢିଛି । ଗାଜିଆବାଦରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ।ତେବେ ବର୍ତ୍ତମାନ ରେକର୍ଡ ରୁ ଜଣା ପଡ଼ିଛି ଯେ , ଦିଲ୍ଲୀ ରେ ସଂକ୍ରମଣ ତିନି ଗୁଣ ବୃଦ୍ଧି ପାଇଛି ।

 

 ତେବେ ବର୍ତ୍ତମାନ ବୃଦ୍ଧି ପାଉଥିବା କରୋନା ମାମଲା କୁ ଆଖି ରେ ରଖି ଆସନ୍ତା ବୁଧ ବାର ଦିନ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ର ଏକ ବୈଠକ ବସିବ। ତେବେ ଏଥିରେ କରୋନା ସଂକ୍ରମଣ ଉପରେ ଆଲୋଚନା ହେବ ଏବଂ କୌଣସି ନିଷ୍ପତି ନିଆଯିବ ।ତେବେ ଗତ କିଛି ଦିନ ହେବ ରାଜଧାନୀରେ ଅନେକ ସ୍କୁଲ ଛାତ୍ର ଓ ଶିକ୍ଷକମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

 

 

ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସ୍କୁଲ ସଂପୂର୍ଣ୍ଣ ଭାବରେ ବନ୍ଦ ହେବ ନାହିଁ । ଅନ୍ୟ ପଟେ ଆଜି ଦେଶ ରେ ୨,୦୬୭ କରୋନା ସାମ୍ନା କୁ ଆସିଛି । ତେବେ ଗତକାଲି ତୁଳନାରେ ସଂକ୍ରମଣ ୬୫.୭ ପ୍ରତିଶତ ବଢ଼ିଛି ଏବଂ 24 ଘଣ୍ଟା ମଧ୍ୟରେ ୪୦ ଜଣଙ୍କର ଜୀବନ ଚାଲି ଯାଇଛି । ତେବେ ଦେଶ ରେ ଯଦି ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ବହୁତ ଶିଘ୍ର ସବୁ ସ୍କୁଲ କଲେଜ ବନ୍ଦ ହୋଇପାରେ  ।

 

 ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published.