ଭାଇରଲ ହେଉଛି ବଲିଉଡ୍ ର ମହାନ ଡ଼ାଇରେକ୍ଟର ଙ୍କର ଭଉଣୀଙ୍କର ଏହି ବ୍ୟକ୍ତିଗତ ଭିଡ଼ିଓ । ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରଲ ହେଉଛି ବଲିଉଡ୍ ର ମହାନ ଡ଼ାଇରେକ୍ଟର ଙ୍କର ଭଉଣୀଙ୍କର ଏହି ବ୍ୟକ୍ତିଗତ ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଏବେ କିଛି ଦିନ ହେବ ବଲିଉଡ ର କଥା ଅନେକ ଚର୍ଚ୍ଚା ର କାରଣ ପାଲଟିଛି।  ବଲିଉଡର ଫିଲ୍ମ ଜଗତ ର “କଲିଯୁଗ” ଚଚିତ୍ର ଆପଣ ପ୍ରାୟେ ଦେଖିଥିବେ । ଯେଉଁଥିରେ ଏକ ଗୀତ ଅନେକ ଚର୍ଚ୍ଚା ଯାଇଥିଲା ଜୀୟା ଧଡକ ଧଡକ ଯଦି ଫିଲ୍ମ ମନେ ଅଛି ତ ଫିଲ୍ମ ର କଳାକାର ଙ୍କୁ ବି ଆପଣ ନିହାତି ଭାବେ ଦେଖି ଥିବେ ।  ଶାହା ଅଲି ଖାଁକୁ ସ୍ୱାମୀ ସହ ଦେଖିବାକୁ ମିଳିଥିଲେ । ସୁରି କଳିଯୁଗ ଫିଲ୍ମ ରେ ନିଜର ସୁନ୍ଦର ଅଭିନୟ ଦ୍ବାରା ଲୋକଙ୍କର ମନକୁ ଜିଣି ପାରିଥିଲେ।

 

କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ସୁରି ବଲିଉଡରେ ରହି ପାରି ନଥିଲେ । ମୋହିତ ସୁରିଙ୍କର ଭଉଣୀ ହେଉଛନ୍ତି ସୁରି ଯାହା ଆମେ ମାନେ ହୁଏତ ପୂର୍ବରୁ ଜାଣି ନଥିଲେ କିନ୍ତୁ ସ୍ମାଇଲ ସୁରି ଫିଲ୍ମ ଡ଼ାଇରେକ୍ଟର ମୋହିତ ସୁରିଙ୍କର ଭଉଣୀ ଅଟନ୍ତି ବୋଲି ଶୁଣିବାକୁ ମିଳିଛି ।ତେବେ ସ୍ମାଇଲ ସୁରି ଫିଲ୍ମ ରୁ ବାହାରି ଯିବା ପରେ ତାଙ୍କ ସମ୍ପର୍କରେ କେହି ସଠିକ ଖବର ରଖି ନଥିଲେ । କିଛି ଦିନ ତଳେ ତାଙ୍କ ବିବାହ ର ଖବର ବେଶ ଚର୍ଚାରେ ରହିଥିଲା କିନ୍ତୁ କିଛି ଦିନ ପରେ ତାଙ୍କ ସମ୍ପର୍କ ରେ କାହାରି ପାଖ ରେ କୌଣସି ବି ଖବର ନଥିବାର ଜଣା ପଢିଥିଲା। 

 

କିନ୍ତୁ ବର୍ତମାନ ସ୍ମାଇଲ ସୁରି ଏକ ଭିଡ଼ିଓକୁ ନେଇ ଖୁବ ଚର୍ଚାରେ ରହିଛନ୍ତି । ଏହି ଭିଡିଓ ରେ ପୋଲୋ ଡ୍ୟାନ୍ସ  କରୁଥିବାର ତାଙ୍କୁ ଦେଖିବାକୁ ମିଳିଛି । ବିଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏପରି ଏକ ଖବର ଭାଇରଲ ହୋଇଛି ଯାହା କି ଭିଡ଼ିଓ ରେ ସ୍ମାଇଲ ସୁରି ପୋଲୋ ଡ୍ୟାନ୍ସ କରୁ ଥିବାର ଦେଖି ବାକୁ ମିଳିଛି । ବିଗତ ଦିନରେ ଏକ ଇଣ୍ଟରଭିୟୁ ରେ କହିଥିଲେ କି ସେ ଡିପ୍ରେସନ ରୋଗରେ ପୀଡିତ ଅଛନ୍ତି ସେଥିପାଇଁ ସେ ଏହି ପରି ସେ ରୋଗ ସହ ଏବେ ଲଢ଼ୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *