ମମିତା ବେହେରା ଙ୍କ ଆସିଲା Final Report । DIG ଦୀପକ କୁମାର ଦେଲେ ଏହି ସୂଚନା । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମମିତା ମେହେରଙ୍କ ଘଟଣାକୁ ନେଇ ଆସିଲା ଫାଇନାଲ୍ ରିପୋର୍ଟ, ଡିଆଇଜି ଦୀପକ କୁମାର ଦେଲେ ସୂଚନା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ତେବେ କାଲି ସକାଳେ ସେହିପରି ଏକ ଖବର ଶୁଣିବାକୁ ମିଳିଥିଲା, ଯାହାକି ଆମ ରାଜ୍ୟ ଓଡିଶାକୁ ନେଇ, ଏହାକୁ ଶୁଣିବା ପରେ ସାରା ରାଜ୍ୟବାସୀ ଆର୍ଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। 

 

ତେବେ ସେହି ଖବରଟି ଥିଲାକି ଗୋଟେ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କୁ ସେଠାକାର ପ୍ରେସିଡେଣ୍ଟ ମା-ରି ଦେଇ, ତାଙ୍କ ଜିଲ୍ଲାରେ ତିଆରି ହେଉଥିବା ନୂଆ ଷ୍ଟାବିୟମ୍ ରେ ପୋତି ଦେଇଥିଲେ। ଏହି ଖବର ପାଇବା ପରେ ପୋଲିସ ସେଠାରେ ପହଁଞ୍ଚିଥିଲା, ଖୋଳାଖୋଳି ମଧ୍ୟ ଆରମ୍ଭ କରିଥିଲା ତିନି ଘଣ୍ଟା ପରେ ସେ ସେଠାରୁ ଏକ ଦ-ଗ୍ଧ ମ-ଲା ଦେହ ପାଇଥିଲା। ଏହାପରେ ଆରକ୍ଷୀ ଅଧିକାରୀ ତାହାକୁ ସିଲ୍ କରି ନେଇଥିଲା, ଏହାକୁ ଦେଖିବା ପାଇଁ ସେଠାରେ ବହୁ ଲୋକ ଭିଡ଼ ବାନ୍ଧିଥିବାର ଦେଖିବାକୁ ମିଳିଥିଲା। 

 

ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ  ମା-ରି ଦିଆ ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା, ଯାହା ସମ୍ପର୍କରେ ମମିତାଙ୍କ ପାଖରେ ଖବର ଥିଲା ଏବଂ ମମିତା ସେହି ସବୁ ସମ୍ପର୍କରେ ଜାଣିଥିଲେ। ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁଲାସା କରିଥିଲେ ମମିତା। 

 

ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କ-ଳା-କା-ର-ନା-ମା ର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁ-ଲା-ସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ। ତେବେ ନିଜର କଳାକାରନାମାର ଖୁ-ଲା-ସା ହେବା ଡ-ରରେ ମମିତାଙ୍କୁ ମା-ରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। ତେବେ ଯେତେବେଳେ ସେହି ଦ-ଗ୍ଧ ମ-ର ଦେହ ଉ-ଦ୍ଧା-ର ହୋଇଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇନଥିଲା କି ତାହା ମମିତାଙ୍କର କି ନାହିଁ। ଏହାପରେ ଆରକ୍ଷୀ ଅଧିକାରୀ ଏହାକୁ ନେଇ ପରୀକ୍ଷା ପାଇଁ ପଠାଇଥିଲା ଏବଂ ଏହା ପଛର ସବୁ ର-ହ-ସ୍ୟ ମଧ୍ୟ ଖୋଳତାଡ କରିଥିଲା। 

 

ତେବେ ଆଜି ଡିଆଇଜି ଦୀପକ କୁମାର ମମିତାଙ୍କ ଘଟଣା କୁ ନେଇ ସ୍ପଷ୍ଟ କରିଛନ୍ତି, ସେ କହିଛନ୍ତି କି ଗୋବିନ୍ଦ ସାହୁ ହିଁ ମା-ରି-ଛି। ପ-ର-କୀ-ୟା ପ୍ରୀ-ତିକୁ ନେଇ ସେ ଏଭଳି କରିଛି, ମା-ରି-ବା ପରେ ଜା-ଳି ପୋତି ଦେଇଥିଲା ମମିତାଙ୍କୁ। ଡାକି ନେଇ ଗାଡିରେ ମା-ରି-ଛ-ନ୍ତି, ଗଳା ଚିପି କି ଆଉ କିପରି ମା-ରି-ଚି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, ଖୋଳତାଡ ଚାଲିଛି ପରେ ସୂଚନା ଦିଆଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *